ଏହି ପବିତ୍ର ଶ୍ରାବଣ ମାସରେ ଘରକୁ ଆଣନ୍ତୁ ଏହି ଚମତ୍କାରୀ 5 ଟି ଜିନିଷ, ଆପଣଙ୍କର ଭାଗ୍ୟ ଚମକି ଉଠିବ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶିବ ଭଗବାନଙ୍କୁ ସମର୍ପଣ ଏହି ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇ ସାରିଛି । ସବୁଆଡେ ବର୍ତ୍ତମାନ କାଉଡିଆ ଭକ୍ତ ମାନଙ୍କର ସମାହାର ଦେଖିବାକୁ ମିଳୁଛି । ଅନେକ ପ୍ରଭୁ ଶିବ ଭକ୍ତ ତଥା ଶ୍ରଦ୍ଧାଳୁ ମାନେ ଭଗବାନଙ୍କ ଭୋଳାନାଥଙ୍କ ମନ୍ଦିରକୁ ଯାଇ ନିଜର ପୂଜା ପାଠ କରିବାରେ ଲାଗି ପଡିଛନ୍ତି । ହେଲେ ଯଦି ଆପଣ ମଧ୍ୟ ଘରର ଠାକୁର ଘରକୁ ଏହି ୫ ଜିନିଷ ନେଇ ଆସିବେ । ତେବେ ଆପଣଙ୍କ ଭାଗ୍ୟ କିନ୍ତୁ ପ୍ରଭୁ ଭୋଳାନାଥଙ୍କ କୃପାରୁ ପୁରା ବଦଳିଯିବ ।

ତେବେ ଚାଲନ୍ତୁ ସେହି ସମ୍ପର୍କରେ ଏଠାରେ ଆଲୋଚନା କରିବା । ପ୍ରଥମେ ହେଉଛି ଭସ୍ମ । ଭଗବାନ ଭୋଳାନାଥକର ଭସ୍ମ ଅତ୍ୟନ୍ତ ହିଁ ପ୍ରିୟ ହୋଇଥାଏ । ଆପଣ ଶିବ ପୂଜା କରିବା ସମୟରେ ପୂଜା ସ୍ଥାନରେ ଭସ୍ମ ମଧ୍ୟ ରଖିକି ପୂଜା କରିବେ । ଏହା ସହ ଯାହା ବଳକା ଭସ୍ମ ଆପଣଙ୍କ ପାଖରେ ରହିବ । ତାହା ଆପଣଙ୍କ ଟଙ୍କା ରଖୁଥିବା ସ୍ଥାନରେ ନେଇ ରଖିବେ । ଏହା ଦ୍ଵାରା ଆପଣଙ୍କର ଧନର ଅଭାବ ଦୂର ହୋଇଥାଏ ।

ଦିତୀୟ ଜିନିଷଟି ହେଉଛି ରୁଦ୍ରାକ୍ଷ । ତେବେ ରୁଦ୍ରାକ୍ଷରୁ ପ୍ରସ୍ତୁତ ସମସ୍ତ ଜିନିଷ ପ୍ରଭୁ ଭୋଳାଶଙ୍କରର ଅତ୍ୟନ୍ତ ହିଁ ପ୍ରିୟ ଜିନିଷ ଅଟେ । ଶାସ୍ତ୍ରର ମାନ୍ୟତା ଅନୁଯାଇ ଏହି ରୁଦ୍ରାକ୍ଷରେ ପ୍ରଭୁ ଶଙ୍କର ସାକ୍ଷାତ ବାସ କରିଥାନ୍ତି । ତେଣୁ ଏହା ମଧ୍ୟ ଆପଣ ଶ୍ରାବଣର ମାସରେ ଆପଣଙ୍କ ଘରକୁ ଆଣି ନିଜ ଠାକୁର ଘରେ ରଖନ୍ତୁ । ଏହା ଆଣିବା ଦ୍ଵାରା ସୁଖ, ସମୃଦ୍ଧିର ବିକାଶ ଘଟି ଥାଏ । ଘରର ବହୁବିଦ୍ଧ ଉନ୍ନତି ଘଟି ଥାଏ ।

ତୃତୀୟ ଜିନିଷଟି ହେଉଛି ଗଙ୍ଗା ଜଳ । ତେବେ ଆପଣ ଏହି ଶ୍ରାବଣ ମାସର ଅବସରରେ ଗଙ୍ଗା ଜଳ ଆଣି ପ୍ରଭୁ ଶଙ୍କରଙ୍କର ଅଭିଷେକ କରନ୍ତୁ । ଏହା ସହ ନିଜ ଠାକୁର ଘରେ ମଧ୍ୟ ଗଙ୍ଗା ଜଳ ଆଣି ରଖନ୍ତୁ । ଏହା ଦ୍ଵାରା ପ୍ରଭୁ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇବେ । ଏହା ସହିତ ଆପଣଙ୍କୁ ସୁଖୀ ଜୀବନ କରାଇବେ । ଚତୁର୍ଥରେ ଶ୍ରାବଣ ମାସରେ ବେଲପତ୍ର ଆଣି ପ୍ରଭୁଙ୍କର ପୂଜା କରନ୍ତୁ ।

ଏହା ସେହି ପୂଜା ହୋଇଥିବା ବେଲପତ୍ର ଗୋଟିଏ କିଛି ବେଲପତ୍ର ଆପଣଙ୍କ ଧନ ରଖୁଥିବା ସ୍ଥାନରେ ମଧ୍ୟ ରଖନ୍ତୁ । ପଞ୍ଚମ ଜିନିଷଟି ହେଉଛି ପାରଦ ର ଶିବଲିଙ୍ଗ । ଯଦି ଆପଣ ଶ୍ରାବଣ ମାସରେ ପାରଦ ଧାତୁର ଶିବଲିଙ୍ଗ ଘରକୁ ନେଇ ଆସନ୍ତୁ । ଏହା ସହ ତାହାକୁ ପ୍ରତିଦିନ ଜଳ କିମ୍ବା କ୍ଷୀର ଦ୍ଵାରା ଅଭିଷେକ କରିବା ସହ ତାହାର ନିଷ୍ଠାର ସହ ପୂଜା କରନ୍ତୁ ।

ଘରେ ରହୁଥିବା ଅନେକ କିଛି ସମସ୍ଯା ଆପଣଙ୍କର ଗୋଟିଏ ପରେ ଗୋଟିଏ ସମାଧାନ ହେବାରେ ଲାଗିବ । ଶ୍ରାବଣ ମାସରେ ଡମ୍ବୁରୁ କିଣି ପ୍ରଭୁ ଭୋଳାନାଥଙ୍କୁ ଅର୍ପଣ କରନ୍ତୁ । ଦେଖିବେ ଆପଣଙ୍କ ଭାଗ୍ୟ ପୁରା ଚମକି ଉଠିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