ପଇସା ଗଣି ଗଣି ଥକିଯିବେ, 80 ବର୍ଷ ପରେ ଏଥର ହୋଲିରେ କୋଟିପତି ହେବେ ଏହି 6 ରାଶିର ଲୋକେ, ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ ? Astrology

ଏଥର ହୋଲି କିଛି ଭାଗ୍ୟଶାଳୀ ରାଶିଙ୍କ ଜୀବନରେ ସମୃଦ୍ଧିର ରଙ୍ଗ ଭରିଦେବ । ଯାହାଫଳରେ ଏମାନଙ୍କୁ ଅପାର ଧନର ପ୍ରାପ୍ତି ହେବ । ହୋଲିପର୍ବ ପାଳିତ ହେବାର ଶାସ୍ତ୍ରରେ ଅଲଗା ଅଲଗା ଘଟଣାକ୍ରମ ଉଲ୍ଲେଖ ରହିଛି । ହୋଲିକା ଦହନର କାହାଣୀ ସହ ଏହାକୁ ରାଧାକୃଷ୍ଣଙ୍କ ପ୍ରେମର ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ । ଜ୍ଯୋତିଷ ଗଣନା ଅନୁସାରେ ଏଥର ହୋଲିରେ ଏକ ଶୁଭ ସଂଯୋଗ ନିର୍ମାଣ ହେବାକୁ ଯାଉଛି ଯାହାର ପ୍ରଭାବ କିଛି ଭାଗ୍ୟଶାଳୀ ରାଶିଙ୍କ ଉପରେ ପଡିବ । ଚାଲନ୍ତୁ ଦେଖିବା କଣ ସେହି ରାଶିସବୁ ।

ମେଷ ରାଶି । ଏହି ରାଶିର ଲୋକଙ୍କ ଜୀବନ ବେ ସଂପୂର୍ଣ୍ଣ ଭାବେ ବଦଳିଯିବ । ଏହି ଶୁଭ ସଂଯୋଗର ଅଧିକ ପ୍ରଭାବ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପଡିବ । ଯାହାଫଳରେ ଏହି ସମୟରେ ଆପଣଙ୍କୁ ପ୍ରଚୁର ଧନଲାଭ ହେବ । ବ୍ୟବସାୟରେ ଆପଣ ପ୍ରଚୁର ଧନଲାଭ କରିବେ ଓ ରୋଜଗାରର ନୂଆ ନୂଆ ମାର୍ଗ ମଧ୍ୟ ଆପଣଙ୍କ ସାମ୍ନାରେ ଆସିବ । ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇବ । ଆପଣକ ସ୍ଵାମୀ ମଙ୍ଗଳ ହୋଇଥିବାରୁ ଧଳା, ଲାଲ ଏବଂ ଗୋଲାପି ରଙ୍ଗରେ ହୋଲି ଖେଳିବା ଆପଣଙ୍କ ପାଇଁ ଶୁଭ ରହିବ ।

କନ୍ୟା ରାଶି । କନ୍ୟା ରାଶିର ଜାତକଙ୍କ ପାଇଁ ଏହି ପର୍ବ ଖୁବ ଶୁଭମୟ ସାବ୍ୟସ୍ତ ହେବ । ଆପଣଙ୍କ ଆର୍ଥିକ ବିକାଶ ହେବ ଓ ପ୍ରେମ ଜୀବନରେ ମଧ୍ୟ ଆପଣ ସଫଳତା ପାଇବେ । ଆପଣଙ୍କ ପରିଶ୍ରମ ଏବେ ସାର୍ଥକ ହେବ କିନ୍ତୁ ଅଯଥା ଖର୍ଚ୍ଚରୁ ବଞ୍ଚିତ ରୁହନ୍ତୁ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହାୟତା ମିଳିବ । ଆପଣଙ୍କ ସ୍ଵାମୀ ବୁଧ ହୋଇଥିବାରୁ ସବୁଜ, ଆକାଶିଆ ତଥା ନୀଳ ରଙ୍ଗ ହୋଲି ଖେଳିବା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ।

