TV ର ଏହି 7 ଜଣ ହିରୋଇନଙ୍କ ସୁନ୍ଦରତା ଆଗରେ ଫିକା ପଡି ଯାଆନ୍ତି Bollywood ର ନାମୀ ଦାମୀ ଅଭିନେତ୍ରୀ ମାନେ, ନମ୍ବର 6ଙ୍କ ପାଇଁ ତ କୋଟି କୋଟି ଲୋକ ଦିବାନା

ବଲିଉଡରେ ଜଣଙ୍କ ଠାରୁ ବଳି ଜଣେ ସୁନ୍ଦର ଅଭିନେତ୍ରୀ ଅଛନ୍ତି । ସୁନ୍ଦର ଅଭିନେତ୍ରୀଙ୍କର କୌଣସି ଅଭାବ ନାହିଁ ଏଠାରେ । ଲୋକମାନେ ଟିଭି ଦୁନିଆର ଅଭିନେତ୍ରୀ ଙ୍କ ଅପେକ୍ଷା ବଲିଉଡ ର ଅଭିନେତ୍ରୀ ଙ୍କୁ ଅଧିକ ଗୁରୁତ୍ଵ ଦିଅନ୍ତି । ଆପଣଙ୍କୁ କହି ଦେଉଛୁ କି ଟିଭି ଇଣ୍ଡଷ୍ଟ୍ରି ରେ ମଧ୍ୟ ଏମିତି କିଛି ସୁନ୍ଦର ଅଭିନେତ୍ରୀ ଅଛନ୍ତି, ଯିଏ ସୁନ୍ଦରତା ଓ ଟ୍ୟାଲେନ୍ଟ ମାମଲାରେ ବଲିଉଡ ଅଭିନେତ୍ରୀ ଙ୍କୁ ଟକ୍କର ଦେଇଥାନ୍ତି । ବରଂ ଏମାନେ ବଲିଉଡ ହିରୋଇନ ମାନଙ୍କ ଠାରୁ ଅଧିକ ଟ୍ଯାଲେନ୍ଟେଡ ଓ ଅଧିକ ସୁନ୍ଦର ମଧ୍ୟ । କିନ୍ତୁ ଫରକ ଏତିକି ସେମାନଙ୍କ ନାମ ଆଗରେ ଫିଲ୍ମ ହିରୋଇନ ର ଟ୍ୟାଗ ଲାଗି ଯାଇଥାଏ ।

ଟିଭି ଇଣ୍ଡଷ୍ଟ୍ରି ର ଏହି ଅଭିନେତ୍ରୀମାନଙ୍କୁ ଯଦି ଫିଲ୍ମ ରେ କାମ କରିବା ପାଇଁ ସୁଯୋଗ ଦିଆଯାଏ, ତେବେ ସେମାନେ ବି ବଲିଉଡ ରେ ହଙ୍ଗାମା ମଚେଇ ଦେବେ । ଏମିତିରେ ଆପଣଙ୍କୁ ଆଜି ଆମେ ଟିଭି ଇଣ୍ଡଷ୍ଟ୍ରି ର ଏପରି ୭ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯେଉଁମାନେ ବଲିଉଡ ର କୌଣସି ହିରୋଇନ ଙ୍କ ଠାରୁ କମ ନୁହଁନ୍ତି । ନିଜ ଷ୍ଟାଇଲ ଏବଂ ଡ୍ରେସିଂ ସେନ୍ସ ଦ୍ଵାରା ସେମାନେ ଲୋକଙ୍କୁ ନିଜର ଦିବାନା ବନେଇ ଦେଇଛନ୍ତି । ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଙ୍କ ବିଷୟରେ ।

ଶିବାଙ୍ଗୀ ଯୋଶୀ – ଶିବାଙ୍ଗୀ ଯୋଶୀ ଷ୍ଟାର୍ ପ୍ଲସ୍ ସୋ ‘ୟେ ରିସ୍ତା କ୍ୟା କେହଲତା ହୈ’ ରେ ମଧ୍ୟ ଅଭିନୟ କରନ୍ତି । ସେ ଏହି ଶୋ’ରେ ‘ନାଇରା’ ଭୂମିକାରେ ଅଭିନୟ କରୁଛନ୍ତି । ଶିବାଙ୍ଗୀ ମଧ୍ୟ ରୂପରେ ବହୁତ ସୁନ୍ଦର ।

