ଭଡା ଘରେ ଚାଲୁଥିଲା ସେକ୍ସ ରାକେଟ, ଆପତ୍ତିଜନକ ଅବସ୍ଥାରେ ମିଳିଲେ ୨ ଜଣ ଝିଅ ଓ ୩ ଜଣ ପୁଅ

ଲୁଧିୟାନାର ସମରାଳା ଚୌକ ନିକଟରେ ଥିବା ନରିନ୍ଦ୍ର ନଗର ଅଞ୍ଚଳରେ ପୁଲିସ ଦେହ ବ୍ୟାପାରର ସଂଗଠନର ଏକ ସଞ୍ଚାଳିକ ସହିତ ୬ ଜଣ ଲୋକକୁ ଗିରଫତାର କରିଛି । ପୁଲିସର ଏହି ରେଡ ଦ୍ଵାରା ଅଞ୍ଚଳରେ ହଙ୍ଗାମା ଆରମ୍ଭ ହୋଇ ଯାଇଛି । ଏହା ଛଡା ପୁଲିସକୁ ସେହି ସ୍ଥାନରୁ ଆପତ୍ତିଜନକ ଜିନିଷ ବି ମିଳିଛି । ସଞ୍ଚାଳିକାର ପରିଚୟ ମିନାକ୍ଷୀ ଅଟେ ଓ ଦେହ ବ୍ୟାପାରର ଧନ୍ଦାରେ ଜଡିତ ଝିଅମାନଙ୍କର ନାମ ପୂଜା ଓ ଋକ୍କି ଅଟେ ।

ଭଡା ଘରେ ଚାଲୁଥିଲା ଦେହ ବ୍ୟାପାରର ଧନ୍ଦା

ଯେତେବେଳେ କି ମସ୍ତି କରିବା ପାଇଁ ପହଞ୍ଚି ଥିବା ଯୁବକର ନାମ ବିଜୟ, ସଞ୍ଜୟ ଓ ରାକେଶ ଅଟେ ।

ଥାନାର ମୁଖ୍ୟ ସତିଶ କୁମାର କହିଛନ୍ତି କି ପୁଲିସକୁ ସୂଚନା ମିଳିଲା କି ସେହି ସ୍ଥାନରେ ସଞ୍ଚାଳିକା ଭଡା ଘରେ ଦେହ ବ୍ୟାପାରର ଧନ୍ଦା କରୁଥିଲା ।

ଏହା ପରେ ପୁଲିସ ରେଡ ମାରି ସେହି ଜାଗାରୁ ଦେହ ବ୍ୟାପାର ଧନ୍ଦା କରୁଥିବା ୨ ଜଣ ଝିଅଙ୍କୁ ଓ ୩ ଜଣ ଯୁବକଙ୍କୁ ଧରିଲା । ବର୍ତ୍ତମାନ ପୁଲିସ ସମସ୍ତ ଆରୋପିମାନଙ୍କର ବିରୁଦ୍ଧରେ ଇମୋରଲ ଏକ୍ଟ ଅନୁସାରେ କେସ ଦାୟର କରିଛନ୍ତି । ଆରୋପି ମାନଙ୍କୁ ଅଦାଲତ ସମକ୍ଷରେ ପେଶ କରାଯାଇ ଜେଲ ପଠା ଦିଆଯାଇଛି ।

୨ – ୩ ମାସରେ ଚେଞ୍ଜ କରୁଥିଲା ଭଡା ଘର

ଥାନା ମୁଖ୍ୟ ସତିଶ କୁମାର କହିଲେ କି ସଞ୍ଚାଳିକା ପାଖାପାଖି ୨ ୩ ମାସ ହେବ ସେହି ଭଡା ଘରେ ରହୁଥିଲା । ଯାଞ୍ଚ ପରେ ଏହି କଥା ସାମନାକୁ ଆସିଲା କି ମିନାକ୍ଷୀ ଦେହ ବ୍ୟାପାରର ଧନ୍ଦା କରିବା ପାଇଁ ପ୍ରତ୍ୟକ ୨ – ୩ ମାସରେ ନିଜର ଘର ଚେଞ୍ଜ କରୁଥିଲା । ଯେଉଁ ଯୁବତୀମାନଙ୍କୁ ଧନ୍ଦା କରିବା ବଦଳରେ ଟଙ୍କା ମିଳୁଥିଲା, ତାହାର ଅଧା ଟଙ୍କା ମିନାକ୍ଷୀ ରଖୁଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।