ଆଜିର ରାଶିଫଳ, 16 ମାର୍ଚ୍ଚ 2022, ବୁଧବାର, ଗଣେଶଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ମାର୍ଚ୍ଚ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କ ସହ ଜୀବନ ସାଥି ପ୍ରତେକ ପରିସ୍ଥିତି ରେ ସାଥ ଦେବେ । ଈଶ୍ବରଙ୍କ ନାମ ସ୍ମରଣ କରି ଆପଣଙ୍କ ଦିନ ଆରମ୍ଭ କରନ୍ତୁ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣଙ୍କ ମନ ପ୍ରସନ୍ନ ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । କାର୍ଯ୍ୟ କରିବା ପାଇଁ ଆପଣ ଆଗ୍ରହ ପ୍ରକାଶ କରିବେ । ଘର ପରିବାରରେ ମାହୋଲ ସୁଖଦ ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ବୃଷ ରାଶି : ଆପଣ ନିଜର ସାଥି ଙ୍କୁ ଖୁସି କରିବା ପାଇଁ କିଛି ଖାସ କରିବେ । ମସୁର ଲୋକ ମାନଙ୍କର ମେଲ ରେ ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ । ଏହା ଦ୍ଵାରା ଆପଣଙ୍କୁ କିଛି ନୂଆ ଆଇଡିଆ ମିଳିପାରେ । ଭବିଷ୍ୟତ ପାଇଁ ଟଙ୍କା ସଞ୍ଚଯ କରିବେ । ସ୍ଵଭାବରେ କିଛି ଉଗ୍ରତା ଆସିପାରେ । ତେଣୁ ଅନ୍ୟ ସହ ଆଲୋଚନା କରିବା ସମୟରେ ଧ୍ୟାନ ରଖନ୍ତୁ । କିଛି ନୂଆ ଲୋକଙ୍କ ସହ ଆପଣଙ୍କର ଭେଟ ହୋଇପାରେ ।

ମିଥୁନ ରାଶି : ଆଜି ଆପଣଙ୍କର ମାନ ସାମନାରେ ବୃଦ୍ଧି ହେବ । ଆପଣ ପ୍ରତେକ କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ । ବେପାର କ୍ଷେତ୍ର ରେ ଲାଭ ହେବାର ସମ୍ଭାବନା ରହିଛି । ନୂଆ କାମ ଆରମ୍ଭ କରିବା ପାଇଁ ଯୋଜନା କରିବେ । ବିଦେଶରେ ଥିବା ମିତ୍ରା ମାନଙ୍କ ସହ ଆପଣଙ୍କର କଥାବାର୍ତ୍ତା ହୋଇପାରେ । ଯାହା ପାଇଁ ଆପଣଙ୍କ ମା ପ୍ରସନ୍ନ ରହିବ । ପରିବାରର କୌଣସି ଗୁରୁଜନ ଙ୍କ ଠାରୁ ଆପଣ ଲାଭ ମିଳିପାରେ । ସମାଜରେ ଯସ ଓ ଖ୍ଯାତି ବୃଦ୍ଧି ହେବ ।

କର୍କଟ ରାଶି : ଆଜି ଆପଣ ପ୍ରେମ କ୍ଷେତ୍ର ରେ ନିଜକୁ ଖୁସି ମାନେ କରିବେ । ଜୀବନ ସାଥି ଙ୍କ ଠାରୁ ଆପଣ ସହଯୋଗ ପାଇବେ । କୌଣସି କ୍ଷେତ୍ର ରୁ ଧନ ଲାଭ ହୋଇପାରେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଅଧିକ ଲାଭବାନ ହେବା ସହ ନିବେଶ କରିବା ପାଇଁ ଚିନ୍ତା କରିବେ । ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ ରାଶି : ଚାକିରୀ କରିଥିବା ବ୍ୟକ୍ତିଙ୍କର ବେତନରେ ବୃଦ୍ଧି ହେବା ସହ ନୂଆ ଦାୟିତ୍ଵ ମିଳିପାରେ । ଆପଣ କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିବେ । ସମାଜରେ ଖ୍ଯାତି ଓ ଯାସ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ଅନୁସରଣ କରିବେ । କୋର୍ଟ କଚେରୀ ମାମଲା ରେ ଆପଣ ସଫଳ ହେବେ । ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିପାରେ । ଆପଣ ନିଜର ବଚନ ମାଧ୍ୟମରେ ଅନ୍ୟର ହୃଦୟ ଜିଣିବେ ।

କନ୍ୟା ରାଶି : ଆଜି ଆପଣ ଅବହେଳା ଯୋଗୁ କୌଣସି ଭଲ ସୁଯୋଗ ହରାଇ ବସିବେ । ଯାହା ଦ୍ଵାରା ଆପଣ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଆପଣ କୌଣସି ଶୁଭ ଖବର ର ଅପେକ୍ଷା ରେ ରହିବେ । ସନ୍ତାନଅମାନଙ୍କର ଶିକ୍ଷା କ୍ଷେତ୍ର ରେ ପ୍ରଗତି ହେବ । ପେଟ ଜନିତ ସମସ୍ଯା ଦୂର ହେବ । ଘର ପରିବାରରେ ହସ ଖୁଶିର ମାହୋଲ ରହିବ । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ସମୟ ଭଲ ରହିବ ।

