ଜାଣନ୍ତୁ କେବିସିରେ ଓଡ଼ିଆ ଆଇପିଏସ ଅଫିସର ଜିତିଲେ କେତେଲକ୍ଷ ଟଙ୍କା, ସମସ୍ତ ପୁରସ୍କାର ରାଶିକୁ ଶହୀଦଙ୍କ ପାଇଁ କଲେ ଉତ୍ସର୍ଗ

କୌନ ବନେଗା କରୋଡ଼ପତିରେ ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ୍ ଅଫିସର ସତ୍ୟ ନାରାୟଣ ପ୍ରଧାନ ଜିତ୍ୟ ନେଇଛନ୍ତି ୨୫ଲକ୍ଷ ଟଙ୍କା । ଜିତିବା ପରେ ଏସଏନ ପ୍ରଧାନ ସମସ୍ତ ଧନ ରାଶିକୁ ଶହୀଦଙ୍କ ପରିବାର ଲୋକଙ୍କ ପାଇଁ ହୋଇଥିବା ଆକାଉଣ୍ଟ ‘ଭାରତ କେ ବୀର’ରେ ଜମା କରି ଦେଇଛନ୍ତି। ଆପଣ ମାନଙ୍କୁ ଜନନୀ ଦେଉଅଛୁ କି ଏହି ଏପିସୋଡର ପ୍ରସାରଣ ସେପ୍ଟେମ୍ବର ୬ ତାରିଖରୁ ହେବ। ମୂଳ ରୂପରେ ଭାରତୀୟ ପୋଲିସ୍ ସେବାର ଅଧିକାରୀ

ସତ୍ୟ ନାରାୟଣ ପ୍ରଧାନ ଓଡ଼ିଶାରେ ରୁହନ୍ତି। ବର୍ତ୍ତମାନ ସେ କେନ୍ଦ୍ରୀୟ ଡେପୁଟେସନରେ ଏନଡିଆରଏଫର ମହାନିଦ୍ଦେଶକ ପଦରେ ଅଛନ୍ତି।

୧୯୮୮ ମସିହା ବ୍ୟାଚର ଅଫିସର ଅଟନ୍ତି ଆଇପିଏସ ଅଫିସର ଏସଏନ ପ୍ରଧାନ । ଚଳିତ ବର୍ଷ ଜାନୁୟାରୀ ୨୨ତାରିଖରେ ସେ ନଡିଆରଏଫର ମହାନିଦ୍ଦେଶକ ହୋଇଥିଲେ। ତାଙ୍କୁ ୨୦୦୬ ମସିହାରେ ରାଷ୍ଟ୍ରପତି ସେବା ପଦକ ଏବଂ ୨୦୧୨ମସିହାରେ ରାଷ୍ଟ୍ରପତି ବିଶିଷ୍ଟ ସେବା ପଦକ ମିଳିଥିଲା। ୨୦୦୮ ମସିହାରେ ୟୁକେ ସରକାର ପୁଲିସିଙ୍ଗରେ ଇନୋଭେସନ ପାଇଁ ତାଙ୍କୁ କୁଇନସ ଆଓ୍ବାର୍ଡ଼ ଦେଇଥିଲେ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।