ଆଜିର ରାଶିଫଳ, 3 ନଭେମ୍ବର 2020, ମଙ୍ଗଳବାର, ମା ତାରିଣୀଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ଧନପ୍ରାପ୍ତିର ଯୋଗ ରହିଛି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଅପଣଙ୍କ ଦିନ ବହୁତ ଖୁସିରେ ରହିବ । ଆଜି କପଡା ବ୍ୟବସାୟିମାନଙ୍କୁ ଆଶାତୀତ ଲାଭ ମିଳିବ । ଆଜିର ଦିନ ପ୍ରେମ ସମ୍ବନ୍ଧରେ ଭଲ ରହିବ । ଘର ପରିବାରରେ ସ୍ଥିତି ଭଲ ରହିବ । ମାତା ପିତାଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ଭବିଷ୍ୟତରେ ଆପଣଙ୍କୁ ପରିବାରାର ସହଯୋଗ ମିଳିବ । ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ଖୁସୀ ଖବର ମିଳିବ । ଅଫିସରେ ଆପଣଙ୍କ କାର୍ଯ୍ୟ ଦକ୍ଷତାରେ ଉପରିସ୍ଥ ଅଫିସର ସନ୍ତୁଷ୍ଟ ରହିବେ । ଆପଣ ସମୟ ଓ ପରିସ୍ଥିତିକୁ ଦେଖି କାର୍ଯ୍ୟ କରିଲେ ସଫଳତା ମିଳିବ । ହନୁମାନଙ୍କୁ ଲଡୁ ଭୋଗ ଲଗାନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ବୃଷ

ଆଜି ଆପଣ ଚିନ୍ତାରୁ ମୁକ୍ତ ରହିବେ । ଏହି ରାଶିର ବ୍ୟକ୍ତିମାନଙ୍କୁ କପଡା ବ୍ୟବସାୟରେ ଭଲ ଲାଭ ମିଳିବ । ଛାତ୍ରମାନଙ୍କୁ ଶିକ୍ଷା କ୍ଷେତ୍ରରେ ମିତ୍ର ଓ ଶିକ୍ଷକଙ୍କର ସହଯୋଗ ମିଳିବ । ବ୍ୟବସାୟ ବିସ୍ତାର କରିବାରେ ସଫଳ ହେବେ । ଆର୍ଥିକ ସ୍ଥିତି ସୁଧୁରି ଯିବ । ଆପଣଙ୍କର ପୁରୁଣା ସମସ୍ୟା ଅତି ସହଜରେ ସମାଧାନ ହୋଇଯିବ । ବ୍ୟବସାୟରେ କୌଣସି ଛୋଟ ଛୋଟ ସମସ୍ୟା ଆସିପାରେ । କିନ୍ତୁ ଏହାର ସମାଧାନ ବି ଆପଣ କରି ପାରିବେ ଓ ଭଲ ଲାଭ ବି ମିଳିବ । ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ।

ମିଥୁନ

ଆଜି ଆପଣଙ୍କ ଦିନଟି ଠିକ ଠାକ ରହିବ । କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧାର ବି ସାମ୍ନାନା କରିବାକୁ ପଡିବ । ବ୍ୟବସାୟରେ କିଛ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆପଣଙ୍କୁ କୌଣସି କ୍ଷେତ୍ରରେ ଧନ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ଭାର ଅଧିକ ରହିବ । ସହକ୍ରମୀଙ୍କ ସହଯୋଗ ଦ୍ଵାରା କାର୍ଯ୍ୟ କରିବାରେ ସଫଳତା ପାଇବେ । ଆଜି ଆପଣଙ୍କର ଶତ୍ରୁମାନେ କମଜୋର ହୋଇଯିବେ । ଆପଣଙ୍କର କୌଣସି ପ୍ରକାର ଚାଲିଥିବା ବିବାଦ ସମାଧାନ ହୋଇଯିବ । କୌର୍ଟ କଚରୀରେ ମାମଲାରେ ଲାଭ ମିଳିବ । ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ଦିନଟି ବହୁତ ଭଲରେ କଟିବ ।

କର୍କଟ

ଆଜିର ଦିନଟି ସାମାନ୍ୟ ରହିବ । ଆପଣଙ୍କର କୌଣସି ପୁରୁଣା ସମସ୍ୟା ସମାଧାନ ହୋଇଯିବ । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ବଡ ଲୋକ କିମ୍ବା ଅନୁଭବି ଲୋକଙ୍କ ଠାରୁ ପରାମର୍ଶ ନେଇ କରନ୍ତୁ । କାର୍ଯ୍ୟରେ ସଫଳତା ମିଳିବ । କାରୋବାର ବିସ୍ତାର କରିବେ। ସଫଳତା ମିଳିବ ଓ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ପଦୋନ୍ନତି ମିଳିପାରେ । ଆପଣଙ୍କ ପରିବାରେ ସବୁ ସଦସ୍ୟଙ୍କ ସହ ଭଲ ସମ୍ପର୍କ ରହିବ । ଯାହା ଫଳରେ କି ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ମାଙ୍କଡଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ ସବୁ କଷ୍ଟ ଦୂର ହୋଇଯିବ ।

