ଶେଷରେ ମୁହଁ ଖୋଲିଲେ ବିଦ୍ୟାଶ୍ରୀ, କଣ କହିଲେ ଦେଖନ୍ତୁ

ସବୁଦିନ ଆଦିତ୍ୟ ଦାସଙ୍କ ମାମଲାକୁ ନେଇ ଭିନ୍ନ ଭିନ୍ନ ଲୋକମାନଙ୍କ ଭିନ୍ନ ଭିନ୍ନ ବୟାନ ସାମ୍ନାକୁ ଆସୁଛି । ଏହା ମଧ୍ୟରେ ତାଙ୍କର ସ୍ତ୍ରୀ ବିଦ୍ୟାଶ୍ରୀ, ବନ୍ଧୁ, ଭାଇ, ତାଙ୍କ ସହ କାମ କରୁଥିବା ସହକ୍ରମୀ ଓ ଅନ୍ୟ କିଛି ଲୋକମାନେ ଯିଏ ଆଦିତ୍ୟ ଦାସଙ୍କୁ ଭଲ ପାଉ ଥିଲେ ସମସ୍ତଙ୍କ କିଛି ନା କିଛି ବୟାନ ମିଡିଆ ସାମ୍ନାକୁ ଆସି ସାରିଛି । ଏମିତିରେ ବିଦ୍ୟାଶ୍ରୀଙ୍କ ଏକ ନୂଆ ବୟାନ ମିଡିଆ ସାମ୍ନାକୁ ଆସିଛି ।

ଯେଉଁଥିରେ ବିଦ୍ୟାଶ୍ରୀ କହୁଛନ୍ତି କି, ‘ମୋତେ ବିନା ଅର୍ଥରେ ବଦନାମ କର ନାହିଁ ।‘ ଆଜି ଆମେ ଆପଣଙ୍କୁ ମିଡିଆ ସାମ୍ନାରେ ବିଦ୍ୟାଶ୍ରୀ କଣ କହିଲେ ସେହି ବିଷୟରେ କହିବୁ ।

ଯେମିତି କି ସମସ୍ତେ ଜାଣିଛନ୍ତି କି ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ଦୁଇ ସପ୍ତାହ ହୋଇ ଯାଇଛି । ଏମିତିରେ ତାଙ୍କର ମୃତ୍ୟୁର ରହସ୍ୟ ରହସ୍ୟ ହୋଇ ରହି ଯାଇଛି । ଏହା ମଧ୍ୟରେ କେତେକ ଲୋକମାନେ ତାଙ୍କର ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ବି କରୁଛନ୍ତି । ଏହା ପରେ ଲୋକମାନଙ୍କୁ ଜବାବ ଦେବା ପାଇଁ ବିଦ୍ୟାଶ୍ରୀ ମିଡିଆ ସାମ୍ନାରେ ନିଜର ମୁହଁ ଖୋଲିଛନ୍ତି ।

ସେ କହୁଛନ୍ତି କି, ମୋତେ ଅଯଥାରେ ବଦନାମ କର ନାହିଁ ।‘ ଏହା ଛଡା ସେ ଆଗକୁ କହିଲେ କି, ମୋର ଖୋଲା ମନ ଅଟେ ଓ ମୁଁ କେତେବେଳେ କଣ କହିଦିଏ, ତାହା ମୁଁ ନିଜେ ବି ଜାଣି ପାରେ ନାହିଁ ।‘ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ବି ହେଉଛି । ଏହା ଛଡା ଆଦିତ୍ୟଙ୍କ ଡାଏରୀରେ ଶେଷ ଦୁଇ ପେଜକୁ ବିଦ୍ୟାଶ୍ରୀ ଲେଖିଛନ୍ତି ବୋଲି ଯେଉଁ ଖବର ଭାଇରାଲ ହେଉଛି ଏହା ଉପରେ ବି ବିଦ୍ୟାଶ୍ରୀ କହିଲେ କି, ‘ମୁଁ ଲେଖି ନାହିଁ ।

ମୋ ନାଁକୁ ନେଇ ମିଛ ପ୍ରଚାର କରନ୍ତୁ ନାହିଁ । ପୋଲିସ ଏହି ମାମଲାକୁ ନେଇ ଯାଞ୍ଚ କରୁଛି । ଯଦି ଆମ ମଧ୍ୟରେ କିଛି ବିବାଦ ହୋଇଥାନ୍ତା ତେବେ ପୋଲିସ ପ୍ରଥମେ ମୋତେ ଗିରଫ କରିଥାନ୍ତେ । ପୋଲିସକୁ ତଦନ୍ତ କରିବାକୁ ଦିଅନ୍ତୁ ଓ ମୋତେ ଅଯଥାରେ ବଦନାମ କରନ୍ତୁ ନାହିଁ ।‘ କହିବାକୁ ଗଲେ ଆଦିତ୍ୟ ଦାସଙ୍କ ମୃତ୍ୟୁ ପରେ ବିଦ୍ୟାଶ୍ରୀ ପ୍ରଥମ ଥର ପାଇଁ ମିଡିଆ ସାମ୍ନାରେ ନିଜର ମତ ପ୍ରକାଶ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।