ଏମିତି କେଉଁ କାମ ଅଛି ଯାହାକୁ ମଣିଷ ମଲା ପରେ ବି କରି ପାରିବ ? ଏହା ସହିତ ଆହୁରି 15 Gk Questions & Answers

ଆଜିକାଲି ଯେକୌଣସି ଇଣ୍ଟରଭ୍ୟୁରେ ଯାଆନ୍ତୁ ସେମାନେ ପ୍ରଥମେ ଆପଣଙ୍କ ସାଧାରଣ ଜ୍ଞାନ ନିଶ୍ଚୟ ପରୀକ୍ଷା କରିଥାନ୍ତି । ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଏବଂ ଉତ୍ତର ନେଇ ଆସିଛୁ । ପ୍ରଶ୍ନ ପଢିବା ପରେ ଚାରୋଟି ଉତ୍ତର ମଧ୍ୟରୁ ଗୋଟିଏ ସଠିକ ଉତ୍ତର ବାଛି ଆପଣ ପ୍ରଥମେ ନିଜକୁ ପରୀକ୍ଷା କରନ୍ତୁ ଓ ଏହାପରେ ଉତ୍ତର ବିଭାଗରେ ଥିବା ଉତ୍ତର ଦେଖି ନିଅନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ସମୁଦ୍ରରେ ଜୁଆର ଏବଂ ଭଟ୍ଟା କେବେ ଆସିଥାଏ ?

(କ) କେବଳ ପୂର୍ଣ୍ଣିମା (ଖ) ପୂର୍ଣ୍ଣିମା ଏବଂ ଅମାବାସ୍ୟା

(ଗ) ଭୂମିକମ୍ପ ହେଲେ (ଘ) କୌଣସିଟି ନୁହେଁ

୨- ଏଭରେଷ୍ଟ ଶୃଙ୍ଗ ଆରୋହଣ କରିଥିବା ପ୍ରଥମ ମହିଳା କିଏ ଥିଲେ ?

(କ) ଶେରପା ତେନଜିଙ୍ଗ (ଖ) ଭେଲେଣ୍ଟିନା ତେରେସ୍କୋଭା

(ଗ) ଜୁଙ୍କୋ ତେବେଇ (ଘ) ଅରୁଣିମା ସିହ୍ନା

୩- ହୋମିଓପାଥିର ସଂସ୍ଥାପକ କିଏ ଥିଲେ ?

(କ) ବିସ୍ମାର୍କ (ଖ) ଭିକ୍ଟର ହୁଗୋ

(ଗ) ଆଇଜାକ ନିଉଟନ (ଘ) ସାମୁଏଲ ହେନିମ୍ୟାନ

୪- ଭାରତୀୟ ଅଣୁ କାର୍ଯ୍ୟକ୍ରମର ଜନକ କାହାକୁ କୁହାଯାଏ ?

(କ) ଅଶ୍ଵ ଘୋଷ (ଖ) ଯୋଶେଫ ଷ୍ଟାଲିନ

(ଗ) ଅବୁଦୁଲ କଲାମ (ଘ) ହୋମି ଜାହାଙ୍ଗୀର ଭାବା

୫- ଅନ୍ୟ ମାଛ ଭଳି ଶାର୍କ ମାଛର ଏଗୁଡିକ ମଧ୍ୟରୁ କଣ ନଥାଏ ?

(କ) ରକ୍ତ (ଖ) ହାଡ

(ଗ) ଗାଲି (ଘ) ଆଖି

୬- କଥକ, ନୌଟଙ୍କି, ଝୋରା ଏବଂ କଜରୀ କେଉଁ ରାଜ୍ୟର ମହତ୍ଵପୂର୍ଣ୍ଣ ନୃତ୍ୟ ଅଟେ ?

(କ) ଉତ୍ତରାଖଣ୍ଡ (ଖ) ଉତ୍ତର ପ୍ରଦେଶ

(ଗ) ରାଜସ୍ଥାନ (ଘ) ଆନ୍ଧ୍ର ପ୍ରଦେଶ

୭- ଗଙ୍ଗେଶ୍ଵରୀ, ରଙ୍ଗେଶ୍ଵରୀ ଏବଂ ପରମେଶ୍ଵରୀ ନାମକ ‘ରାଗ’ କିଏ ସୃଷ୍ଟି କରିଥିଲେ ?