ସିଂହ

ଆଜିର ଦିନଟି ଆପଣଙ୍କ ପାଇଁ ବହୁତ  ଭଲ ରହିବ । ଆଜି ଆପଣ ଭାବିଥିବା ସବୁ କାର୍ଯ୍ୟ ସଫଳ ହେବ । ଯେଉଁମାନେ ଲୁହାର ବ୍ୟବସାୟ କରୁଛନ୍ତି ତାଙ୍କୁ ବ୍ୟବସାୟରେ ଭଲ ସଫଳତା ମିଳିବ । ଆପଣ ଯଦି କୌଣସି ନୂଆ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ସେଥିତରେ ଆପଣଙ୍କୁ ସଫଳତା ମିଳିବ । ଆକସ୍ମିକ ଧନ ମିଳିବାର ସମ୍ଭାବନା ଅଛି । ଆପଣଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ । ସେଥିପାଇଁ ଆପଣ କ୍ଳାନ୍ତ ଅନୁଭବ କରିବେ । ଲୋକମାନଙ୍କୁ ଗୁଡ ଓ ଚଣାର ଭୋଗ ବାଣ୍ଟନ୍ତୁ ଆପଣଙ୍କ ଆର୍ଥିକ ସ୍ଥିତି ଠିକ ରହିବ ।

କନ୍ୟା

ଆଜି ଆପଣଙ୍କ ଦିନଟି ବହୁତ ଖୁସିରେ ବିତିବ । ରାଜନୀତି କ୍ଷେତ୍ରରେ ଥିବା ଲୋକାଙ୍କୁ କୌଣସି ପଦ ପଦବୀ ମିଳିପାରେ । ଆପଣଙ୍କୁ ସମାଜରେ ପ୍ରତିଷ୍ଠା ମିଳିବ । ଆପଣଙ୍କୁ ଆର୍ଥିକ ଲାଭ ମିଳିବ ତଥା ଆପଣଙ୍କୁ କାହାର ସହଯୋଗରେ ଧନ ମିଳିବାର ସୁଯୋଗ ମିଳିବ । ଘର ପରିବାରରେ ସମସ୍ତଙ୍କ ସହଯୋଗ ମିଳିବ । ଯାହା ଫଳରେ କି ଆପଣଙ୍କୁ ଆର୍ଥିକ ମାମଲାରେ ଭଲ ଲାଭ ମିଳିବ । ଆପଣ ଯାହା ବି କରିବେ ଭଲ ଭାବରେ ଭାବି ଚିନ୍ତି କରନ୍ତୁ ନଚେତ ଆପଣ ସମସ୍ୟାରେ ପଡିପାରନ୍ତି । ହନୁମାନ ଚାଲିସାର ପାଠ କରନ୍ତୁ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।

ତୁଳା

ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ଆପଣଙ୍କର ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟରେ କିଛି ସମସ୍ୟା ରହିବ । ଆପଣଙ୍କ କୌଣସି ଜରୁରୀ କାମ ସଫଳ ହେବାରୁ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଆପଣଙ୍କୁ କୌଣସି କାର୍ଯ୍ୟରେ ବଡ ଲୋକଙ୍କ କିମ୍ବା ଅନୁଭବି ଲୋକଙ୍କ ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଅଧିକ କାର୍ଯ୍ୟ ଭାର ରହିବାରୁ ଆପଣ ଆଳସ୍ୟ ଅନୁଭବ କରିବେ । ପରିବାରରେ ନିଜ ନିଜ ଭିତରେ ସମ୍ପର୍କ ରହିବାରୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ନିଜ ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ ସବୁ କାମରେ ସଫଳତା ମିଳିବ ।

ବିଚ୍ଛା

ଆଜି ଆପଣଙ୍କୁ ବହୁତ ଖୁସି ମିଳିବ । ଏହି ରାଶିର ବ୍ୟକ୍ତିମାନଙ୍କୁ ଫିଲ୍ମ ଦୁନିଆରେ ସଫଳତା ମିଳିବ । ଆଜି ଆପଣଙ୍କ ଅଟକି ଥିବା କାମ ପୁଣି ଥରେ ଆରମ୍ଭ ହୋଇଯିବ । ଆର୍ଥିକ ସ୍ଥିତି ଅନୁକୂଳ ରହିବ । ଆପଣ କୌଣସି ବିଦେଶୀ କମ୍ପାନୀ ସହ କୌଣସି ବଡ ଡିଲ କରି ପାରନ୍ତି । ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଚାକିରି କ୍ଷେତ୍ରରେ ସଫଳତା ମିଳିବ ତଥା ପଦୋନ୍ନତି ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ମାତ ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣଙ୍କର ଚିନ୍ତା ବଢିପାରେ । ବଜରଙ୍ଗବଲିଙ୍କ ମନ୍ତ୍ରକୁ ୧୦୮ ଥର ପଢନ୍ତୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ଧନୁ

ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି । ଆଜି ଆପଣଙ୍କୁ ସମସ୍ତଙ୍କ ସହଯୋଗ ମିଳିବ । ଓକିଲ ମାନଙ୍କୁ ଆଜି କୌଣସି କେସରେ ସଫଳତା ମିଳିବ । କୌଣସି ବିଗିଡିଥିବା କାର୍ଯ୍ୟରେ ବି ସଫଳତା ମିଳିବ । ବିପରୀତ ସ୍ଥିତିରେ ବି ଆପଣଙ୍କୁ ଧନ ମିଳିବାର ସମ୍ଭାବନା ଅଛି । କାରୋବାର ମଧ୍ୟମ ଧରଣର ରହିବ ଓ ଅଧିକ ପରିଶ୍ରମ କରିବାକୁ ପଡିବ । କଠିନ ପରିଶ୍ରମ ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । ଅନାବଶ୍ୟକ ଖର୍ଚ ଠାରୁ ଦୂରେଇ ରୁହନ୍ତୁ । ପୂଜା ସମୟରେ ନାଲି ଫୁଲ ହନୁମାନଙ୍କୁ ଅର୍ପଣ କରନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ ।

ମକର

ଆଜି ଆପଣଙ୍କ ପାଇଁ ସମୟ ବହୁତ ଭଲ ଅଛି । ଆଜି ଆପଣ ନିଜ ଜୀବନରେ ଶ୍ରେଷ୍ଠରେ ପହଞ୍ଚିବେ । ଏହି ରାଶିର ଯେଉଁ ମାନେ ଫେସନ ଡିଜାଇନର ଅଛନ୍ତି ସେମାନେ ସମ୍ମାନିତ ହେବେ । ଆପଣଙ୍କର ଉଚ୍ଚଧିକାରୀଙ୍କ ସହ ଭଲ ସମ୍ପର୍କ ରହିବାରୁ ଆପଣଙ୍କୁ ଉଚ୍ଚ ପଦ ପଦବୀ ମିଳିବ । ବ୍ୟବସାୟରେ କିଛି ସମସ୍ୟା ଆସିପାରେ କିନ୍ତୁ ଏହା ବହୁତ ଶୀଘ୍ର ସମାଧାନ ବି ହୋଇଯିବ । ଆଜି କାର୍ଯ୍ୟ ଭାର ଅଧିକ ରହିବାରୁ ଅପଣ କ୍ଳାନ୍ତ ଅନୁଭବ କରିବେ । ହନୁମାନ ମନ୍ଦିରରେ ଯାଇ ରାମରକ୍ଷା ପାଠ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ ।

କୁମ୍ଭ

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ । ଆଜି ପୁରା ଦିନ ଆପଣ ହସ ଖୁସିରେ ବିତାଇବେ । ସରକାରୀ ଚାକିରିଆଙ୍କୁ ନିଜର ସହଯୋଗୀଙ୍କ ସହଯୋଗ ମିଳିବ । କାମ କାର୍ଯ୍ୟକୁ ନେଇ ବାହାରକୁ ଯାଇପାରନ୍ତି । ସବୁ କାର୍ଯ୍ୟରେ ଆପଣଙ୍କୁ ଆପଣଙ୍କ ଜୀବନସାଥିଙ୍କ ପୁରା ସହଯୋଗ ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ଖୁସିରେ ବିତିବ । ଆପଣ ଉପରିସ୍ଥ ଅଫିସରଙ୍କ ପ୍ରଶଂସା ପାଇବେ । ଅନାଥ ଆଶ୍ରମରେ ଆର୍ଥିକ ସାହାଯ୍ୟ କରନ୍ତୁ ସବୁ ସମସ୍ୟାରୁ ମୁକ୍ତି ପାଇବେ ।

ମୀନ

ଆଜି ଆପଣଙ୍କ ଦିନଟି ବହୁତ ଖୁସି ଭରା ରହିବ । ଯେଉଁମାନେ ଲେଖକ ଅଛନ୍ତି ସେମାନଙ୍କ ବିଚାରକୁ ପ୍ରଶଂସା ମିଳିବ । ଆଜି ସବୁ ପ୍ରକାର ପରିସ୍ଥିତିରେ ଆପଣଙ୍କୁ ଖୁସି ମିଳିବ । ଆଜି ଆପଣ ନିଜ ବୁଦ୍ଧି ବଳରେ ଆପଣଙ୍କର କୌଣସି ଜରୁରୀ କାର୍ଯ୍ୟକୁ କରିବେ ଓ ଲକ୍ଷକୁ ପ୍ରାପ୍ତ କରିବେ । କୌଣସି ନୂଆ କାର୍ଯ୍ୟକୁ ଆରମ୍ଭ କରିବା ଆପଣଙ୍କ ପାଇଁ ଶୁଭ ହେବ । କାରୋବାର ଭଲ ଚାଲିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ହନୁମାନଙ୍କୁ ମଙ୍ଗଳବାର ଦିନ ପାନ ବିଡି ଅର୍ପଣ କରନ୍ତୁ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।