ଆଜିର ରାଶିଫଳ, 4 ନଭେମ୍ବର 2021, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୪ ନଭେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନେ ନିଜ ଜୀବନରେ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ଆପଣ କରି ପାରନ୍ତି । ଆପଣଙ୍କର ଅଟକି ଥିବା କାମ ପୁରା ହେବ । କୌଣସି କ୍ଷେତ୍ର ରୁ ଆପଣଙ୍କର ଅଚାନକ ଧନ ପ୍ରାପ୍ତ ହେବ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପନଙ୍କର ଭେଟା ହୋଇପାରେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ବିଦେଶକୁ ଯାତ୍ରା କରି ପାରନ୍ତି ।

ବୃଷ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣଙ୍କ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସମଜା ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠା ର ମାନ ବୃଦ୍ଧି ହେବ । ଅଫିସ ରେ ଆପଣ ବଡ ଅଧିକାରୀ ଓ ସହ କର୍ମୀ ଙ୍କ ସହଯୋଗ ପାଇବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଯାହା ଦ୍ଵାରା ଆପଣ ଜୀବନର କର୍ମ କ୍ଷେତ୍ର ରେ ବିଜୟ ଲାଭ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ନୂଆ ବ୍ୟକ୍ତି ଙ୍କ ସହ ଆପଣ ବନ୍ଧୁତା କରି ପାରନ୍ତି । ଧନ କମାଇବାର ନୂଆ ଅବସର ଆପଣ ପାଇବେ । ପ୍ରେମୀ ଯୁଗଳ ନିଜ ମନ କଥା ପରସ୍ପର କୁ କହି ପାରିବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବ ସାଥି ଙ୍କ ସହ ଭଲ ସମ୍ପର୍କ ରଖିବା ସହ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଘର ପରିବାର ରେ ବାତାବରଣ ହସ ଖୁଶିର ରହିବ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଗୃହକୁ କୌଣସି ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ସନ୍ତାନ ମାନଙ୍କ ପାଇଁ ଆପଣ ଖୁସି ହୋଇ ପାରନ୍ତି ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଆପଣଙ୍କର ସମାଜ ଆରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ପ୍ରେରଣା ପାଇବେ । ଛାତ୍ର ମାନେ ପରିକ୍ଷା ରେ ସଫଳ ହେବ । ରାଜନୀତି ଓ କଳା କ୍ଷେତ୍ର ରେ ଥିବା ବ୍ୟକ୍ତି ସଫଳତା ହାସଲ କରିବେ । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନା କରିବେ । ଆପଣଙ୍କ ଜୀବନରେ ଟଙ୍କା ରୋଜଗାର କରିବାର ନୂଆ ସୁଯୋଗ ମିଳିବ । ଯାହାର ଫାଇଦା ପାନ ଉଠାନ୍ତୁ ।

ସିଂହ ରାଶି : ଏହି ରାଶିର ଲୋକ ମାନେ ଅପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆପଣଙ୍କର ଅଟକି ଥିବା କା ପୁରା ହେବ । ପ୍ରେମ ଜୀବନରେ ଆପଣ ନିଜ ମନ ପାର୍ଟନର କୁ କହି ପାରିବେ । ଆଜି ଆପଣ କୌଣସି ବଡ ନିସ୍ପତି ନେବେ । ଆଜି ଆପଣଙ୍କର ଆୟ ଅଧିକ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ପ୍ରତିଯୋଗୀ ମାନେ ପରୀକ୍ଷା ରେ ସଫଳ ହେବେ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ଆଜି ନୂଆ ଦାୟିତ୍ଵ ପାଇବେ । ଆପଣଙ୍କର ସମାଜ ରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବା ସହ ବୁଝାମଣା ମଧ୍ୟ ଠିକ ରହିବ । ଘରକୁ କୌଣସି ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଆଗରେ ରହିବେ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନା ରଖନ୍ତୁ ।

ତୁଳା ରାଶି : ଏହି ରାଶିର ଲୋକ ମାନେ ଆଜି ନୂଆ ମିତ୍ରତା କରିବେ । କିଛି ପୁରୁଣା ଜିନିଷ ପାଇ ଆପଣ ଖୁସି ଅନୁଭବ କରିବେ । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବ । କୌଣସି କ୍ଷେତ୍ର ରୁ ଆପଣଙ୍କର ଆକସ୍ମିକ ଭାବେ ଧନ ଲାଭ ହେବ । ବ୍ୟବସାୟରେ ଆପଣଙ୍କର ରୋଜଗାର ବୃଦ୍ଧି ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ସାଲାରି ବୃଦ୍ଧି ହେବ । ପ୍ରେମି ଯୁଗଳ ଭଲ ସମୟ ଅତିବାହିତ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ବିଛା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବ । କୌଣସି କ୍ଷେତ୍ର ରୁ ଆପଣ ଧନ ଲାଭ କରିବେ । ଛାତ୍ର ମାନେ ପାଠ ପଢା ପ୍ରତି ଆଗ୍ରହ ହେବେ । ଆପଣଙ୍କର ଅଟକି ଥିବା ପୌରୁଣା କାମ ପୁରା ହେବ । ଦାଂପତ୍ଯ ଜୀବନରେ ଆପଣ ଜୀବନ ସାଥି ଙ୍କ ସହଯୋଗ ପାଇବେ । ବ୍ୟବସାୟକୁ ନେଇ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଫଳ ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ଜୀବନରେ କମ ପରିଶ୍ରମ କରି ବଡ ସଫଳତା ପାଇବେ । ଛାତ୍ର ମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସଫଳ ହେବେ । ଘରର ବାତାବରଣ ହସ ଖୁଶିର ରହିବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଅପାନ କିଛି ନୂଆ ପ୍ଲାନ କରିବେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠା ର ମାନ ବୃଦ୍ଧି ହେବ । ଆଜି ଆପଣ କର୍ମ କ୍ଷେତ୍ର ରେ ବ୍ୟସ୍ତ ରହିବେ । ସନ୍ତାନ ମାନଙ୍କ ପାଇଁ ଆପଣ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ ।

ମକର ରାଶି : ଏହି ରାଶିର ଲୋକ ମାନଙ୍କର ସମୟ ଅନୁକୂଳ ରହିବ । ଆପଣ ଜୀବନ ସାଥି ଙ୍କ ସହଯୋଗ ଅପାଇବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପଦ ଉନ୍ନତି ହେବ । ଯେଉଁ ମାନଙ୍କର ବିବାହ ରେ ବିଳମ୍ବ ହେଉଛି ସେମାନଙ୍କର ବିବାହ ଯୋଗ ରହିଛି । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନା ଆରମ୍ଭ କରି ପାରନ୍ତି । ପ୍ରେମ ଜୀବନରେ ଆପଣ ନିଜ ମନ କଥା ପାର୍ଟନର ଙ୍କୁ କହି ପାରିବେ । ଶାରୀରିକ ଓ ମାନସିକ କ୍ଷେତ୍ର ରେ ଆପଣ ସୁସ୍ଥ ରହିବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ଅଫିସରେ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କ ସହଯୋଗ ଆପଣ ପାଇବେ । ଛାତ୍ର ଅମାନେ ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଆପଣଙ୍କର ଅଟକି ଥିବା କାମ ପୁଅର ହେବ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ମୀନ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ଅପାଇବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ସମାଜ ରେ ଆପଣଙ୍କର ମାନ ସମାନର ପ୍ରତିଷ୍ଠା ହେବ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଶିକ୍ଷକ ମାନେ ଶିକ୍ଷା କ୍ଷେତ୍ର ରେ ପଦ ଉନ୍ନତି କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।