ତାହା କେଉଁ ଜିନିଷ ଯାହାକୁ ପୁରୁଷମାନେ ଲୁଚେଇକି ଚାଲନ୍ତି କିନ୍ତୁ ମହିଳାମାନେ ଦେଖେଇକି ଚାଲନ୍ତି ? ଏହା ସହିତ ଆହୁରି 20 Gk Questions & Answers

ପୃଥିବୀରେ ପ୍ରତିଦିନ ଏତେ ସବୁ ଘ-ଟ-ଣା ଘ-ଟି-ଥା-ଏ ଓ ଏତେ ଜାଣିବା ବିଷୟ ରହିଛି ଯେ ସେ ସବୁକୁ ଏକା ଠାରେ ମନେ ରଖିବା ଯେକୌଣସି ସାଧାରଣ ଲୋକ ପକ୍ଷେ ଅସବମ୍ଭବ ଅଟେ । ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ ଯାହା ଯେକୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ସବୁଠି ଅଧିକାଂଶ ସମୟରେ ପଚରା ଯାଏ । ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିଲେ ଇଣ୍ଟରଭ୍ୟୁ ବେଳେ ଆପଣଙ୍କ ସମସ୍ଯା ନିଶ୍ଚିତ ଭାବେ କମ ହୋଇଯିବ ।

୧- ବିଶ୍ଵର ଦ୍ଵିତୀୟ ବୃହତ୍ତମ ନଦୀ କେଉଁଟି ?

(କ) ଆମାଜନ (ଖ) ନୀଳ

(ଗ) ମିସିସିପି (ଘ) ୟାଙ୍ଗତ୍ସେ

୨- ଇଂରାଜୀ କବିତାର ଜନକ ରୂପେ କିଏ ପରିଚିତ ?

(କ) ୱିଲିୟମ ସେକ୍ସପିୟର (ଖ) ଜନ୍ ମିଲ୍ଟନ

(ଗ) ଜେଫ୍ରା ଚୌସର (ଘ) ଚାର୍ଲସ ଡିକେନ୍ସ

୩- ଅର୍ଥଶାସ୍ତ୍ର ପୁସ୍ତକର ଲେଖକ କିଏ ଥିଲେ ?

(କ) ଅଶ୍ଵଘୋଷ (ଖ) ବାଣଭଟ୍ଟ

(ଗ) କୌଟିଲ୍ୟ (ଘ) ଅବୁଲ ଫଜଲ

୪- ଉତ୍ତର ମେରୁରେ ପହଞ୍ଚିଥିବା ବିଶ୍ଵର ପ୍ରଥମ ବ୍ୟକ୍ତି କିଏ ଥିଲେ ?

(କ) ନିଲ୍ ଆର୍ମଷ୍ଟ୍ରଙ୍ଗ (ଖ) ୟୁରୀ ଗାଗାରୀନ

(ଗ) ରୋନାଲ୍ଡ ଏମଣ୍ଡସନ୍ (ଘ) ରବର୍ଟ ପିଅରି

୫- ଭାରତ କେଉଁ ଖେଳରେ ପ୍ରଥମେ ଅଲମ୍ପିକ ସ୍ଵର୍ଣ୍ଣପଦକ ଜିତିଥିଲା ?

(କ) ବ୍ୟାଡମିଣ୍ଟନ (ଖ) ଶୁଟିଙ୍ଗ

(ଗ) ହକି (ଘ) ସନ୍ତରଣ

୬- ପ୍ରଥମ ପାନିପଥ ଯୁଦ୍ଧରେ ଇବ୍ରାହିମ ଲୋଦୀଙ୍କୁ କିଏ ପରାଜିତ କରିଥିଲେ ?

(କ) ବାବର (ଖ) ଆକବର

(ଗ) ଜାହାଙ୍ଗୀର (ଘ) ଔରଙ୍ଗଜେବ

୭- ଜଲଦାପାରା ଜାତୀୟ ଉଦ୍ୟାନ କେଉଁ ରାଜ୍ଯରେ ଅବସ୍ଥିତ ?

(କ) ମଧ୍ୟପ୍ରଦେଶ (ଖ) ଉତ୍ତରପ୍ରଦେଶ

(ଗ) ପଶ୍ଚିମବଙ୍ଗ (ଘ) ଗୁଜୁରାଟ

୮- ‘ଲୋକସଭା’ କୁ ଅନ୍ୟ କେଉଁ ନାମରେ ଜଣାଯାଏ ?

(କ) ବିଧାନ ସଭା (ଖ) ଉଚ୍ଚ ସଦନ

(ଗ) ହାଉସ ଅଫ ଦି ପିପୁଲ (ଘ) କୌଣସିଟି ନୁହେଁ

୯- ଏକ ରଗବୀ ଫୁଟବଲ ଟିମ୍ ରେ ପ୍ରତି ଦଳର ଖେଳାଳୀଙ୍କ ସଂଖ୍ୟା କେତେ ?

(କ) ୧୧ (ଖ) ୧୨

(ଗ) ୧୪ (ଘ) ୧୫

୧୦- ନିମ୍ନଲିଖିତ ମଧ୍ୟରୁ କିଏ ଚୀନ ଆବିଷ୍କାର କରିଥିଲେ ?

