ଏବେକାର ଗୋଟେ ଗୁରୁତ୍ବ ପୂର୍ଣ୍ଣ ଲାଟେସ୍ତ୍ ଉପଡେଟ ଯାହା କିଛି ଆମ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସିଛୁ । କି ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଘୂର୍ଣ୍ଣିବଳ ଆଜି ଲଘୁଚାପରେ ପରିଣିତ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବ ରେ ଆସନ୍ତା ୬ ରୁ ୭ ତାରିଖ ପର୍ଯ୍ୟନ୍ତ ଆମ ଓଡ଼ିଶା ର ଅଧିକାଂଶ ଜିଲ୍ଲା ମାନଙ୍କରେ ପ୍ରବଳରୁ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି । ଆଜି ମଧ୍ୟ ୭ ଟି ଜିଲ୍ଲା କୁ ଆରଞ୍ଜ ୱର୍ଣୀ ଦିଆଯାଇଛି ।
ତା ଛଡା ୧୦ ଟି ଜିଲ୍ଲା କୁ ୟେଲୋ ୱାନିଂ ଦିଆଯାଇଛି ଯୋଉଠି କି ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବ । ତ କୋଉ କୋଉ ଜିଲ୍ଲା ମାନଙ୍କରେ କେତେ ଜୋରେ ବର୍ଷା ହେବାର ସମ୍ଭାବନା ଅଛି ଆଊ କୋଉ ୧୭ ଟି ଜିଲ୍ଲା କୁ କଡ଼ା ସତର୍କତା ସୂଚନା ଜାରି କରାଯାଇଛି । ଚାଲନ୍ତୁ ଜାଣିବା । ଆପଣ ମାନେ ସମସ୍ତେ ଜାଣନ୍ତୁ ଗତ କାଲି ପର୍ଯ୍ୟନ୍ତ ୫ ଟି ଜିଲ୍ଲା କୁ ଅରେଞ ୱର୍ଣୀ ଦିଆଯାଇଥିଲା ।
କିନ୍ତୁ ଆଜି ୭ ଟି ଜିଲ୍ଲା କୁ ଅରଞ୍ଜ ୱର୍ଣୀ ଦିଆଯାଇଛି । ତା ମାନେ ପ୍ରବଳରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବ । ଆଊ ୧୦ ଟି ଜିଲ୍ଲା କୁ ୟେଲୋ ୱର୍ଣୀ ମଧ୍ୟ ଜାରି କରାଯାଇଛି । ୟେଲ୍ଲୋ ୱର୍ଣୀ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏହି ସବୁ ଜିଲ୍ଲା ମାନଙ୍କୁ ପ୍ରବଳରୁ ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି କୁହାଯାଇଛି ।
ଯେଉଁ ୭ ଟି ଜିଲ୍ଲା କୁ ଆରେଞ୍ଜ ୱର୍ଣୀ ଜାରି କରାଯାଇଛି ସେ ସବୁ ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ଢେ଼ଙ୍କାନାଳ, କଟକ, ସୋନପୁର, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଏହି ୭ ଟି ଜିଲ୍ଲା କୁ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ଅଛି । ସୂଚନା ଆସିଛି ଜି ବର୍ଷା ଆସନ୍ତା ୬ ରୁ ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବା । ଯଦି ଅଧିକ ବର୍ଷା ହୁଏ ତେବେ କିଛି କିଛି ତଳିଆ ଅଞ୍ଚଳରେ ପାଣି ଜାଣିବାର ମଧ୍ୟ ସମ୍ଭାବନା ରହିଛି ।
ରାସ୍ତା ଧୋଇଯିବର ସମ୍ଭାବନା ଅଛି । ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି ହେବାର ସମ୍ଭାବନା ଅଛି । ସବୁ ଜିଲ୍ଲା ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ସମୟରେ ସମସ୍ତେ ସତର୍କ ଏବଂ ସଚେତନ ରୁହନ୍ତୁ । ଅଗଷ୍ଟ ମାସ ଲଘୁଚାପ ରେ ବହୁତ ଜନ ଜୀବନ ହାନି ହୋଇଥିଲା । ବନ୍ୟା ପରିସ୍ଥିତି ମଧ୍ୟ ଉପୁଜି ଥିଲା । ତେବେ ଏହା ଥିଲା ଆଜିର ପାଣିପାଗ କେନ୍ଦ୍ର ବିଭାଗ ତରଫରୁ କିଛି ଲଟେସ୍ତ ଅପଡେଟ ।
ତେବେ ଆପଣଙ୍କ ଅଞ୍ଚଳରେ ପାଣିପାଗ କେମିତି ରହିଛି ଆମକୁ କମ୍ମେନ୍ଟରେ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।