ମକର ରାଶି । ଆପଣ ଯେଉଁ ସବୁ ସମସ୍ୟରେ ଅନେକ ଦିନରୁ ଛନ୍ଦି ହୋଇ ରହିଥିଲେ ଏବେ ସେଥିରୁ ମୁକ୍ତ ହେବେ । ହୋଲି ଠାରୁ ଆପଣଙ୍କ ଆର୍ଥିକ ସମସ୍ଯା ଦୂର ହେବ ଓ ଆର୍ଥିକ ଉନ୍ନତି ହେବାରେ ଲାଗିବ । ଏବେ ଆପଣଙ୍କ ଭାଗ୍ୟରେ କେବଳ ସୁଖ ଏବଂ ସମୃଦ୍ଧି ଆସିବ । ଆପଣ ସବୁ କାର୍ଯ୍ୟରେ ସଫଳ ହେବେ ଆପଣଙ୍କ ସ୍ଵାମୀ ଶନି ହୋଇଥିବାରୁ କଳା ରଙ୍ଗରୁ ଦୂରେଇ ରୁହନ୍ତୁ । ଧଳା, ନୀଳ, ଆକାଶିଆ ଏବଂ ସବୁଜ ରଙ୍ଗରେ ହୋଲି ଖେଳିବା ଆପଣଙ୍କ ପାଇଁ ଶୁଭ ହେବ ।

ତୁଳା ରାଶି । ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ହୋଲି ପର୍ବ ଅନେକ କ୍ଷେତ୍ରରେ ଶୁଭ ସାବ୍ୟସ୍ତ ହେବ । ଆପଣଙ୍କ ରୋଜଗାରରେ ବୃଦ୍ଧି ହେବ ଓ ବ୍ୟବସାୟରେ ପ୍ରଚୁର ଧନଲାଭ କରିବେ । ଚାକିରିଆ ମାନଙ୍କ ପଦବୃଦ୍ଧି ହେବ ଓ କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ । ସବୁ କାର୍ଯ୍ୟରେ ଆପଣ ସଫଳ ହେବେ । ଆପଣଙ୍କ ସ୍ଵାମୀ ଶୁକ୍ର ହୋଇଥିବାରୁ ଧଳା, ନୀଳ କିମ୍ବା ଗୋଲାପି ଭଳି ଚମକଦାର ରଙ୍ଗରେ ହୋଲି ଖେଳନ୍ତୁ ଏହା ଆପଣଙ୍କ ପାଇଁ ଶୁଭ ହେବ ।

ମୀନ ରାଶି । ଆପଣଙ୍କ ପାଇଁ ଏହି ପର୍ବ ମା ଲକ୍ଷ୍ମୀଙ୍କ କୌଣସି ବରଫଦାନ ଠାରୁ କମ୍ ନୁହେଁ । ଏହି ପର୍ବ ଆପଣଙ୍କ ସୌଭାଗ୍ୟ ବୃଦ୍ଧି କରିବ । ଆୟର ସ୍ରୋତ ବୃଦ୍ଧି ପାଇବ ଓ ଆର୍ଥିକ ବିକାଶର ମାର୍ଗ ବୃଦ୍ଧି ପାଇବ । ଏହି ସମୟରେ ଆପଣଙ୍କ ଜୀବନଶୈଳୀକୁ ଆପଣ ଉତ୍ତମ କରିବାରେ ଲାଗି ରହିବେ । ଆପଣଙ୍କ ସ୍ଵାମୀ ବୃହସ୍ପତି ହୋଇଥିବାରୁ ଧଳା, ହଳଦିଆ, ହାଲୁକା ଲାଲ ଏବଂ ଗୋଲାପି ରଙ୍ଗର ହୋଲି ଆପଣଙ୍କ ପାଇଁ ଶୁଭ ରହିବ ।

ମିଥୁନ ରାଶି । ଆପଣନାକ ପାଇଁ ଏହି ହୋଲି ଆନନ୍ଦମୟ ସାବ୍ୟସ୍ତ ହେବ । ଆପଣଙ୍କ ଖୁସି ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ଓ ବେପାର ବାଣିଜ୍ୟରେ ମଧ୍ୟ ବୃଦ୍ଧି ହେବ । ଆପଣଙ୍କ ଜୀବନରେ ସକରାତ୍ମକତା ବୃଦ୍ଧି ପାଇବ । ଆପଣଙ୍କ ସ୍ଵାମୀ ବୃଦ୍ଧ ହୋଇଥିବାରୁ ଆପଣ ନୀଳ କିମ୍ବା ହଳଦିଆ ରଙ୍ଗର ହୋଲି ଖେଳନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।