(କ) ଭାସ୍କୋଡାଗାମା (ଖ) ଖ୍ରୀଷ୍ଟୋଫର କଲମ୍ବସ

(ଗ) ଜେମ୍ସ କୁକ୍ (ଘ) ମାର୍କୋ ପୋଲୋ

୧୧- ଏକ କମ୍ପ୍ୟୁଟରକୁ ପରିଚାଳିତ କରୁଥିବା ନିର୍ଦ୍ଦେଶ ସମୂହକୁ କଣ କୁହାଯାଏ ?

(କ) ଷ୍ଟୋରେଜ (ଖ) ମେମୋରୀ

(ଗ) ଲଜିକ୍ (ଘ) ପ୍ରୋଗ୍ରାମ

୧୨- ଏଟନା ଜ୍ଵାଳାମୁଖୀ କେଉଁ ଦେଶରେ ଅବସ୍ଥିତ ?

(କ) ରୁଷ (ଖ) ଇଟାଲି

(ଗ) ଜର୍ମାନୀ (ଘ) ଜାପାନ

୧୩- ‘ବ୍ଲୁ (blue) କ୍ରାନ୍ତି’ ଏଗୁଡିକ ମଧ୍ୟରୁ କାହା ସହିତ ସମ୍ବନ୍ଧିତ ?

(କ) ମାଛ ଉତ୍ପାଦନ (ଖ) ଦୁଗ୍ଧ ଉତ୍ପାଦନ

(ଗ) ଚମଡା (ଘ) ଖାଦ୍ଯାନ୍ନ

୧୪- ଭୂମଧ୍ୟ ସାଗରକୁ ଲାଲ ସାଗର ସହିତ ସଂଯୋଗ କରୁଥିବା କେନାଲର ନାମ କଣ ?

(କ) ପାନାମ କେନାଲ (ଖ) ସୁଏଜ କେନାଲ

(ଗ) କୀଲ କେନାଲ (ଘ) ଗ୍ରାଣ୍ଡ କେନାଲ

୧୫- ଜେ. ଜୟଲଳିତା କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ?

(କ) ତାମିଲନାଡୁ (ଖ) କେରଳ

(ଗ) ଆନ୍ଧ୍ରପ୍ରଦେଶ (ଘ) କର୍ଣ୍ଣାଟକ

୧୬- ଅଲମ୍ପିକରେ ସ୍ଵର୍ଣ୍ଣପଦକ ଜିତିଥିବା ପ୍ରଥମ ଭାରତୀୟ କିଏ ଥିଲେ ?

(କ) ଲିଆଣ୍ଡର ପେସ୍ (ଖ)ସାନିଆ ମିର୍ଜା

(ଗ) କର୍ଣ୍ଣମ ମାଲେଶ୍ଵରୀ (ଘ) ଅଭିନବ ବିନ୍ଦ୍ରା

୧୭- ବ୍ରିଟିଶ ଭାରତର ଶେଷ ଭାଇସରାୟ ଏବଂ ସ୍ଵାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ?

କ) ଲର୍ଡ କର୍ଣ୍ଣୱାଲିସ (ଖ) ଲର୍ଡ ମାଉଣ୍ଟ ବ୍ୟାଟେନ

(ଗ) ଲର୍ଡ ଲିନଲିଥଗୋ (ଘ) ଲର୍ଡ ବାବେଲ

୧୮- ରାମାୟଣ କଥା ଅନୁସାରେ ରାମଚନ୍ଦ୍ରଙ୍କ ମାଆଙ୍କ ନାମ କଣ ଥିଲା ?

କ) କୈକେଇ (ଖ) କୌଶଲ୍ୟା

(ଗ) ଉର୍ମିଳା (ଘ) କୁନ୍ତି

୧୯- ମହାଭାରତ କଥା ଅନୁସାରେ ଇନ୍ଦ୍ରପ୍ରସ୍ଥ ଠାରେ ପାଣ୍ଡବ ମାନଙ୍କ ପାଇଁ କିଏ ମହଲ ନିର୍ମାଣ କରିଥିଲେ ?

କ) ବିଶ୍ଵକର୍ମା (ଖ) ମୟ

(ଗ) ଶ୍ରୀକୃଷ୍ଣ (ଘ) କର୍ଣ୍ଣ

୨୦- ତାହା କେଉଁ ଜିନିଷ ଯାହାକୁ ପୁରୁଷମାନେ ଲୁଚେଇକି ଚାଲନ୍ତି କିନ୍ତୁ ମହିଳାମାନେ ଦେଖେଇକି ଚାଲନ୍ତି ?

ଉ: ଏହି ପ୍ରଶ୍ନର ଉତ୍ତର ସିଧାସଳଖ ଉତ୍ତର ବିଭାଗରେ ଦେଖନ୍ତୁ ।

ଉତ୍ତର ବିଭାଗ:-

୧- (କ), ୨- (ଗ), ୩- (ଗ), ୪- (ଘ), ୫- (ଗ)

୬- (କ), ୭- (ଗ), ୮- (ଗ), ୯- (ଘ), ୧୦- (ଘ)

୧୧- (ଘ), ୧୨- (ଖ), ୧୩- (କ), ୧୪- (ଖ), ୧୫- (କ)

୧୬- (ଘ), ୧୭- (ଖ), ୧୮- (ଖ), ୧୯- (ଖ), ୨୦- ପର୍ସ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଏପରି GK ପ୍ରଶ୍ନୋତ୍ତର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।