Breaking News: ରାଜ୍ୟର 8 ଜିଲ୍ଲା ହେଇପାରେ ଅନଲକ, ମୁଖ୍ୟମନ୍ତ୍ରୀ Naveen Patnaik ଦେଲେ ବଡ ସଂକେତ, ଦେଖନ୍ତୁ ଏଥିରେ ଆପଣଙ୍କ ଜିଲ୍ଲା ଅଛି କି ?

ନମସ୍କାର ବନ୍ଧୁଗଣ । ଆମ ଦେଶରେ ସମୟ କ୍ରମେ କୋରୋନାର ସଂକ୍ରମଣ କମିବାରେ ଲାଗିଛି । ୧୨ଟି ଜିଲ୍ଲାରେ ୫% ସଂକ୍ରମଣ ହାର କମିଛି । ହୁଏ ତ ଆଉ କିଛି ଦିନ ପରେ ସରକାର ପୁରା ରାଜ୍ଯରେ ଗ୍ରୀନ ସିଗନାଲ ଦେଇ ପାରନ୍ତି ।

ଓଡିଶାର ୯ଟି ଜିଲ୍ଲା ଯେମିତିକି ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୋନପୁର, ନୂଆପଡା, କଳାହାଣ୍ଡିରେ କୋରୋନା ସଂକ୍ରମଣ କମିବାରେ ଲାଗିଛି ।ଝାରସୁଗୁଡାରେ ହୁଏ ତ କୋରୋନା ସଂକ୍ରମଣ କମ ଥିବାରୁ ଅନଲକ ପ୍ରକ୍ରିୟା ଲାଗୁ ହୋଇପାରେ । ଯେଉଁ ସମୟ ବ୍ଯବଧାନରେ ଆବଶ୍ୟକୀୟ ଦୋକାନ ଖୋଲା ଯାଉଛି ସେଥିରେ କିଛି ନୂଆ ପରିବର୍ତ୍ତନ କରାଯାଇ ପାରେ ।

ତେଣୁ ଏହି ସବୁ ରାଜ୍ୟ ମାନଙ୍କରେ ହୁଏ ତ ଲକ ଡାଉନ କୋହଳ ହେବାର ଆଶଙ୍କା ଦେଖା ଯାଉଛି । ଏହା ସହ ଆକ୍ଟିଭ କେସ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଗ୍ରୀନ ଜୋନ୍ରୁ ଲକ ଡାଉନ ହଟିପାରେ ବୋଲି ଓଡିଶା ସରକାର ବିଚାର ବିମର୍ଶ କରୁଛନ୍ତି । ଏହା ଛଡା କନ୍ଧମାଳରେ ବର୍ତ୍ତମାନ ସଂକ୍ରମଣ ହାର ରହିଛି ୪.୩ ରହିଛି ।

ଯେଉଁ ଜିଲ୍ଲା ମାନଙ୍କରେ କୋରୋନା ସଂକ୍ରମଣ କମବାରେ ଲାଗିଛି ହୁଏ ତ ଅନଲକ ପ୍ରକ୍ରିୟା ଜାରି ହୋଇପାରେ । ଏଠି ପାଇଁ ସବୁଠାରୁ ବଡ ଆଶ୍ବସ୍ତିକର ସୂଚନା ହେଉଛି ଯେ ଯେଉଁ ମାନେ ଉଠା ବେପାରୀ ବା ଯେଉଁ ମାନେ ଛୋଟ ଛୋଟ ଦୋକାନ କରୁଥିଲେ ସେମାନଙ୍କ ପାଇଁ ଏହା ଅତି ଖୁଶିର କଥା ଅଟେ ।

ଯଦି ଏପରି ହୋଇଯାଏ ତେବେ ହୁଏ ତ ଯେଉଁ ମାନେ ନିଜର ଜୀବିକା ନିର୍ବାହ ପାଇଁ ବେପାର କରୁଥିଲେ ସେମାନେ ପୁଣି ଥରେ ନିଜର ବ୍ୟବସାୟ ଆରମ୍ଭ କରି ନିଜର ଭରଣ ପୋଷଣ କରି ପାରିବେ । ଯଦି କନ୍ଧମାଳରେ କଟକଣା ଉଠାଇ ଦିଆଯାଏ ତେବେ ଏଥିପ୍ରତି ଅଧିକ ସତର୍କ ରହିବାକୁ ପଡିବ । କିପରି ଅନ ଲକ ପ୍ରକ୍ରିୟା ଜାରି ହେବା ପରେ ମଧ୍ୟ କୋରୋନା କଟକଣାକୁ ବଜାୟ ରଖାଯାଇ ପାରିବ ଏହା ଆମ ସରକାର ପାଇଁ ବହୁତ ବଡ ଚ୍ୟାଲେଞ୍ଜ ହୋଇପାରେ ।

ଯଦି ଲୋକ ମାନେ ପୁଣି ଥରେ ଅମାନିଆ ହୋଇ କୋରୋନା ନିୟମକୁ ପାଳନ ନ କରିବେ ତେବେ ପୁଣି ଥରେ ଏହା କମିବା ବଦଳରେ ବଢିବାରେ ଲାଗିବ । ସେଥି ପାଇଁ ଓଡିଶା ସରକାରଙ୍କ ବ୍ୟତିତ ସାଧାରଣ ଜନତା ମଧ୍ୟ ଏହା ପାଇଁ ଅଧିକ ସାବଧାନ ରହିବା ନିହାତି ଜରୁରୀ ଅଟେ ।

ଆପଣଙ୍କ ମତାମତ ଆମ ସହିତ ସେୟାର କରନ୍ତୁ ଓ ସେୟାର କରି ସମସ୍ତଙ୍କୁ ସତର୍କ କରାନ୍ତୁ ଯେପରି ସମସ୍ତେ କୋଭିଡ ନିୟମକୁ ପାଳନ କରିବେ ଓ ବହୁତ ଜଲ୍ଦି ଆମ ରାଜ୍ୟରୁ ଲକଡାଉନ ହଟିଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।