କଣ ଆପଣଙ୍କର ପଢିବାରେ ମନ ଲାଗୁ ନାହିଁ ? ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ – Powerful Motivational Speech

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ମଣିଷ ଜୀବନରେ କିଛି କରିବାକୁ ହେଲେ ପାଠ ପଢିବା ନିହାତି ଦରକାର ହୋଇଥାଏ । ସେହିପରି କିଏ ଭଲ ପାଠ ପଢ଼ି ବଡ ନାମ କରିଥାଏ ତ କିଏ ପାଠକୁ ଧ୍ୟାନ ଦେଇନଥାଏ । ପାଠ ପଢିବା ଦ୍ଵାରା ନିଜ ନାମ ସହ ନିଜ ଦେଶ ର ନାମ ମଧ୍ୟ ବଡ ହୋଇଥାଏ । ନିଜ ଭବିଷ୍ୟତ କୁ ଠିକ ଭାବେ ଗଢିବା ପାଇଁ ପଢିବା ନିହାତି ଆବଶ୍ୟକ । ତେବେ ବନ୍ଧୁଗଣ ସବୁବେଳେ ପାଠ ପଢିବା ଉଚିତ । ଭାବନ୍ତୁ ଟିକେ ଶ୍ରେଣୀ ୧୦ ମ ର ଜଣେ ପିଲା ଯିଏ ପାଠପଢା ରେ ବହୁତ ଭଲ ।

ଆଉ ସବୁବେଳେ ଶ୍ରେଣୀ ରେ ପ୍ରଥମ ଆସୁଥିବା ପିଲା ଅଚାନକ ସେ ନିଜର ଲକ୍ଷ୍ୟ ଭୁଲଯାଏ । ଏହା ଏତେ ସହଜ , ଏତେ କଠିନ , ଏତେ ଅବୁଝା , ଏଠାରେ ବହୁତ ପ୍ରେସର କିଛି ସମୟ ପାଇଁ କାରଣ ଭୁଲିଯାଏ ଆଉ ଫଳ ଉପରେ ଧ୍ୟାନ ଦିଏ । ଧୀରେ ଧୀରେ ସେ ପିଲା ର ନମ୍ବର କମି କମି ଯାଏ ଆଉ ତା ରାଙ୍କ ମଧ୍ୟ କମି ଯାଏ ।

ତା ଭିତରେ ବହୁତ ଆଗ୍ରହ ଅଛି ଇଚ୍ଛା ଅଛି ତଥାପି ସେ ଅନ୍ୟ ପିଲାଠୁ ପଛରେ ରହିଯାଏ । ପର ବର୍ଷ ସେ ପାସ ମଧ୍ୟ ହୁଏନାହିଁ । ଆଉ ଶିକ୍ଷକ ସବୁ ମଧ୍ୟ ତାକୁ ଦୁର୍ବଳ ଭାବିବାକୁ ଲାଗିବେ । ଯେଉଁ ଲୋକମାନେ ତାକୁ ତାରିଫ କରି ରହିପାରୁନଥିଲେ ସେ ଲୋକମାନେ ଆଜି ତାକୁ ନୋଟିସ ମଧ୍ୟ କରୁନାହାଁନ୍ତି । ତେବେ ଏବେ ସେ କଣ କରିବ ତାର ସମାଧାନ କଣ ? ଆଉ ଏହା ସବୁଠୁ ସୁନ୍ଦର ଭାଗ ।

ଯଦି ଆପଣ ଯେଉଁ ରାସ୍ତା ରେ ଚାଲୁଛନ୍ତି ତେବେ ସେଇ ରାସ୍ତାରେ ହିଁ ଚାଲନ୍ତୁ ଆଉ ନିଜ ଲକ୍ଷ୍ୟ ସ୍ଥିର ରଖନ୍ତୁ । ଆଉ କେହି ତମକୁ ସାହାଯ୍ୟ କରିବେନି । ତମେ ନିଜେ ହିଁ ନିଜର ସବୁ ନିୟନ୍ତ୍ରଣ କରିବାକୁ ପଡିବ । ଦୁନିଆ ରେ ଏମିତି ବହୁତ ଲୋକ ଅଛନ୍ତି ଯିଏ ହାଇ ସ୍କୁଲ ରେ ବହୁତ ଥର ଫେଲ ହୋଇଛନ୍ତି । ହକି ଆଉ ଅନ୍ୟ ସବୁ କାମରେ ନିଜକୁ ବହୁତ ଥର ହରାଇଛନ୍ତି । ତାପରେ ସେ ତାଙ୍କ ଲକ୍ଷ୍ୟ ସ୍ଥିର କରିଲେ । କଣ ଏହା ଏତେ ସହଜ ଥିଲା ? ନା ବିଲକୁଲ ବି ନୁହେଁ ।

