ମନୁଷ୍ୟ ସର୍ବେ ପ୍ରଥମେ କେଉଁ ଜିନିଷକୁ ଖୋଜି ଥିଲା ? 30 GK ପ୍ରଶ୍ନ ଓ ଉତ୍ତର

ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରି ବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏହି ସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

ପ୍ରଶ୍ନ- ନୀତି ଦର୍ରା ଭାରତର କେଉଁ ରାଜ୍ୟରେ ଅଛି ?

ଉତ୍ତର- ଉତ୍ତରାଖଣ୍ଡ

ପ୍ରଶ୍ନ- ମନୁଷ୍ୟ ସର୍ବେ ପ୍ରଥମେ କେଉଁ ଜିନିଷକୁ ଖୋଜି ଥିଲା ?

ଉତ୍ତର- ନିଆଁ

ପ୍ରଶ୍ନ- କେଉଁ ଦେଶରେ ରାତିରେ ଚାଷ କରାଯାଏ ?

ଉତ୍ତର- Norway

ପ୍ରଶ୍ନ- କେଉଁ ପକ୍ଷୀ ନିଜର ରଙ୍ଗ ବଦଳାଇ ପାରିବ ?

ଉତ୍ତର- କୋମାଲିୟା

ପ୍ରଶ୍ନ- ସଂସାରର ସବୁଠୁ ବଡ ବନ୍ଦରଗାହ କେଉଁଠାରେ ଅବସ୍ଥିତ ?

ଉତ୍ତର- ନିଉୟର୍କ

ପ୍ରଶ୍ନ- ଶରୀରର କେଉଁ ଅଙ୍ଗ ସବୁଠୁ ଗରମ ହୋଇଥାଏ ?

ଉତ୍ତର- ହୃଦୟ

ପ୍ରଶ୍ନ- ସବୁଠୁ ଅଧିକ ଡବଲ ରୋଲ କେଉଁ ହିରୋ କରିଛନ୍ତି ?

ଉତ୍ତର- ଅମିତାଭ ବଚ୍ଚନ

ପ୍ରଶ୍ନ- କେଉଁ ଦେଶର ଲୋକମାନେ ନିଜ ବଦଳରେ ଅନ୍ୟ ବ୍ୟକ୍ତିକୁ ଜେଲ ପଠାଇ ପାରିବେ ?

ଉତ୍ତର- ଚୀନ

ପ୍ରଶ୍ନ- କର୍ଣାଟକର ରତ୍ନ କାହାକୁ କୁହାଯାଏ ?

ଉତ୍ତର- ମୈସୂର

ପ୍ରଶ୍ନ- ବିଶ୍ଵର ସବୁଠୁ ବଡ ମରୁଭୁମି କେଉଁଠି ଅବସ୍ଥିତ ?

ଉତ୍ତର- ଆଫ୍ରିକା

ପ୍ରଶ୍ନ- କେଉଁ ଦେଶରେ ସବୁଠୁ ଅଧିକ ଅଫିମ ମିଳିଥାଏ ?

ଉତ୍ତର- ଆଫଗାନିସ୍ତାନ

ପ୍ରଶ୍ନ- ଚନ୍ଦ୍ରମା ଓ ତାରା କେଉଁ ଦେଶର ରାଷ୍ଟ୍ରୀୟ ଚିହ୍ନ ଅଟେ ?

ଉତ୍ତର- ତୁର୍କୀ

ପ୍ରଶ୍ନ- ମିନି ପଞ୍ଜାବ କାହାକୁ କୁହାଯାଏ ?

ଉତ୍ତର- କାନାଡା

ପ୍ରଶ୍ନ- କେଉଁ ଜୀବ କେବେ ବି ଶୋଇ ନ ଥାଏ ?

ଉତ୍ତର- ପିମ୍ପୁଡି

ପ୍ରଶ୍ନ- ଲୁମ୍ବିନୀ କେଉଁଠି ଅଛି ?

ଉତ୍ତର- ନେପାଲ

ପ୍ରଶ୍ନ- କେଉଁ ଦେଶରେ ସବୁଠୁ ଅଧିକ ମନ୍ଦିର ଅଛି ?

ଉତ୍ତର- ଭାରତ

ପ୍ରଶ୍ନ- ଫଳମାନଙ୍କ ମଧ୍ୟରେ କାହାକୁ ଫଳର ରାଣୀ କୁହାଯାଏ ?

ଉତ୍ତର- ଲିଚୀ

ପ୍ରଶ୍ନ- ପୂର୍ବୀ ରେଲୱେର ମୁଖ୍ୟାଳୟ କେଉଁଠି ଅବସ୍ଥିତ ?

ଉତ୍ତର- କୋଲକାତା

ପ୍ରଶ୍ନ- ଲ୍ୟାଣ୍ଡ ଅଫ କେକ୍ସ କାହାକୁ କୁହଯାଏ ?

ଉତ୍ତର- ସକ୍ଟଲ୍ୟାଣ୍ଡ

ପ୍ରଶ୍ନ- କେଉଁ ପକ୍ଷୀର ପର ନ ଥାଏ ?

ଉତ୍ତର- କିୱି ପକ୍ଷୀ

ପ୍ରଶ୍ନ- ଦୁନିଆର ସବୁଠୁ ସଫା ପାଣି କେଉଁଠି ମିଳିଥାଏ ?

ଉତ୍ତର- କାନାଡା

ପ୍ରଶ୍ନ- କ୍ୟାଲଣ୍ଡରର ଆବିଷ୍କାର କିଏ କରିଥିଲେ ?

ଉତ୍ତର- ବିକ୍ରମାଦିତ୍ୟ

ପ୍ରଶ୍ନ- ସେ କିଏ, ଯିଏ ଭିକାରି ନୁହେଁ କିନ୍ତୁ ଟଙ୍କା ମାଗିଥାଏ,

ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ,

ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇଥାଏ ?

ଉତ୍ତର- ବସ କଣ୍ଡକ୍ଟର

ପ୍ରଶ୍ନ- ମନୁଷ୍ୟର ଆଖିର ଲୁହରେ କଣ ମିଳିଥାଏ ?

ଉତ୍ତର- ସୋଡିୟମ କ୍ଳୋରାଇଡ

ପ୍ରଶ୍ନ- ପାଲଘାଟ ଦର୍ରା ଭାରତର କେଉଁ ରାଜ୍ୟରେ ଅଛି ?

ଉତ୍ତର- କେରଳ

ପ୍ରଶ୍ନ- ନବାବର ସହର କାହାକୁ କୁହାଯାଏ ?

ଉତ୍ତର- ଲକ୍ଷ୍ନୌ

ପ୍ରଶ୍ନ- ପୃଥିବୀର ସବୁଠୁ ନିକଟର ଗ୍ରହ କିଏ ?

ଉତ୍ତର- ଶୁକ୍ର ଗ୍ରହ

ପ୍ରଶ୍ନ- କେଉଁ ପଶୁର ଦାନ୍ତ ନାଲି ରଙ୍ଗର ହୋଇଥାଏ ?

ଉତ୍ତର- ଡିଫର

ପ୍ରଶ୍ନ- ବାଦାମି କ୍ରାନ୍ତି କାହା ସହ ସମ୍ବନ୍ଧିତ ଅଟେ ?

ଉତ୍ତର- ମସାଲା ଉତ୍ପାଦନ

ପ୍ରଶ୍ନ- ୟୁରୋପ ଭାରତର କାହାକୁ କୁହାଯାଏ ?

ଉତ୍ତର- ଇଟାଲୀ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।