ରାମୁ ଗୋଟିଏ ଝିଅକୁ ୧୪୩ କହିଲା ଝିଅଟି ଉତ୍ତର ଦେଲା ୨୫ ୫ ୧୯, ତେବେ ଝିଅଟି କଣ କହିଲା ?

ପିଲା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପରୀକ୍ଷା ବିଷୟରେ କହିବୁ ଯାହାର ନାମ ଆଇଏଏସ ପରୀକ୍ଷା ଅଟେ । ଏହି ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା ଅଟେ । ଏହି ପରୀକ୍ଷାରେ ପାସ କରିବା ବହୁତ କଠିନ ହୋଇଥାଏ । ଏହି ପରୀକ୍ଷାରେ କେବଳ ଆପଣଙ୍କ ଜ୍ଞାନର ପରୀକ୍ଷା ହୋଇ ନ ଥାଏ, ଜ୍ଞାନ ସହିତ ଆପଣଙ୍କ ବ୍ୟକ୍ତିତ୍ବର ବି ପରୀକ୍ଷା ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଆଇଏଏସ ପରୀକ୍ଷାର କିଛି କଷ୍ଟକର ପ୍ରଶ୍ନ ଓ ସେହି ପ୍ରଶ୍ନ ପାଇଁ ଦିଆଯାଇଥିବା ଉତ୍ତର ବିଷୟରେ କହିବାକୁ ଯାଉଛୁ । ତେବେ ଚାଳନ୍ତୁ ଜାଣିବା ସେହି ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ ।

ପ୍ରଶ୍ନ – ଚିତା ବାଘ କେତେ ସ୍ପିଡ ପର୍ଯ୍ୟନ୍ତ ଦୌଡି ପାରେ ?

ଉତ୍ତର – ଚିତା ବାଘ ୧୫୦ କି.ମି. ପ୍ରତି ଘଣ୍ଟା ସ୍ପିଡରେ ଦୌଡି ଥାଏ ।

ପ୍ରଶ୍ନ – ମରିବା ପରେ ମଣିଷ ଶରୀରରେ କେତେ ପ୍ରକାର ପରିବର୍ତ୍ତନ ହୋଇଥାଏ ?

ଉତ୍ତର – ମଣିଷ ମରିବା ପରେ ତାହାର ଶରୀରରେ ୭ ପ୍ରକାର ପରିବର୍ତ୍ତନ ହୋଇଥାଏ ।

ପ୍ରଶ୍ନ – ଭାରତରେ ପ୍ରଥମେ ବିଦ୍ୟୁତ ଚାଳିତ ଟ୍ରେନ କେବେ ଚାଲି ଥିଲା ?

ଉତ୍ତର – ଭାରତରେ ପ୍ରଥମେ ବିଦ୍ୟୁତ ଚାଳିତ ଟ୍ରେନ ୩ ଫେବ୍ରୁୟାରୀ ୧୯୨୫ରେ ଚାଲି ଥିଲା ।

ପ୍ରଶ୍ନ – ପର୍ତ୍ତୁଗୀଜ ମାନେ କେଉଁ ବର୍ଷ ଭାରତ ଆସି ଥିଲେ ?

ଉତ୍ତର – ପର୍ତ୍ତୁଗୀଜ ମାନେ ୧୪୯୮ ମସିହାରେ ପ୍ରଥମ ଥର ଭାରତ ଆସିଥିଲେ ।

ପ୍ରଶ୍ନ – କେଉଁଠି ମହାସାଗର ଅଛି କିନ୍ତୁ ପାଣି ନାହିଁ ?

ଉତ୍ତର – ମାନଚିତ୍ରରେ ମହାସାଗର ଅଛି କିନ୍ତୁ ପାଣି ନହିଁ ।

 

ପ୍ରଶ୍ନ – T series  ଚ୍ୟାନେଲ ଗୋଟିଏ ଦିନରେ କେତେ ଟଙ୍କା ଆୟ କରିଥାଏ ?

ଉତ୍ତର – T series ଚ୍ୟାନେଲ ଗୋଟିଏ ଦିନରେ ୩୦ ରୁ ୫୦ ଲକ୍ଷ ଟଙ୍କା ଆୟ କରିଥାଏ ।

ପ୍ରଶ୍ନ – ଫାଶୀ ପରେ ମୃତ ବ୍ୟକ୍ତିର ଶବକୁ କଣ କରାଯାଏ ?

ଉତ୍ତର – ଫାଶୀ ପରେ ମୃତ ବ୍ୟକ୍ତିର ଶବକୁ ପୋଷ୍ଟମର୍ଟମ କରାଯାଏ ।

ପ୍ରଶ୍ନ – ଜଣେ ବାଳକକୁ କଣ ବୃଦ୍ଧ କରିଦିଏ ?

ଉତ୍ତର – ଜଣେ ବାଳକକୁ ବୟସ ବୃଦ୍ଧ କରିଦିଏ ।

ପ୍ରଶ୍ନ – ନିଜ ଇଚ୍ଛା ଅନୁସାରେ ଅଣ୍ଡା ଦେଉଥିବା ପ୍ରାଣିର ନାମ କଣ ?

ଉତ୍ତର – ନିଜ ଇଚ୍ଛା ଅନୁସାରେ ଅଣ୍ଡା ଦେଉଥିବା ପ୍ରାଣିର ନାମ ହେଉଛି ରାଣୀ ମହୁମାଛି ।

ପ୍ରଶ୍ନ – ରାମୁ ଗୋଟିଏ ଝିଅକୁ ୧୪୩ କହିଲା ଝିଅଟି ଉତ୍ତର ଦେଲା ୨୫ ୫ ୧୯ । ତେବେ ଝିଅଟି କଣ କହିଲା ?

ଉତ୍ତର – ଝିଅଟି yes କହିଲା, ୨୫-y, ୫-e, ୧୯–s ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।