ଓଡିଶା’ର କଥା କହିଲେ ଅଶ୍ୱିନ୍‌… ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ଓ କମିନ୍ସ ଧୋକା ଦେଲେ- R Ashwin

ବିଶ୍ଵକପ ଫାଇନାଲ କୁ ନେଇ ଅଶ୍ଵିନୀ କରିଲେ ବଡ ଖୁଲାସା । ଅଶ୍ଵିନୀ କହିଲେ କମିନ୍ସ ଓ ଅଷ୍ଟ୍ରେଲିୟା ଧୋକା ଦେଲେ । ଫାଇନାଲ ମ୍ଯାଚ ସହ ଓଡିଶାର ସପ୍ରକା ବି କହିଲେ ଅଶ୍ଵିନୀ । ହଁ ଦର୍ଶକ ବନ୍ଧୁ ବିଶ୍ଵକପରେ ଭାରତ ହାରିବା ଓ ଅଷ୍ଟ୍ରେଲିୟା ପୁଣି ଥରେ ବିଶ୍ଵ ଚାମ୍ପିୟାନ ହେବା କଥାକୁ ମନରୁ ଭୁଲିପାରୁ ନାହାନ୍ତି ଭାରତୀୟ କ୍ରିକେଟ ପ୍ରେମୀ । ଏବେ ମଧ୍ୟ ଦେଶରେ ଏହାକୁ ନୈରାଶ୍ୟ ର ପରିବେଶ ରହିଛି ।

ଏହାରି ମଧ୍ୟ ରେ ଭାରତୀୟ ଦଳର ଖେଳାଳି ଆର ଅଶ୍ଵିନୀ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି କିମନ୍ସ ଓ ଅଷ୍ଟ୍ରେଲିୟା ଅଟେ ଧୋକା ଦେଇଛନ୍ତି । ଭାରତର ବିଶ୍ଵକପ ଫାଇନାଲ ରେ ହାରି ଯିବାକୁ ନେଇ ନିଜ ୟୁଟ୍ଯୂବ ଚ୍ଯାନେଲରେ ପ୍ରତିକ୍ରିୟା ରଖିଛନ୍ତି ଅଶ୍ଵିନୀ । ସେ ଅଷ୍ଟ୍ରେଲିୟାକୁ ପ୍ରଶଂସା କରାଇବା ସହ ଏ କଥା କହିଛନ୍ତି ସ୍ଵୀକାର କରିବା ବି ଫାଇନାଲ ପୂର୍ବରୁ ଭାରତ ସବୁ ଦିଗରୁ ଆଗରେ ଥିଲା ।

ତାଙ୍କର ରଣନୀତି ମଧ୍ୟ ଆମ ଠାରୁ ବେଶ ଭଲ ଥିଲା । ଅଷ୍ଟ୍ରେଲିୟା ଭୟ ବଳରେ ଟ୍ରଫି ଜିତି ଯାଇ ନାହିଁ । ବରଂ ଏହା ପଛରେ ତାଙ୍କର ସୁଚିନ୍ତିତ ଯୋଜନା ଓ ରଣନୀତି ରହିଛି । ମୁଁ ଫାଇନାଲ ରେ ତାଙ୍କର ଖେଳକୁ ଅତି ନିକଟରୁ ଦେଖିଲି । କଙ୍ଗାରୁ ଦଳ ଓ ତାଙ୍କ ଅଧିନାୟକ ପ୍ୟାଟ କମିନ୍ସ ମୋତେ ଧୋକା ଦେଲେ । ମୁଁ ଭାବିଥିଲି ପ୍ରଥମେ ଟସ ଜିତିଳେ ଅଷ୍ଟ୍ରେଲିୟା ବ୍ୟାଟିଂ କରିବ ।

କାରଣ ଟସ ଜିତିବା ପରେ ଅଷ୍ଟ୍ରେଲିୟା ବ୍ଯାଟିଙ୍ଗ କରିବା ସେମାନଙ୍କର ପରମ୍ପରା ରହି ଆସିଛି । ଅହମଦାବାଦରେ ପ୍ରଥମ ମ୍ୟାଚ ଦିନ ପ୍ରଥମ ଇନିଙ୍ଗ୍ସ ଶେଷ ହେବା ପରେ ମୁଁ ପିଚ କୁ ଦେଖୁଥିଲି । ସେତେବେଳେ ଅଷ୍ଟ୍ରେଲିୟା ଦଳର ଚୟନ କମିଟି ମୁଖ୍ୟ ଜର୍ଜ ବେଲି ଙ୍କ ସହ ମୋର ଭେଟ ହୋଇଥିଲା । ମୁଁ ତାଙ୍କୁ ପଚାରିଲି ଅଷ୍ଟ୍ରେଲିୟା ଟସ ଜିତିବା ପରେ କାହିଁକି ବ୍ୟାଟିଂ କରିଲାନି ?

ସେ ମୋତେ କହିଥିଲେ ଏହା କଳା ମାଟିର ୱିକେଟ ଯାହା ଉପରେ ସାଧାରଣତଃ ବ୍ୟାଟିଂ କରିବା ଭଲ ହୋଇଥାଏ । ଦକ୍ଷିଣ ଆଫ୍ରିକା ମ୍ଯାଚରେ ଜଣା ପଡିଥିଲା ନାଲି ମାଟିରେ ଆଗ ବ୍ୟାଟିଂ ଓ କଳା ମାଟିରେ ପଛରେ ବ୍ୟାଟିଂ କରିବା ଭଲ ହୋଇଥାଏ ବୋଲି ସେ କହିଥିଲେ । ଅଶ୍ଵିନୀ ଓଡିଶାର ଉଦାହରଣ ଦେବାକୁ ଯାଇ କହିଛନ୍ତି କି ଫାଇନାଲ ରେ ପ୍ରସ୍ତୁତ କରାଯାଇଥିବା ପିଚ ଅହମଦାବାଦରେ ନୁହେଁ ବରଂ ଏହା ଓଡିଶା ଭଳି ଥିଲା ।

ଯେଉଁଥିରୁ ଅଧିକ ମାଟି ଉଠୁ ନ ଥିଲା । ଫାଇନାଲରେ ଟ୍ରାଭିସ ହେଡ ଙ୍କୁ ଦଳରେ ସାମିଲ କରିବା କଙ୍ଗାରୁ ଦଳର ଭଲ ନିସ୍ପତି ଥିଲା । ତେବେ ଭାରତୀୟ ଦଳର ଭେଟେରାନ୍ସ ସ୍ପିନର ଆର ଅଶ୍ଵିନୀ ଚଳିତ ବିଶ୍ଵକପରେ ଭାରତୀୟ ଦଳ ପକ୍ଷରୁ ଅଷ୍ଟ୍ରେଲିୟା ବିପକ୍ଷ ପ୍ରଥମ ମ୍ଯାଚ ଖେଳି ଭଲ ବୋଲିଙ୍ଗ କରିଥିଲେ । ସେ 10 ଓଭୋର ବୋଲିଙ୍ଗ କରି 34 ରନ କରି ଗୋଟେ ୱିକେଟ ନେଇଥିଲେ । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧୀୟ ବିବରଣୀ ପାଇବା ନିମନ୍ତେ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।