ସେମାନେ ସ୍ଥିର କରିଲେ କି ସେ ଅସୁବିଧା , ଆଉ ଚିନ୍ତା କୁ ଜିତିବାକୁ ଦେବେନାହିଁ । ସେ ସେହି ଜିନିଷ ରୁ ଆରମ୍ଭ କରିବେ ଯାହା ତାଙ୍କର ଶକ୍ତି ହୋଇଥିବ । ଯାହା ତାଙ୍କ ପାଇଁ ଆଗ୍ରହୀ ହୋଇଥିବ । ସେ ତାକୁ ପକାଇରଖିବେନି ବରଂ ତାକୁ ଆଜି ଆଉ ଏବେ ସଙ୍ଗେସଙ୍ଗେ କରିବେ । ଆଉ ପୁରା ଜରୁରୀ ପୁରା କଂସିଷ୍ଟ ରହିବେ । ଏଇଟା ହିଁ ଜୀବନରେ ତମକୁ ଆଗକୁ ନେଇଯାଇପାରିବ । ଭଲ ନମ୍ବର କେହି ବି ନେଇଆସିପାରିବେ । ଶ୍ରେଣୀ ର ହାରାହାରି ଛାତ୍ର ବି ଭଲ ନମ୍ବର ଆଣିପାରିବ ।

ହେଲେ କଷ୍ଟ ର କାମ ହେଲା ସବୁବେଳେ ଭଲ ନମ୍ବର ଆଣିବା । ସବୁବେଳେ ଉପରେ ରହିବା । ସବୁବେଳେ ଜିତିବା । ହାରାହାରି ଛାତ୍ର ଭଲ ନମ୍ବର ନେଇଆସନ୍ତି ଆଉ ପରେ ଖୁସି ହୋଇଯାଇଥାନ୍ତି । ହେଲେ ଜଣେ ଟପ୍ପର ଛାତ୍ର ସବୁବେଳେ ଆଗକୁ ଆଗକୁ ଚିନ୍ତା କରିଥାଏ । ସିଏ କେବେବି ଖୁସି ହୁଅନ୍ତିନି ଯେ ପର୍ଯ୍ୟନ୍ତ ସେ ତାଙ୍କ ଲକ୍ଷ୍ୟ ସ୍ଥଳ କୁ ପାଇଯାଇନଥାନ୍ତି । ଆଉ ସେ ପର୍ଯ୍ୟନ୍ତ ଖାଲି ପଢିବା , ଜାଣିବା , ଆଉ ଭୋକ ରେ ରହିବା ସେ ଜାଣିଥାନ୍ତି । ତାପରେ ଯାଇ ସେ ତାଙ୍କ କାମ କରନ୍ତି ।

ଜଣେ ବହୁତ ବଡ଼ ଲୋକ କହିଥିଲେ କି ସ୍ପୀଡ଼ ଡ଼ସ ନଟ ମ୍ୟାଟର ଏହିଥିରୁ ଜଣାପଡେନାହିଁ କି କିଏ ବହୁତ ଜଲଦି ବା କିଏ ବହୁତ ଧୀର । ସେଇଟା ତମ ନିଷ୍ପତ୍ତି ଉପରେ ସବୁବେଳେ ନିର୍ଭର କରେ । ମନେରଖନ୍ତୁ ମାତ୍ର ୫ % ଲୋକ ନିଜର ଲକ୍ଷ୍ୟ ସ୍ଥଳ କୁ ହାସଲ କରିପାରିଥାନ୍ତି । ତ ସବୁବେଳେ ନିଜକୁ ବୁଦ୍ଧିମତା ଏବଂ ପାୱାର ଫୁଲ କରିରଖନ୍ତୁ । ଏହା ଭିତରୁ ଆପଣ କେଉଁଟି ନିଜେ ଭାବିରଖନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।