ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ସେ ଆପଣଙ୍କୁ କାହିଁକି ପସନ୍ଦ କରନ୍ତି ? Love Quiz Game

ଆଜିକାଲି ସମସ୍ତଙ୍କର ବୟଫ୍ରେନ୍ଡ କିମ୍ବା ଗର୍ଲଫ୍ରେନ୍ଡ ଅଛନ୍ତି । ଏମିତିରେ କେତେକ ଯୋଡି ନିଜର ସମ୍ପର୍କକୁ ଗୋଟିଏ ନାଁ ଦିଅନ୍ତି ତ କେତେକ ଯୋଡି ନିଜର ସମ୍ପର୍କକୁ ଭାଙ୍ଗି ଦିଅନ୍ତି । କିନ୍ତୁ ଏହା ମଧ୍ୟରେ ଯେଉଁମାନେ ରିଲେଶନସିପରେ ରହିଥାନ୍ତି ସେମାନେ ନିଜର ସାଥି ବିଷୟରେ ଜାଣିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି । ଏମିତିରେ ଆଜିର ଏହି ଆର୍ଟିକୀଳ ସେହି ସମସ୍ତ ଯୋଡିମାନଙ୍କ ପାଇଁ ଅଟେ । ଆଜି ଆମେ ଆପଣଙ୍କ ପାଇଁ ବହୁତ ହିଁ ରୋଚକପୂର୍ଣ ନମ୍ବର କ୍ଵିଜ ଖେଳ ନେଇ ଆସିଛୁ ।

ଏହି ଖେଳ ଅନୁସାରେ ଆପଣଙ୍କୁ କିଛି ଆମେ ନମ୍ବର ଦେବୁ । ଯେଉଁଥିରୁ ଆପଣଙ୍କୁ କୌଣସି ଗୋଟିଏ ନମ୍ବର ବାଛିବାର ଅଛି । ଏହା ପରେ ଆମେ ଆପଣଙ୍କୁ ସେହି ନମ୍ବର ଆଧାରରେ କହିବୁ କି ଆପଣଙ୍କର ଗର୍ଲଫ୍ରେନ୍ଡ କିମ୍ବା ବୟଫ୍ରେନ୍ଡ ଆପଣଙ୍କୁ କାହିଁକି ପସନ୍ଦ କରୁଛି । ତେବେ ଚାଳନ୍ତୁ ଆପଣଙ୍କର ଗର୍ଲଫ୍ରେନ୍ଡ ବିଷୟରେ ଜାଣିବା ।

ନମ୍ବର – ୧

ଯଦି ଆପଣ ନମ୍ବର ୧ ବାଛିଛନ୍ତି ତେବେ ଜାଣି ନିଅନ୍ତୁ କି ଆପଣଙ୍କର ସାଥି ଆପଣଙ୍କ ପ୍ରତି ସକାରାତ୍ମକ ଚିନ୍ତାଧାରାକୁ ବହୁତ ପସନ୍ଦ କରିଥାଏ ।

ନମ୍ବର – ୨

ଯଦି ଆପଣ ନମ୍ବର ୨କୁ ବାଛୁଛନ୍ତି ତେବେ ସେ ଆପଣଙ୍କର ଆଖି ଦେଖି ଆପଣଙ୍କ ଆଡକୁ ଆକର୍ଷିତ ହୋଇଛି । ଆପଣଙ୍କର ଆଖି ଆପଣଙ୍କର ସାଥିକୁ ବହୁତ ପସନ୍ଦ ଅଟେ ।

ନମ୍ବର – ୩

ନମ୍ବର ୩କୁ ବାଛିଥିବା ବ୍ୟକ୍ତି ଜାଣି ନିଅନ୍ତୁ କି ଆପଣଙ୍କର ସାଥି ଆପଣଙ୍କର ଷ୍ଟାଇଲ ଅର୍ଥାତ ଆପଣଙ୍କର ଚାଲିବା, କଥାବାର୍ତ୍ତା କରିବା ଓ ଡ୍ରେସ ଇତ୍ୟାଦିକୁ ପସନ୍ଦ କରୁଛି ।

ନମ୍ବର – ୪

କହିଦେଉଛୁ କି ଏହି ନମ୍ବରକୁ ବାଛିଥିବା ବ୍ୟକ୍ତିର ଜୀବନ ସାଥି ଆପଣଙ୍କର ବନ୍ଧୁତ୍ଵ ପୂର୍ଣ ସ୍ଵଭାବକୁ ଅଧିକ ପସନ୍ଦ କରୁଛି ।

ନମ୍ବର – ୫

ଯଦି ଆପଣ ନମ୍ବର ୫କୁ ବାଛିଛନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଆପଣଙ୍କର ପାର୍ଟନର ଆପଣଙ୍କର ବୁଦ୍ଧିମତାକୁ ଅଧିକ ପସନ୍ଦ କରୁଛି ।

ନମ୍ବର – ୬

ଏହି ନମ୍ବରକୁ ବାଛିଥିବା ବ୍ୟକ୍ତି ଜାଣି ରଖନ୍ତୁ କି ଆପଣଙ୍କର ପାର୍ଟନର ଆପଣଙ୍କର ସବୁ ଜିନିଷ ପ୍ରତି ଥିବା ଚିନ୍ତାଧାରାକୁ ଅଧିକ ପସନ୍ଦ କରିଥାଏ ।

ନମ୍ବର – ୭

ଯଦି ଆପଣ ଏହି ନମ୍ବରକୁ ବାଛିଛନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଆପଣଙ୍କର ପାର୍ଟନର ଆପଣଙ୍କର ଖୋଲା ଚିନ୍ତାଧାରାକୁ ପସନ୍ଦ କରନ୍ତି ।

ନମ୍ବର – ୮

ଯଦି ଆପଣ ଏହି ନମ୍ବରକୁ ବାଛିଛନ୍ତି ତେବେ ଆପଣଙ୍କର ସାଥି ଆପଣଙ୍କର ଲମ୍ବା ହାଇଟକୁ ଅଧିକ ପସନ୍ଦ କରେ ।

ନମ୍ବର – ୯

ଯଦି ଆପଣ ନମ୍ବର ୯କୁ ବାଛିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କର କଣ୍ଠସ୍ଵରକୁ ଅଧିକ ପସନ୍ଦ କରୁଛି କିମ୍ବା କହି ପାରିବେ କି ସେ ଆପଣଙ୍କର ଆବାଜ ଓ କଥାବାର୍ତ୍ତାକୁ ଅଧିକ ପସନ୍ଦ କରୁଛି ।

ନମ୍ବର – ୧୦

ଯଦି ଆପଣ ଏହି ନମ୍ବରକୁ ବାଛିଛନ୍ତି ତେବେ ଆପଣଙ୍କର ସାଥି ଆପଣଙ୍କର ସାହାର୍ଯ୍ୟକାରୀ ସ୍ଵଭାବ ପ୍ରତି ବହୁତ ଆକ୍ରୁଷ୍ଟ ଅଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।