ନିଜ ଜଟରେ କାର୍ ଏବଂ ବାଇକ ଟାଣି ନେଉଛନ୍ତି ଓଡିଶାର ଏହି ବ୍ୟକ୍ତି, ତାଙ୍କ ପ୍ରତିଭା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ video

ଭଗବାନ ପ୍ରତ୍ଯେକ ବ୍ୟକ୍ତିଙ୍କୁ ଖୁବ ସ୍ଵତନ୍ତ୍ର ଭାବେ ଗଢିଛନ୍ତି । ପ୍ରତ୍ଯେକ ବ୍ୟକ୍ତିଙ୍କ ରୂପ, ସ୍ଵଭାବ ଓ ବ୍ୟକ୍ତିତ୍ବ  ଯେଉଁପରି ଭିନ୍ନ ହୋଇଥାଏ ସେହିଭଳି ପ୍ରତ୍ଯେକଙ୍କ ଠାରେ ଭିନ୍ନ ଭିନ୍ନ ପ୍ରତିଭା ମଧ୍ୟ ଦେଖିବାକୁ ମିଳେ । ପ୍ରତ୍ଯେକ ବ୍ୟକ୍ତିଙ୍କୁ ଭଗବାନ ସ୍ଵତନ୍ତ୍ର ପ୍ରତିଭା ଦେଇଥାନ୍ତି । ସେହି ପ୍ରତିଭାକୁ ବୁଝିପାରି ସେହି ଦିଗରେ କାର୍ଯ୍ୟ କଲେ ବ୍ୟକ୍ତି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରେ । ପ୍ରତ୍ଯେକ ବ୍ୟକ୍ତିଙ୍କ ଠାରେ କିଛି ନା କିଛି ପ୍ରତିଭା ନିଶ୍ଚୟ ରହିଥାଏ । ଆମ ଦେଶରେ ଏବଂ ରାଜ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ ।

ଅନେକ ଥର ଗାଁ ଗହଳି ମାନଙ୍କରେ ମଧ୍ୟ କିଛି ଲୋକ ନିଜ ପ୍ରତିଭା ବଳରେ ସମସ୍ତଙ୍କୁ ଚମକାଇ ଦେବାର ଦେଖିବାକୁ ମିଳେ । ଏହିପରି ଏକ ଅନନ୍ୟ ପ୍ରତିଭାର ଅଧିକାରୀ ଅଟନ୍ତି ଏହି ଭି-ଡି-ଓ-ରେ ଦେଖା ଯାଉଥିବା ବ୍ୟକ୍ତିଜଣକ । ଏହି ବ୍ୟକ୍ତି ଜନକନିଜ ଜଟ ବା ଚୁଟି ସାହାଯ୍ୟରେ କାର୍ ଓ ବାଇକ ଆଦି ଟାଣି ନେଇଯାଇ ପାରନ୍ତି । ଏହି ଭିଡିଓରେ ଆପଣ ସ୍ପଷ୍ଟ ଦେଖି ପାରୁଥିବେ କିପରି ବ୍ୟକ୍ତିଜଣକ ନିଜ ପଛ ଜଟରେ ଏକ ଦଉଡି ବାନ୍ଧି ଓ ସେହି ଦଉଡିରେ କାର ଏବଂ ବାଇକ ବା-ନ୍ଧି ଭି-ଡି-କ-ରି ନେଇ ଯାଉଛନ୍ତି ।

ବ୍ୟକ୍ତିଜଣକଙ୍କ ଏହି ପ୍ରତିଭା ଦେଖିବା ପାଇଁ ଗାଁ ଲୋକେ ମଧ୍ୟ ଏକାଠି ହୋଇଛନ୍ତି ଓ ଏହାର ମଜା ନେଉଛନ୍ତି । ଆଉ କିଛି ଲୋକ ଏହାର ଭି-ଡି-ଓ ସୁ-ଟି॰ ମଧ୍ୟ କରୁଛନ୍ତି । କେବଳ ସାମାନ୍ଯ ଜଟ ସାହାଯ୍ୟରେ ଏତେ ଭାରୀ ଯାନ ଟାଣିବା କିଛି ସହଜ କଥା ନୁହେଁ । ଏଥିପାଇଁ ଯଥେଷ୍ଟ ଆତ୍ମବିଶ୍ଵାସ, ଶାରୀରିକ ବଳ ଓ କୌଶଳ ମଧ୍ୟ ଆବଶ୍ୟକ ହୋଇଥାଏ ।

ଏହି ଭି-ଡି-ଓ ଦେଖିଲେ ଆପଣ ଜାଣିପାରିବେ ପ୍ରକୃତରେ ଏହି ବ୍ୟକ୍ତିଜଣକ ଅଦ୍ଭୁତ ପ୍ରତିଭାର ଅଧିକାରୀ ଅଟନ୍ତି । ତେବେ ତାଙ୍କର ଗାଁ ରେ ଏକ ଛୋଟ ଦୋକାନ ଅଛି, ଯେଉଁଥିରେ ସେ ନିଜ ଗୁଜୁରାଣ ମେଣ୍ଟାନ୍ତି । ଏହାସହ ନିଜ ଅବସର ସମୟରେ ସେ ଏହି କଳା କୌଶଳ କରି ଲୋକଙ୍କ ମନୋରଞ୍ଜନ ମଧ୍ୟ କରନ୍ତି । କେବଳ ଖାଲି କାର୍ କିମ୍ବା ବାଇକ ନୁହେଁ ବରଂ ସେ କାରରେ ୫ ଜଣ ଭଳି ଲୋକ ଓ ବାଇକରେ ୩ ଜଣ ଲୋକ ବସିଥିବା ଅବସ୍ଥାରେ ବି ଏହାକୁ ଟା-ଣି ନେଇପାରନ୍ତି ।

ତେବେ ସେ ଚାହାନ୍ତି କି ସରକାରଙ୍କ ତରଫରୁ ତାଙ୍କୁ କିଛି ପ୍ରୋତ୍ସାହନ ମିଳୁ, ଯାହାଫଳରେ ସେ ନିଜ ପ୍ରତିଭାକୁ ସାରା ଭାରତରେ ପ୍ରଦର୍ଶନ କରିପାରିବେ ଓ ଗିନିଜ ବୁକ ଅଫ ୱାର୍ଲ୍ଡରେ ଏକ ରେକର୍ଡ ମଧ୍ୟ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।