75 ଯୁବତୀଙ୍କୁ ବିବାହ କରିଥିଲେ ଏହି ଯୁବକ, ସମସ୍ତଙ୍କୁ ଦେହ ବେପାରରେ ପୁରାଇବା ସହ 200 ରୁ ଅଧିକ ଯୁବତୀଙ୍କୁ ପ୍ରେମ ଆଳରେ ଆଣି ବିକ୍ରି କରି ଦେଇଥିଲେ, ଏବେ ଧରା ପଡି…

ଆପଣ ଲୋକଙ୍କୁ ଅତି ବେଶୀରେ ତିନିରୁ ଚାରୋଟି ବିବାହ କରିଥିବା ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯାହାଙ୍କ କଥା କହିବାକୁ ଯାଉଛୁ ସେ ୭୫ ରୁ ମଧ୍ୟ ଅଧକ ବିବାହ କରିଛନ୍ତି । ହେଲେ ଏହି ବିବାହ ପଛର କାରଣ କିଛି ଅଲଗା ରହିଛି । ଝିଅଙ୍କୁ ଫ-ସେ-ଇ ବିବାହ କରି ସେ ଦେ-ହ-ବେ-ପା-ର ଧନ୍ଦାରେ ଭର୍ତ୍ତି କରି ଦେଉଥିଲେ । ଆ-ରୋ-ପୀ ବିବାହ ବ୍ଯତୀତ ଗରିବ ଘର ଝିଅଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଦେ-ହ-ବେ-ପା-ର କରିବାକୁ ମ-ଜ-ବୁ-ର କରୁଥିଲେ ।

ସେ ଏହି ଯୁବତୀ ମାନଙ୍କୁ ବାଂଲାଦେଶରୁ ଆଣି ଭାରତରେ ବିକ୍ରି କରି ଦେଉଥିଲେ । ଏହି ବ୍ୟକ୍ତିଉ ଜଣଙ୍କ ଗତ ୫ ବର୍ଷ ମଧ୍ୟରେ ୨୦୦ ରୁ ମଧ୍ୟ ଅଧିକ ବାଂଲାଦେଶୀୟ ଯୁବତୀଙ୍କୁ ଦେ-ହ-ବେ-ପା-ର ଧ-ନ୍ଦା-ରେ ଜ-ବ-ର-ଦ-ସ୍ତ ଭର୍ତ୍ତି କରେଇଛନ୍ତି । ପ୍ରାୟ ଏକ ବର୍ଷ ତଳେ ଇନ୍ଦୋର ପୋଲିସ ଲସୁଡିଆ ଓ ବିଜୟ ନଗର ଇଲାକାରେ ଚ-ଢ-ଉ କରି ୨୧ ଜଣ ବାଂଲାଦେଶୀୟ ଯୁବତୀଙ୍କୁ ଉ-ଦ୍ଧା-ର କରିଥିଲା । ଏହି ମା-ମ-ଲା-ରେ ସାଗର ଓରଫ ସ୍ୟାଣ୍ଡି, ଆଫରିନ, ଆମରିନ ଓ ଅନ୍ୟ ଲୋକଙ୍କ ନାମ ସାମନାକୁ ଆସିଥିଲା ।

ପୋଲିସ ଏହି ସମସ୍ତଙ୍କୁ ଧରିଥିବା ବେଳେ ମୁନିର ଓରଫ ମୁନିରୁଲ ନାମକ ଆ-ରୋ-ପୀ ଫେ-ରା-ର ଥିଲା । ନିକଟରେ ପୋ-ଲି-ସ ତାକୁ ଗୁଜୁରାଟର ସୁରଟରୁ ଗି-ର-ଫ କରିଛି । ତେବେ ତାଙ୍କୁ ପଚରା ଉଚରା କରିବା ସମୟରେ ହଇରାଣ କରିଦେବା ଭଳି ତଥ୍ୟର ଖୁଲାସା ହୋଇଛି । ମୁନିର ବାଂଲାଦେଶର ଜସୋର ବାସିନ୍ଦା ଅଟନ୍ତି । ତାଙ୍କ ଉପରେ ଇନ୍ଦୋର ପୋ-ଲି-ସ ୧୦ ହଜାରର ପୁରସ୍କାର ରାଶି ମଧ୍ୟ ଲଗାଇଥିଲା । ବାଂଲାଦେଶ୍ରୁ ଭାରତକୁ ଆଣିଥିବା ଅଧିକାଂଶ ଯୁବତୀଙ୍କ ସହ ସେ ବିବାହ କରିଥିଲେ ।

