ଆଗକୁ 7 ଦିନ ଯାଏ ଆହୁରି ପ୍ରବଳ ବର୍ଷା ପବନ, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରୀ, କେଉଁଠି କେତେ ଢାଳିବ ଦେଖନ୍ତୁ!

ଏବେକାର ଗୋଟେ ଗୁରୁତ୍ବ ପୂର୍ଣ୍ଣ ଲାଟେସ୍ତ୍ ଉପଡେଟ ଯାହା କିଛି ଆମ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସିଛୁ । କି ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଘୂର୍ଣ୍ଣିବଳ ଆଜି ଲଘୁଚାପରେ ପରିଣିତ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବ ରେ ଆସନ୍ତା ୬ ରୁ ୭ ତାରିଖ ପର୍ଯ୍ୟନ୍ତ ଆମ ଓଡ଼ିଶା ର ଅଧିକାଂଶ ଜିଲ୍ଲା ମାନଙ୍କରେ ପ୍ରବଳରୁ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି । ଆଜି ମଧ୍ୟ ୭ ଟି ଜିଲ୍ଲା କୁ ଆରଞ୍ଜ ୱର୍ଣୀ ଦିଆଯାଇଛି ।

ତା ଛଡା ୧୦ ଟି ଜିଲ୍ଲା କୁ ୟେଲୋ ୱାନିଂ ଦିଆଯାଇଛି ଯୋଉଠି କି ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବ । ତ କୋଉ କୋଉ ଜିଲ୍ଲା ମାନଙ୍କରେ କେତେ ଜୋରେ ବର୍ଷା ହେବାର ସମ୍ଭାବନା ଅଛି ଆଊ କୋଉ ୧୭ ଟି ଜିଲ୍ଲା କୁ କଡ଼ା ସତର୍କତା ସୂଚନା ଜାରି କରାଯାଇଛି । ଚାଲନ୍ତୁ ଜାଣିବା । ଆପଣ ମାନେ ସମସ୍ତେ ଜାଣନ୍ତୁ ଗତ କାଲି ପର୍ଯ୍ୟନ୍ତ ୫ ଟି ଜିଲ୍ଲା କୁ ଅରେଞ ୱର୍ଣୀ ଦିଆଯାଇଥିଲା ।

କିନ୍ତୁ ଆଜି ୭ ଟି ଜିଲ୍ଲା କୁ ଅରଞ୍ଜ ୱର୍ଣୀ ଦିଆଯାଇଛି । ତା ମାନେ ପ୍ରବଳରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବ । ଆଊ ୧୦ ଟି ଜିଲ୍ଲା କୁ ୟେଲୋ ୱର୍ଣୀ ମଧ୍ୟ ଜାରି କରାଯାଇଛି । ୟେଲ୍ଲୋ ୱର୍ଣୀ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏହି ସବୁ ଜିଲ୍ଲା ମାନଙ୍କୁ ପ୍ରବଳରୁ ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି କୁହାଯାଇଛି ।

ଯେଉଁ ୭ ଟି ଜିଲ୍ଲା କୁ ଆରେଞ୍ଜ ୱର୍ଣୀ ଜାରି କରାଯାଇଛି ସେ ସବୁ ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ଢେ଼ଙ୍କାନାଳ, କଟକ, ସୋନପୁର, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଏହି ୭ ଟି ଜିଲ୍ଲା କୁ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ଅଛି । ସୂଚନା ଆସିଛି ଜି ବର୍ଷା ଆସନ୍ତା ୬ ରୁ ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବା । ଯଦି ଅଧିକ ବର୍ଷା ହୁଏ ତେବେ କିଛି କିଛି ତଳିଆ ଅଞ୍ଚଳରେ ପାଣି ଜାଣିବାର ମଧ୍ୟ ସମ୍ଭାବନା ରହିଛି ।

ରାସ୍ତା ଧୋଇଯିବର ସମ୍ଭାବନା ଅଛି । ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି ହେବାର ସମ୍ଭାବନା ଅଛି । ସବୁ ଜିଲ୍ଲା ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ସମୟରେ ସମସ୍ତେ ସତର୍କ ଏବଂ ସଚେତନ ରୁହନ୍ତୁ । ଅଗଷ୍ଟ ମାସ ଲଘୁଚାପ ରେ ବହୁତ ଜନ ଜୀବନ ହାନି ହୋଇଥିଲା । ବନ୍ୟା ପରିସ୍ଥିତି ମଧ୍ୟ ଉପୁଜି ଥିଲା । ତେବେ ଏହା ଥିଲା ଆଜିର ପାଣିପାଗ କେନ୍ଦ୍ର ବିଭାଗ ତରଫରୁ କିଛି ଲଟେସ୍ତ ଅପଡେଟ ।

ତେବେ ଆପଣଙ୍କ ଅଞ୍ଚଳରେ ପାଣିପାଗ କେମିତି ରହିଛି ଆମକୁ କମ୍ମେନ୍ଟରେ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।