ତୁଳା ରାଶି : ଆଜି ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଚାକିରି କ୍ଷେତ୍ର ରେ ପ୍ରମୋଶନ ମିଳିବାର ସମ୍ଭାବନା ରହକିଛି । କୌଣସି କ୍ଷେତ୍ର ରୁ ଶୁଭ ସମାଚାର ଶୁଣିବାକୁ ପାଇବେ । କୋର୍ଟ କଚେରୀ ମାମଲା ରେ ଲାଗି ରହିଥିବା ବିବାଦ ଦୂର ହେବ । ଗୃହରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । ଯାହା ପାଇଁ ଗୃହକୁ ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ପ୍ରତେକ କାର୍ଯ୍ୟ ରେ ଆପଣ ସଫଳ ହେବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଆୟ ରେ ବୃଦ୍ଧି ହୋଇପାରେ ।

ବିଛା ରାଶି : ଆଜି ଆପଣ ଅସହାୟ ବ୍ୟକ୍ତି ଙ୍କୁ ସାହାଜ୍ଯ କରିବେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗରେ ରହିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସମଜାରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଘର ପରିବାର ରେ ବାତାବରଣ ରେ ଆନନ୍ଦମୟ ସ୍ଥିତି ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କ ମନ ପ୍ରସନ୍ନ ରହିବ ।

ଧନୁ ରାଶି : ଆଜି ଆପଣଙ୍କର ଦିନ ଟି ଶୁଭ ରହିବ । ଅଟକି ରହିଥିବା କାମ ପୁରା ହେବ । ମନରେ ଆଗ୍ରହ ସୃଷ୍ଟି ହେବ କିଛି ନୂଆ କାମ ଆରମ୍ଭ କରିବା ପାଇଁ । ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ସଫଳ ହେବେ । ଆୟ ରେ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ଅଫିସରେ ବଡ ଅଧିକାରୀ ଙ୍କ ସହଯୋଗ ଆପଣ ପାଇବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର କୌଣସି କଟାହକୁ ନେଇ ଆଲୋଚନା ହୋଇପାରେ ।

ମକର ରାଶି : ଆଜି ଆପଣଙ୍କୁ କୌଣସି ଦିଗରୁ ଶୁଭ ସମାଚାର ଶୁଣିବାକୁ ମିଳିପାରେ । ପୁରୁଣା ଜିନିଷ ପାଇଁ ଆପଣ ଖୁସି ହେବେ । ମାନସିକ ଓ ଶାରୀରିକ ଚିନ୍ତା ରୁ ପାନ ମୁକ୍ତି ପାଇବେ । ଅଟକି ରହିଥିବା କାମ ଆରମ୍ଭ ହେବ । ଗୁରୁଜନ ମାନଙ୍କ ତହରୁ ଆପଣଙ୍କୁ ଆର୍ଥିକ ସାହାଜ୍ଯ ମିଳିପାରେ । ପରିଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ପିଲା ମାନଙ୍କ ସହ ଦୂର ଜାଗାକୁ ବୁଲିବା ପାଇଁ ପ୍ଳାନ କରିବେ ।

କୁମ୍ଭ ରାଶି : ଆଜି ଆପଣଙ୍କର କୌଣସି ଦିଗରୁ ଧନ ଆଗମନ ହେବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ର ରେ ପ୍ରମୋଶନ ହୋଇପାରେ । ମିତ୍ରା ତଥା ପରିଜନ ଅମାନଙ୍କ ଠାରୁ ସହଯୋଗ ପାଇବେ । ଦୀର୍ଘ ଦିନରୁ ଯେଉଁ ସମସ୍ଯା ଲାଗି ରହିଥିଲା ତାହା ଦୂର ହେବ । ଆପଣ ନିଜର ବାଣୀ ଓ ବ୍ୟବହାର ଦ୍ଵାରା ଅନ୍ୟର ହୃଦୟ ଜିଣିବେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ଟଙ୍କା ନିବେଶ କରିବେ । କୌଣସି ନୂଆ କମା ଆରମ୍ଭ କରିବା ପାଇଁ ଯୋଜନା ଅକରିବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ ।

ମୀନ ରାଶି : ଆଜି ଆପଣଙ୍କର ଦିନ ଟି ଅନୁକୂଳ ରହିବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ସ୍ଥାନ କୁ ଯାତ୍ରା କରିବେ । କୌଣସି ଖାସ ବ୍ୟକ୍ତି ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ମାନସିକ ଚିନ୍ତା ରୁ ମୁକ୍ତି ପାଇବେ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଆଗକୁ ବଧିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।