ଏହା ଏକ ବହୁତ ବଡ ନେଟୱର୍କ ବୋଲି ମୁନିର କହିଛି । ଦେ-ହ-ବେ-ପା-ର ସହ ଜଡିତ ଏହି ନେଟୱର୍କ ପ୍ରଥମେ ଭାରତର ପୋରସ ବର୍ଡରର ନାଳ ରାସ୍ତାରେ ଯୁବତୀଙ୍କୁ ଭାରତକୁ ଆଣିଥାନ୍ତି । ଏହାପରେ ବର୍ଡର ପାଖରେ ଥିବା ଏକ ଛୋଟ ଗାଁର ଏଜେଣ୍ଟଙ୍କ ଜରିଆରେ ଯୁବତୀ ମାନଙ୍କୁ ମୁର୍ଶିଦାବାଦ କିମ୍ବା ଆଖପାଖର ଗାଁ ମାନଙ୍କୁ ସ୍ଥାନାନ୍ତର କରନ୍ତି । ଏହାପରେ ଯୁବତୀ ମାନଙ୍କୁ କଲିକତା ମୁମ୍ବାଇ ଅଣାଯାଇ ଟ୍ରେନିଂ ଦିଆଯାଏ । ରହଣି ଓ ଚାଲି ଚଳନ ଢଙ୍ଗ ଶିଖାଇ ତାଙ୍କୁ ଦକ୍ଷ କରାଯାଏ ।

ଏହାପରେ ଡି-ମା-ଣ୍ଡ ଆଧାରରେ ଭାରତର ବିଭିନ୍ନ ସହରକୁ ସେମାନଙ୍କୁ ପଠାଯାଏ । ଏଥିମଧ୍ୟରେ ସୁରଟ, ଇନ୍ଦୋର, ଭୋପାଲ, ଗ୍ଵାଲିୟର, ପୁନେ, ମୁମ୍ବାଇ, ବେଙ୍ଗାଲୁର ଆଦି ସହର ସାମିଲ ଅଛି । ମୁନିର ଏହା ମଧ୍ୟ କହିଛି କି ବାଂଲାଦେଶୀୟ ଏଜେଣ୍ଟ ମାନେ ଗରିବ ପରିବାରର ଯୁବତୀଙ୍କୁ ଟା-ର୍ଗେ-ଟ କରିଥାନ୍ତି । ଚାକିରି ଏବଂ ବିଭିନ୍ନ ଲାଳସା ଦେଖାଇ ତାଙ୍କୁ ଦେ-ହ-ବେ-ପା-ର ଧ-ନ୍ଦା କରେଇ ଥାଆନ୍ତି । ଭାରତ ଆସିବା ମାତ୍ରେ ଯୁବତୀ ମାନଙ୍କ ଜରୁରୀ ଦସ୍ତାବିଜ ଗୁଡିକ ରଖି ଦିଅନ୍ତି ଓ ତାଙ୍କ ବଦଳରେ ପର ପୁରୁଷ ସହ ଯୌ-ନ ସ-ମ୍ପ-ର୍କ ରଖିବାକୁ ବାଧ୍ୟ କରନ୍ତି ।

ତେବେ ଯୁବତୀ ମାନେ ବାଂଲଦେଶର ଅଟନ୍ତି କି ନାହିଁ ସେମାନଙ୍କ ଆଖିରୁ ହିଁ ଏଜେଣ୍ଟ ମାନେ ଜାଣି ପାରନ୍ତି । ମୁନିର ପ୍ରତ୍ଯେକ ମାସ ପ୍ରାୟତଃ ୫୫ ଯୁବତୀଙ୍କୁ ଭାରତକୁ ଆଣୁଥିଲା । ବର୍ତ୍ତମାନ ପୋ-ଲି-ସ ମୁନିରଙ୍କୁ ଅଧିକ ପଚରା ଉଚରା ଜାରି ରଖିବା ଏହି ମା-ମ-ଲା-ର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।