(କ) ବିସ୍ମିଲ ଖାନ (ଖ) ହରିପ୍ରସାଦ ଚୌରସିଆ

(ଗ) ଶିବାକୁମାର ଶର୍ମା (ଘ) ରବି ଶଙ୍କର

୮- ପକ୍ଷୀ ଏବଂ ସେମାନଙ୍କ ସ୍ଵଭାବକୁ ଅଧ୍ୟୟନ କରିବା ବିଜ୍ଞାନକୁ କଣ କୁହାଯାଏ ?

(କ) ଖଗୋଳଶାସ୍ତ୍ରୀ (ଖ) ସୌରୋଲୋଜି

(ଗ) ଏନ୍ଥୋପୋଲୋଜି (ଘ) ଓରିନ୍ଥୋଲୋଜି

୯- ନିମ୍ନଲିଖିତ ମଧ୍ୟରୁ କେଉଁ ଦେଶରେ ବୀଜ ଗଣିତ ଏବଂ ତ୍ରିକୋଣମିତି ର ଆରମ୍ଭ ହୋଇଥିଲା ?

(କ) ଚୀନ (ଖ) ଜାପାନ

(ଗ) ଆମେରିକା (ଘ) ଭାରତ

୧୦- ଓ (O) ବ୍ଲଡ଼ ଗୃପ ଥିବା ବ୍ୟକ୍ତି କେଉଁ ବ୍ଲଡ଼ ଗ୍ରୁପର ବ୍ୟକ୍ତିଙ୍କ ଠାରୁ ବ୍ଲଡ଼ ନେଇପାରିବେ ?

(କ) କେବଳ “A” ଗୃପ (ଖ) କେବଳ “B” ଗୃପ

(ଗ) ଉଭୟ “A” ଏବଂ “B” ଗୃପ (ଘ) କେବଳ “O” ଗୃପ

୧୧- ହିନ୍ଦୁ କଥା ଅନୁସାରେ କାହା ପାଇଁ ଭଗବାନ ଗଣେଶଙ୍କର ଗୋଟିଏ ଦାନ୍ତ ଭାଙ୍ଗିଥିଲା ?

(କ) ନନ୍ଦୀ (ଖ) କାର୍ତ୍ତିକେୟ

(ଗ) ଭଗବାନ ଶିବ (ଘ) ପର୍ଶୁରାମ

୧୨- ହିନ୍ଦୁ କଥା ଅନୁସାରେ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ କାହାର ତୀର ଆଘାତରେ ଗୋଟିଏ ଆଖି ହରାଇଥିଲେ ?

(କ) ଦଶରଥ (ଖ) ଅର୍ଜୁନ

(ଗ) କର୍ଣ୍ଣ (ଘ) ଶ୍ରୀରାମ ଚନ୍ଦ୍ର

୧୩- ନିକଟ ଅତୀତ(୧୭ ଅଗଷ୍ଟ ୨୦୨୧) ରେ ହକୈଣ୍ଡ ହିଚିଲାମା କେଉଁ ଦେଶର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ?

(କ) ମାଲେସିଆ (ଖ) ଇଣ୍ଡୋନେସିଆ

(ଗ) ଜାମ୍ବିଆ (ଘ) କୌଣସିଟି ନୁହେଁ

୧୪- କେଉଁ ରାଜ୍ୟର ସରକାର ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳକୁ ସରଂକ୍ଷଣ ଦେବାକୁ ଘୋଷଣା କରିଛନ୍ତି ?

(କ) ଆସାମ (ଖ) ହରିୟାଣା

(ଗ) ଓଡିଶା (ଘ) ଆନ୍ଧ୍ର ପ୍ରଦେଶ

୧୫- ଏମିତି କେଉଁ କାମ ଅଛି ଯାହା ମଣିଷ ମ-ଲା ପ-ରେ ମଧ୍ୟ କରିପାରେ ?

ଏହାର ଉତ୍ତର ସିଧାସଳଖ ଉତ୍ତର ବିଭାଗରେ ଦେଖନ୍ତୁ ।

ଉତ୍ତର ବିଭାଗ:

୧- (ଗ), ୨- (ଖ), ୩- (ଘ), ୪- (ଘ), ୫- (ଖ), ୬- (ଗ), ୭- (ଘ), ୮- (ଘ), ୯- (ଘ), ୧୦- (ଘ), ୧୧- (ଘ), ୧୨- (ଘ), ୧୩- (ଗ), ୧୪- (ଗ), ୧୫- ଅଙ୍ଗଦାନ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