ଏହାକୁ ଅଧ ଚାମଚ ଗରମ ପାଣିରେ ପିଇବା ଦ୍ଵାରା ସୁଗାର ରୋଗ ହେଇଯିବ ମୂଳରୁ ଶେଷ

ବର୍ତମାନ ଯୁଗର ଡାୟବେଟିସ ଏକ ସାଧାରଣ ରୋଗ ଅଟେ । ପ୍ରାୟତଃ ସମସ୍ତଙ୍କୁ ଏହି ରୋଗ ହୋଇଥାଏ । ସୁଗାର ସ୍ତର ୩୮୦ ହେଉ କିମ୍ବା ୪୮୦ କିମ୍ବା ଯେତେ ପୁରୁଣା ହେଉ, ଯଦି ଆପଣ ଅଧ ଚାମଚ ଏହି ଜିନିଷକୁ ଗରମ ପାଣି ସହ ସେବନ କରୁଛନ୍ତି ତେବେ ସମ୍ପୂର୍ଣ ରୂପରେ ଆପଣଙ୍କ ସୁଗାର ରୋଗ ଭଲ ହୋଇଯିବ । ଆଜି ଭାରତରେ ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ସୁଗାର ରୋଗ କିମ୍ବା ଡାୟବେଟିସ ରୋଗରେ ପୀଡିତ ଅଛି ।

କହିବାକୁ ଗଲେ ଡାୟବେଟିସ ରୋଗରେ ରକ୍ତରେ ଗୁଲକୋଜ ମାତ୍ରା ଅବଶ୍ୟକତା ଠାରୁ ଅଧିକ ବଢି ଯାଏ । ଆମେ ଯେଉଁ ଖାଦ୍ୟ ସେବନ କରୁଛନ୍ତି ତାହା ଆମର ଶରୀରକୁ ଯାଇ ଶକ୍ତି ସୃଷ୍ଟି କରିଥାଏ ।

ଏହାକୁ ଗୁଲକୋଜ କହନ୍ତି । ଏହା ପରେ ଏହି ଗୁଲକୋଜ ଆମ ଶରୀରର ସମସ୍ତ ସେଲ ପହଞ୍ଚିଥାଏ । ଏହା ସେତେବେଳେ ସମ୍ଭବ ଯେତେବେଳେ ଆମ ଶରୀର ଅଗ୍ନାଶୟମରେ ପର୍ଯ୍ୟାପ୍ତ ପରିମାଣରେ ଇନସୁଲିନ ସୃଷ୍ଟି ହେଉଥିବ ।

ବିନା ଇନସୁଲିନରେ ଗୁଲକୋଜ ସେଲ ପ୍ରବେଶ କରିପାରିବ ନାହିଁ । ସେତେବେଳେ ଆମର ସେଲ ଗୁଲକୋଜକୁ ଜଳାଇ ଶକ୍ତି ପହଞ୍ଚାଇ ଥାଏ । ଯେତେବଳେ ଏହି ପ୍ରକ୍ରିୟା ସାମାନ୍ୟ ରୂପରେ ହୋଇ ନ ଥାଏ ସେତେବେଳ ଏହାକୁ ଡାୟବେଟିସ ବୋଲି କୁହାଯାଏ ହୋଇଛି । ଏହି ଡାୟବେଟିସ ସୁଗାରର ରୋଗ ଅଟେ । ଯେଉଁଥି ପାଇଁ ଆମ ଶରୀରର ବିଭିନ୍ନ ପ୍ରକାରର ରୋଗର ଘର ହୋଇଯାଏ । ଡାୟବେଟିସ ରୋଗୀଙ୍କୁ ଉଚ୍ଚ ରକ୍ତଚାପ, ହୃଦାରୋଗ, କିଡନି  ଫେଲ, ପେଟ ରୋଗ, ଲିଭର ପ୍ରୋବେଲେମ ଇତ୍ୟାଦି ରୋଗ ହୋଇଥାଏ ।

ଯାହାକୁ ବି ଡାୟବେଟିସ ହୋଇଥାଏ ତାହାର ରୋଗ ପ୍ରତିରୋଧକ ଶକ୍ତି ବି କମି ଯାଇଥାଏ । ଯାହା ଫଳରେ ଏହି ବ୍ୟକତି ଜଣକ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହୋଇଥାଏ । କିନ୍ତୁ ଭୟ କରିବାରେ କିଛି କାରଣ ନାହିଁ  । କାହିଁ କି ନା ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଜିନିଷ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ଏହି ରୋଗରୁ ସମ୍ପୂର୍ଣ ଭାବରେ ମୁକ୍ତି ପାଇ ଯିବେ । ସେହି ଜିନିଷଟି ହେଉଛି କଳାଜୀରା ।ଏହା ବିଷୟରେ ଆୟୁର୍ବେଦରେ ବି ବର୍ଣନା କରାଯାଇଛି ।

ସବୁ ରୋଗର ଉପଚାର କଳାଜୀରା ଦ୍ଵାରା ହୋଇ ପାରିବ । କିନ୍ତୁ ଏହାକୁ ଗ୍ରହଣ କରିବାର ସଠିକ ଉପାୟ ଜଣାଥିବା ଦରକାର । ଟାଇପ ୨ ଡାୟବେଟିସ ରୋଗୀମାନଙ୍କ ପାଇଁ କଳାଜୀରା ବହୁତ ଅଧିକ ମହତ୍ଵପୂର୍ଣ ଅଟେ । ଏହି ଉପାୟ ଅନ୍ତର୍ଗତ ସବୁଦିନ ୨ ଗ୍ରାମ କଳାଜୀରା ଖାଇବା ଦ୍ଵାରା ଡାୟବେଟିସ ରୋଗରେ ଲାଭ ହୋଇଥାଏ । କଳାଜୀରା ଶରୀର ଶବୁ ଅଙ୍ଗପ୍ରତ୍ୟଙ୍ଗ ପାଇଁ ଲାଭଦାୟକ ଅଟେ । ଏମିତି କୌଣସି ରୋଗ ନାହିଁ ଯାହାକି କଳାଜୀରା ଦ୍ଵାରା ଭଲ ନ ହେବ ।

ଆଜି ଆମେ କେବଳ ଡାୟବେଟିସ କିମ୍ବା ମଧୁମେୟ ରୋଗ ଉପଚାର ବିଷୟରେ ଆଜି ଜାଣିବା । କଳାଜୀରା ଦୁଇ ପ୍ରକାରର ଡାୟବେଟିସ ରୋଗକୁ ଭଲ କରିଥାଏ । ପ୍ରଥମଟି ହେଲା କଳାଜୀରା ପାଚନତନ୍ତ୍ରକୁ ଅଧିକ ଉତେଜିତ କରି ଅଧିକ ଇନସୁଲିନକୁ ନିର୍ମାଣ କରିଥାଏ । ଯାହା ଦ୍ଵାରା ଶରୀରର ଥିବା ଗୁଲକୋଜ ଶରୀରର ସେଲ ଦ୍ଵାରା ସହଜରେ ଗ୍ରହଣ କରିଥାଏ । ଦ୍ଵିତୀୟଟି ହେଲା କାଳାଜୀରା (AGE) ପ୍ରକ୍ରିୟା ADVANCE GLYCATION ENDROPRODUCTS । ଯଦି ଆପଣ ସବୁଦିନ ଉଷୁମ ପାଣିରେ ଅଧ ଚାମଚ କଳାଜୀରାର ସେବନ କରୁଛନ୍ତି ତେବେ ଆପଣଙ୍କ ଡାୟବେଟିସ ରୋଗ ଭଲ ହୋଇଯାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।