କୃତିକା ସେଙ୍ଗର୍ – କୃତିକା ସେଙ୍ଗର୍ କଲର୍ସ ର ସୋ ‘କସମ୍ ତେରେ ପ୍ୟାର୍ କି’ରେ ତନୁଜା ଭୂମିକାରେ ଅଭିନୟ କରିଥିଲେ । କୃତିକା ରୂପରେ ବହୁତ ସୁନ୍ଦର ଏବଂ ଟିଭିର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କ ନାମ ଗଣାଯାଏ ।

କାଞ୍ଚି ସିଂ – କାଞ୍ଚି ସିଂ ଖୁବ୍ କମ୍ ସମୟ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । କାଞ୍ଚି ଷ୍ଟାର ପ୍ଲସର ଫେମସ ସିରିଏଲ ‘ୟେ ଇସ୍କ କ୍ୟା କେହଲତା ହୈ’ ରେ ନଜର ଆସିଛନ୍ତି । କାଞ୍ଚି ରୂପରେ ବହୁତ ସୁନ୍ଦର । ନିଜର ସରଳତା ଦ୍ଵାରା ସେ ସମସ୍ତଙ୍କୁ ପାଗଳ କରିଦେଇଛନ୍ତି ।

ଦୀପିକା ସିଂ – ଷ୍ଟାର ପ୍ଲସ୍ ସୁପରହିଟ୍ ସୋ ‘ଦିୟା ଅର ବାତି ହମ୍’ରେ ଦୀପିକା ସନ୍ଧ୍ୟା ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଚରିତ୍ରକୁ ଦର୍ଶକମାନେ ବହୁତ ଭଲ ପାଇବା ଦେଇଥିଲେ । ଦୀପିକା ରୂପରେ ବହୁତ ସୁନ୍ଦର । କିଛି ଲୋକ ତାଙ୍କୁ ଶ୍ରୀଦେବୀଙ୍କ ସହ ମଧ୍ୟ ତୁଳନା କରନ୍ତି ।

ଶ୍ରେନୁ ପାରିଖ – ଟିଭିର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରେନୁ ପାରିଖ ଜଣେ ଅଟନ୍ତି । ସେ ଷ୍ଟାର୍ ପ୍ଲସ୍ ସୋ ‘ଇଶ୍କବାଜ୍’ ରେ ଗ ଗୌରୀ ଭୂମିକାରେ ନଜର ଆସୁଥିଲେ ।

ଦିବ୍ୟଙ୍କା ତ୍ରିପାଠୀ – ଷ୍ଟାର୍ ପ୍ଲସ୍ ସୋ ‘ୟେ ହୈ ମୋହବତେଂ’ରେ ଦିବ୍ୟଙ୍କା ତ୍ରିପାଠୀ ଇଶିତା ଭୂମିକାରେ ଅଭିନୟ କରିଥିଲେ । ଦିବ୍ୟଙ୍କା ରୂପରେ ବହୁତ ସୁନ୍ଦର । ତାଙ୍କର ଫ୍ୟାନ୍ସ ଫଲୋଇଙ୍ଗ କୌଣସି ବଲିଉଡ ଅଭିନେତ୍ରୀଙ୍କଠାରୁ କମ୍ ନୁହେନ୍ତି । ଟିଭିର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିବ୍ୟଙ୍କା ଅନ୍ୟତମ ।

ଜେନିଫର୍ ୱିଙ୍ଗେଟ – ଜେନିଫର୍ ୱିଙ୍ଗେଟ୍ ଛୋଟ ପରଦାରେ ସବୁଠାରୁ ଫେମସ ଅଭିନେତ୍ରୀ । ସେ ଅନେକ ସୁପରହିଟ୍ ସିରିଏଲରେ କାମ କରିଛନ୍ତି । ସେ ରୂପରେ ଏତେ ସୁନ୍ଦର ଯେ ବଲିଉଡର ବଡ ବଡ ଅଭିନେତ୍ରୀମାନେ ମଧ୍ୟ ତାଙ୍କ ସାମ୍ନାରେ ଫେଲ ହୋଇଛନ୍ତି । ତାଙ୍କର ବନ୍ଦ ହୋଇଥିବା ଶୋ ‘ବେହଦ’ ବହୁତ ହିଟ୍ ହୋଇଥିଲା । ଆମେ ଆପଣଙ୍କୁ କହି ଦେଉଛୁ କି ଜେନିଫର୍ ଟିଭିର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ ଅଟନ୍ତି ଓ ତାଙ୍କର ‘ବେପନାହ’ ସିରିୟଲ ମଧ୍ୟ ହିତ ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।