ODRAF ଯବାନ Sitaram Murmu ଙ୍କ ରାଜ୍ୟ ସମ୍ମାନ ସହ Mayurbhanj ରେ କରାଗଲା ଶେଷକୃତ୍ୟ

ମୁଣ୍ଡଳୀ ଠାରେ ମହାନଦୀରେ ଅପରେସନ ଗଜରାଜ ବେଳେ ଘଟିଥିବା ଅ-ଘ-ଟ-ଣ ରାଜ୍ୟବାସୀ କେବେ ମଧ୍ୟ ଭୁଲି ପାରିବେ ନାହିଁ । ଏହି ଘଟଣାରେ ଆମେ ଦୁଇଟି ଅମୂଲ୍ୟ ଜୀବନ ହ-ରା-ଇ-ଛୁ । ଅନ୍ୟ କିଛି ଓଡ୍ରାଫ ଯବାନ ମୃ-ତ୍ୟୁ-କୁ ଅତି ନିକଟରୁ ଦେଖି ଜୀବନ ସହ ସଂଘର୍ଷ କରି ରକ୍ଷା ପାଇଛନ୍ତି । କିନ୍ତୁ ଜଣେ ସାମ୍ବାଦିକ ଏବଂ ଜଣେ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁ ଏହି ଦୁ-ର୍ଘ-ଟ-ଣା-ରେ ପ୍ରା-ଣ ହ-ରା-ଇ-ଛ-ନ୍ତି । ତେବେ ଅରିନ୍ଦମଙ୍କୁ ସଙ୍ଗେ ସାଙ୍ଗେ ଉଦ୍ଧାର କରାଯାଇ ଥିବା ବେଳେ ସିତାରାମ ମିଳି ନଥିଲେ ।

ତା’ ପରଦିନ ସୀତାରାମଙ୍କ ମୃ-ତ-ଦେ-ହ ଉଦ୍ଧାର କରାଯାଇଥିଲା । ଓଡ୍ରାଫ କର୍ମଚାରୀ ସୀତାରାମଙ୍କ ମୃ-ତ-ଦେ-ହ ଉଦ୍ଧାର ପରେ ମୟୂରଭଞ୍ଜସ୍ଥିତ ତାଙ୍କ ଗ୍ରାମକୁ ତାଙ୍କୁ ନିଆ ଯାଇଥିଲା । ଡ୍ଯୁଟି ସମୟରେ ଏହିଭଳି ଦୁ-ର୍ଘ-ଟ-ଣା ଜନିତ ଅ-କା-ଳ ବି-ୟୋ-ଗ-ରେ ତାଙ୍କ ଭିଟାମାଟିରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରିବାର ଲୋକେ ସୀତାରାମଙ୍କ ମୃ-ତ୍ୟୁ-ରେ ଭାଙ୍ଗି ପଡିଛନ୍ତି । ଚାରିଆଡେ ଖାଲି କାନ୍ଦ ବୋବାଳି ଶୁଣିବାକୁ ମିଳୁଛି । ଶହୀଦ ଯବାନଙ୍କ ଅନ୍ତିମ ସଂସ୍କାର ସମୟରେ ସେଠାରେ ଅନେକ ଭିଡ ଦେଖିବାକୁ ମିଳିଥିଲା ।

ସମସ୍ତେ ସୀତାରାମଙ୍କ ଅ-କା-ଳ ମୃ-ତ୍ଯୁ-ରେ ଶୋକାକୁଳ ହୋଇ ପଡିଛନ୍ତି । ସୀତାରାମଙ୍କ ମୃ-ତ-ଦେ-ହ-କୁ ରାଜ୍ୟ ସମ୍ମାନ ସହ ନିଆ ଯାଇଥିଲା । ତାଙ୍କୁ ସମସ୍ତେ ଅନେକ ଫୁଲମାଳରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସଂପୂର୍ଣ୍ଣ ରାଜ୍ୟ ସମ୍ମାନ ସହ ପୋଲିସ କର୍ମୀ ଏବଂ ଓଡ୍ରାଫ କର୍ମୀଙ୍କ ଓ ସୀତାରାମଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

‘ସୀତାରାମ ଭାଇ ଅମର ରହେ’ ଡାକରାରେ କମ୍ପି ଉଠିଥିଲା ସାରା ପରିବେଶ । ସୀତାରାମଙ୍କ ମର ଶରୀରକୁ ସମ୍ମାନ ଦେବା ସମୟରେ ସମସ୍ତେ ସମ୍ମାନର ଠିଆ ହୋଇଥିଲେ । ତୂରୀ ବାଦ୍ୟ ସହ ସୀତାରାମଙ୍କ ସମ୍ମାନରେ ବ-ନ୍ଧୁ-କ ଗୁ-ଳି ମଧ୍ୟ ଉପରକୁ କରି ଫୁ-ଟା ଯାଇଥିଲା । ନିକଟ ସମ୍ପର୍କୀୟ ଏବଂ ବନ୍ଧୁମାନେ ଆସି ସୀତାରାମଙ୍କୁ ପୁଷ୍ପମାଳ ଏବଂ ଫୁଲ ଦେଇ ଶେଷ ଦର୍ଶନ କରିଥିଲେ ।

ଏହାପରେ ସବୁ ଦିନ ପାଇଁ ପଞ୍ଚଭୂତରେ ଲୀନ ହୋଇ ଯାଇଥିଲେ ସୀତାରାମ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାର ପରିଜନଙ୍କୁ ଧୈର୍ଯ୍ୟ ଏବଂ ଆଶ୍ଵାସନା ଦିନତୁ ଏତିକି ଆମର କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।