ଓଲିଉଡ ଜଗତର କଳାକାର ମାନେ ନିଜର ଷାଣ୍ଡର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର ସୃଷ୍ଟି କରି ପାରିଛନ୍ତି । ଠିକ ସେହି ଭଳି ଟେଲିଭିଜନ ଜଗତରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ପର୍ଫୋମାସ ପାଇଁ ଆଜିକା ଡେଟରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ।
ଟିଭି ଇଣ୍ଡଷ୍ଟ୍ରିରେ କଳାକାର ମାନେ ନିଜର ଷ୍ଟାଇଲିସ, ଚାର୍ମିଙ୍ଗ ଲୂକ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା “ସିନ୍ଦୁରର ଅଧିକାର” ସିରିଏଲର କଳାକାର ମାନେ ରିୟଲ ଲାଇଫରେ କିପରି ଦେଖା ଯାଉଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।
୧- “ଦାମିନୀ” : ତରଂଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ସିନ୍ଦୁରର ଅଧିକାର” ରେ ଅଭିନେତ୍ରୀ ଦାମିନୀ ରିୟଲ ଲାଇଫରେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହି ସିରିଏଲରେ ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କୁ ପ୍ରଭାବିତ କରି ପାରିଛନ୍ତି ।
୨- “ପବିତ୍ରା” : ଏହି ସିରିଏଲରେ ଅଭିନେତ୍ରୀ ପବିତ୍ରା ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ସେ ଏହି ସିରିଏଲରେ ଜଣେ ସାଧାସିଧା ବୋହୁ ଚରିତ୍ରରେ ଅଭିନୟ କରୁଛନ୍ତି । କିନ୍ତୁ ରିୟଲ ଲାଇଫରେ ସେ ଦେଖିବାକୁ ବହୁତ ଗରଜେସ ଅଟନ୍ତି ।
୩- “ଉର୍ଭି” : ଏହି ସିରିଏଲରେ କାମ୍ୟାଙ୍କ ଝିଅ ଭାବେ ଉର୍ଭି ଅଭିନୟ କରୁଛନ୍ତି । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ସିରିଏଲକୁ ଆଗକୁ ନେବରେ ସଫଳ ହୋଇଛନ୍ତି । ରିୟଲ ଲାଇଫରେ ଦେଖିବାକୁ ସେ ବହୁତ ସୁନ୍ଦର ଅଟନ୍ତି ।
୪- “କାମ୍ୟା” : ଏହି ସିରିଏଲରେ ପବିତ୍ରାଙ୍କ ବିପରୀତ ଚରିତ୍ରରେ ଅଭିନେତ୍ରୀ କାମ୍ୟା ନଜର ଆସୁଛନ୍ତି । ସେ ଏହି ସିରିଏଲରେ ଖଳନାୟିକା ଭାବେ ନଜର ଆସୁଥିଲେ ମଧ୍ୟ ରିୟଲ ଲାଇଫରେ ସେ ଦେଖିବାକୁ ଗ୍ଲାମରିୟସ ଅଟନ୍ତି । ତାଙ୍କର ଡ୍ରେସ ଠାରୁ ହେୟାର ଷ୍ଟାଇଲରେ ବହୁତ ଡିଫରେନ୍ସ ରହିଛି ।
୫- “ଇତି” : ଏହି ସିରିଏଲରେ ପବିତ୍ରାଙ୍କ ଝିଅ ଚରିତ୍ରରେ ଅଭିନେତ୍ରୀ ଇତି ଅଭିନୟ କରୁଛନ୍ତି । ଏହି ସିରିଏଲରେ ସେ ବହୁତ ଚୂଲବୁଲି ହୋଇଥିଲେ ମଧ୍ୟ ରିୟଲ ଲାଇଫରେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।
୬- “ଆଈ” : ଏହି ସିରିଏଲରେ କାମ୍ୟାଙ୍କ ମାଉସୀ ଭୂମିକାରେ ଆଈ ଚରିତାରେ ନଜର ଆସୁଛନ୍ତି । ରିୟଲ ଲାଇଫରେ ତାଙ୍କର ଜୀବନ ଶୈଳୀ ବହୁତ ଅଲଗା ହୋଇଥାଏ । ସେ ଦେଖିବାକୁ ବହୁତ ସୁନ୍ଦର ହେବା ସହ ତାଙ୍କର ଡ୍ରେସ ଷ୍ଟାଇଲ ମଧ୍ୟ ନିଆରା ଅଟେ ।
୭- “ଆରଭ” : ଏହି ସିରିଏଲରେ ଆରଭ ବେଶ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଏହି ସିରିଏଲରେ ସେ ସାଧାସିଧା ଚରିତ୍ରରେ ଅଭିନୟ କରୁଥିବା ବେଳେ ରିୟଲ ଲାଇଫରେ ଦେଖିବାକୁ ବହୁତ ଷ୍ଟାଇଲିସ ଓ ଚାର୍ମିଙ୍ଗ ଅଟନ୍ତି । ତାଙ୍କର ହେୟାର ଷ୍ଟାଇଲ ଠାରୁ ଆରମ୍ଭ କରି ଡ୍ରେସ ଯାଏଁ ସିରିଏଲ ଅପେକ୍ଷା ବହୁତ ବ୍ଯବଧାନ ରହିଛି ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।