ଆଊ ନାହାନ୍ତି ଓଲିଉଡର ଏହି ମହାନ ବ୍ୟକ୍ତି, ଜାଣନ୍ତୁ କେମିତି ହେଲା ତାଙ୍କ ନିଧନ

ଆଜି ଆମେ ଆପଣଙ୍କୁ ଜଣାଇବୁ ଗୋଟେ ଦୁଃଖ ଖବର । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ବରିଷ୍ଠ କ୍ୟାମେରା ମ୍ୟାନ ଏବଂ ନିର୍ଦ୍ଦେଶକ ରାଜୁ ମିଶ୍ର ଙ୍କ ଦେହାନ୍ତ ହୋଇଯାଇଛି । ବରିଷ୍ଠ ନିର୍ଦ୍ଦେଶକ ରାଜୁ ମିଶ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଆଜି ଅପରାହ୍ନ ରେ ରାଜୁ ମିଶ୍ର ଙ୍କ ଦେହାନ୍ତ ହୋଇଯାଇଛି ।
ବରିଷ୍ଠ ନିର୍ଦ୍ଦେଶକ ରାଜୁ ମିଶ୍ର ଙ୍କ ବିୟୋଗ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଶୋକ ର ଛାୟା ଭରି ଯାଇଛି । ପୂର୍ବରୁ ରାଜୁ ମିଶ୍ର ଅନେକ ଗୁଡେ଼ ଫିଲ୍ମ ଏବଂ ଆଲବମ ର ନିର୍ଦେଶକ ଏବଂ କ୍ୟାମେରା ମ୍ୟାନ ର ଦାୟିତ୍ଵ ନିଭାଇଛନ୍ତି ।

ରାଜୁ ମିଶ୍ର ଙ୍କ ନିର୍ଦ୍ଦେଶିତ ଫିଲ୍ମ ଗୁଡ଼ିକ ସାରା ଓଡ଼ିଶାରେ ସୁପରହିଟ ହୋଇଛି । ରାଜୁ ମିଶ୍ର ସବୁ ବେଳେ ଲୋକଙ୍କୁ ଖୁସି କରାଇଛନ୍ତି । ସେ ବହୁତ ଭଲ ବ୍ୟକ୍ତି ଥିଲେ । ସେ ନିଜର ଫିଲ୍ମ ଦ୍ଵାରା ସମସ୍ତଙ୍କ ମନ କିଣିଥାନ୍ତୀ । ପରିବାର ଠାରୁ ମିଳିଥିବା ସୂଚନା ଅନୁସାରେ ସେ ଏକ ବ୍ୟାଙ୍କରୁ ଫେରିବା ପରେ ହୃଦ୍‌ଘାତର ଶିକାର ହୋଇଥିଲେ। ଯଦିଓ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ରାଜୁ ମିଶ୍ର ଙ୍କୁ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁତ ମନେ ପକାଇବ । ରାଜୁ ମିଶ୍ର ସବୁ ବେଳେ ଓଡ଼ିଶା ବାସି ଙ୍କ ହୃଦୟରେ ରହିବେ । ଆମେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲିଜେଣ୍ଡ ରାଜୁ ମିଶ୍ର ଙ୍କ ଅମର ଆତ୍ମା ର ଶାନ୍ତି ପାଇଁ ଭଗବାନ ଙ୍କ ପାଖରେ ପାର୍ଥନା କରୁଛୁ ।

ଆପଣ ମାନେ ମଧ୍ୟ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ବରିଷ୍ଠ ନିର୍ଦ୍ଦେଶକ ରାଜୁ ମିଶ୍ର ଙ୍କ ଆମର ଆତ୍ମା ର ସଦ୍ଗତି ପାଇଁ ପାର୍ଥନା କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।