ସୂତାଖିଅରେ ଝୁଲୁଛି ଜୀବନ ! ପାହଡ ଉପରେ ସରୁ ରାସ୍ତାରେ ଗାଡିକୁ ଏମିତି ୟୁ-ଟର୍ଣ୍ଣ କଲେ ଚାଳକ, ସେହି ସମୟର ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ Video

ଆଜି ଆମେ ଆପଣଙ୍କୁ ଏକ ଭିଡିଓ ଦେଖାଇବୁ, ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓଟି କୌଣସି ଏକ ପାହାଡିଆ ଇଲାକାର । ଏଥିରେ ଆପଣ ଦେଖିବାକୁ ପାଇବେ କି ଜଣେ ବ୍ୟକ୍ତି କିପରି ଏକ ସଂକୀର୍ଣ୍ଣ ରାସ୍ତାରେ ଚାରି ଚକିଆ ଯାନକୁ ୟୁଟର୍ଣ୍ଣ କରାଉଛନ୍ତି । ଆପଣ ଜାଣିଥିବେ କି ପାହାଡୀ ଇଲାକାରେ ପାହାଡକୁ କଟାଯାଇ ଜନବସତି ସ୍ଥାପନ କରା ଯାଇଥାଏ ।

ପାହାଡ ଉପରେ ସଂକୀର୍ଣ୍ଣ ରାସ୍ତାଟିଏ ଅଛି, ଆଉ ସେହି ରାସ୍ତାରେ ସେଠାକାର ଜଣେ ବ୍ୟକ୍ତି ଗାଡିକୁ ୟୁଟର୍ଣ୍ଣ କରାଇବାକୁ ଚେଷ୍ଟା କରୁଛନ୍ତି । ଯଦି ଇଞ୍ଚ ଟିଏ ବି ଏପଟ ସେପଟ ହେବ ତେବେ ଗାଡି ସିଧା ଖାଇକୁ ଖସି ପଡିବ । ଆଉ ଅବସ୍ଥା ଯେ କଣ ହେବ ତାହା ଆପଣ ଚିନ୍ତା କରି ପାରୁଥିବେ । ଏତେ ବିପଦପୂର୍ଣ୍ଣ ସଂକୀର୍ଣ୍ଣ ରାସ୍ତାରେ ଗୋଟିଏ ଚାରିଚକିଆ ଗାଡିକୁ ୟୁଟର୍ଣ୍ଣ କରାଇବା କଥା ହୁଏତ ଆମ ମଧ୍ୟରୁ କେହି ମଧ୍ୟ ଭାବିପାରିବେ ନାହିଁ ।

କିନ୍ତୁ ଏହି ଗାଡିର ଚାଳକ ଜଣକ କାହିଁକି ଏପରି କଲେ ଯଦ୍ୟପି ସେନେଇ ତଥ୍ୟ ସାମ୍ନାକୁ ଆସିନାହିଁ, କିନ୍ତୁ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗାଡିକୁ ୟୁଟର୍ଣ୍ଣ କରାଉଥିବାର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରିଯିବ । ଲାଗୁଛି କି ଯେମିତି ଚାଳକ ଗାଡି ସହ ଆଉ ଟିକେରେ ତଳକୁ ଖସି ପଡିବେ । କିନ୍ତୁ ଚାଳକ ଜଣକ ଧୈର୍ଯ୍ୟର ସହ ଗାଡିକୁ ସୂତେ ସୂତେରେ ୟୁଟର୍ଣ୍ଣ କାଟି ସଫଳତାର ସହ ଗଡିକୁ ବୁଲାଇ ଦେଇଥିଲେ ।

ଗାଡିଟି ସିଧା ବୁଲି ତା’ ରାସ୍ତାରେ ଯିବାର ଆପଣ ଦେଖି ପାରୁଥିବେ । କିନ୍ତୁ ଯଦି ସାମାନ୍ଯ ବି ଗାଡି ଏପଟ ସେପଟ ହେଲା ତେବେ ଗାଡିଟି ପାହାଡ ଉପରୁ ତଳକୁ ଖସି ପଡିବାର ଆଶଙ୍କା ରହିଛି । ଆଉ ସେହିଅପରି ପଥୁରିଆ ଜାଗାରେ ହୁଏତ ଗାଡିର ଚକ ବି ସ୍ଲିପ କରିପାରେ । କିନ୍ତୁ ଗାଡି ଚାଳକ ଜଣକ ସଫଳତାର ସହ ସେହି ଚାରିଚକିଆ ଯାନକୁ କେମିତି ୟୁଟର୍ଣ୍ଣ କରାଇଲେ ଦେଖିଲେ ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । ସେହି ଦୃଶ୍ୟ ଦେଖିଲା ବେଳକୁ ରୁମ ଟାଙ୍କୁରି ଉଠୁଛି ।

ଯଦି କିଛି ଏପଟ ସେପଟ ହୋଇଥାନ୍ତା ତେବେ କଣ ହୋଇଥାନ୍ତା ବୋଲି ସମସ୍ତେ ଚର୍ଚ୍ଚା କରୁଛନ୍ତି । ଏହି ବିପଦପୂର୍ଣ୍ଣ ୟୁଟର୍ଣ୍ଣର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି । ଦେଖିବା ଲୋକ କିଛି ସମୟ ପାଇଁ ଛାତିରେ ହାତ ରଖି ଦେଉଛନ୍ତି । ତେବେ ଆପଣଙ୍କୁ ଏହି ଗାଡି ୟୁଟର୍ଣ୍ଣ କାଟିବା ଦୃଶ୍ୟ ଦେଖି କିପରି ଅନୁଭବ ହେଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।