ଦେଖନ୍ତୁ Video: ବ୍ରହ୍ମପୁର ହସ୍ପିଟାଲର ସିସିଟିଭି ରେ କଏଦ ହେଲା ଭୂତ, ଭିଡିଓ ଦେଖିଲେ ଉଡିଯିବ ଆପଣଙ୍କ ହୋସ

ବନ୍ଧୁଗଣ ବିଜ୍ଞାନ ଯୁଗରେ ଭୁ-ତ ବା ପ୍ରେ-ତ ଅଛି ବୋଲି ବିଶ୍ବାସ କରିବା ସହଜ ନୁହେ । କାରଣ ଦୁନିଆ ଆଜି ଏତେ ଆଗରେ ରହିଛି ଯେ କୌଣସି ଭୁ-ତ ବା ପ୍ରେ-ତ ନାହି ବୋଲି ବିଜ୍ଞାନ ପ୍ରମାଣ କରିଛି । ଭୁ-ତ ପ୍ରେ-ତ ଏକ ଅ-ନ୍ଧବି-ଶ୍ଵା-ସ ଘ-ଟ-ଣା ଅଟେ ।

ସୂଚନା ଅନୁସାରେ ବ୍ରହ୍ମପୁର MKCG ହସପିଟାଲରେ କିଛି ଦ୍ରୁଶ୍ଯ ସାମନାକୁ ଆସିଛି ଯାହା ଅତି ଭୟଙ୍କର ଅଟେ । ସେଠିକାର ଲୋକଙ୍କ କହିବା ଅନୁସାରେ ସେଠାରେ ପ୍ରତେକ ଦିନ ରାତିରେ ଭୁ-ତ ବା ପ୍ରେ-ତା-ତ୍ମା-ର ସାୟା ଦେଖା ଯାଉଛି । ହସପିଟାଲର କର୍ମଚାରୀ ମାନେ ମଧ୍ୟ ଏହି କଥାକୁ ଗ୍ରହଣ କରିଛନ୍ତି । ହସ୍ପିଟାଲର ସିସିଟିଭି କ୍ୟାମେରାରେ କାବୁଆଲିଟି ନିକଟ ୫ମ ମହଲାରେ ଏପରି ଭ-ୟା-ନ-କ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ସେଠାରେ ଥିବା ରୋଗୀ ମାନେ ଅଧିକ ଭୟଭୀତ ହୋଇ ପଡିଛନ୍ତି ।

ପ୍ରତେକ ଦିନ ରାତିରେ ସେଠାରେ କିଛି ଅଜବ ଗଜବର ଶବ୍ଦ ଶୁଣିବାକୁ ମିଳିଛି ବୋଲି କର୍ମଚରୀ ମାନେ ନିଜ ରାଏରେ କହିଛନ୍ତି । ଏହି ଭିଡିଓ ରେ ସ୍ପଷ୍ଟ ଦେଖା ଯାଉଛି ଯେ ଲାଇଟ ପାସ କରୁଛି ଯାହାକୁ ଦେଖିବା ପରେ ସେଠିକାର ରୋଗୀ ବା କର୍ମଚାରୀ ମାନେ ଭୂ-ତ-ର ଆଖ୍ୟା ଦେଉଛନ୍ତି । ବାରମ୍ବାର ଏହି ଘ-ଟ-ଣା ଘ-ଟି-ବା ପରେ ହସପିଟାଲରେ କୋ-କୁ-ଆ ଭୟ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି । ଏହି ଭିଡିଓ ରେ ଲାଇଟ ପାସ କରିବା ସମୟରେ କିଛି ଅଜବ ଦୃଶ୍ୟ ପାସ କରୁଥିବାର ଜଣା ପଡୁଛି ।

ଏହି ଘ-ଟ-ଣା ବିଷୟରେ ଜାଣିବା ପାଇଁ ସେଠିକାର କର୍ମଚାରୀ ମାନେ ଘ-ଟ-ଣା ସ୍ଥଳରେ ପହଞ୍ଚି ସନ୍ଧାନ କରିବାକୁ ଚେଷ୍ଟା କରୁଛନ୍ତି । ସିସିଟିଭି କ୍ୟାମେରାରୁ ସ୍ପଷ୍ଟ ହେଉଛି ଯେ ଏଠାରେ ରାତିରେ କିଛି ନା କିଛି ଘ-ଟୁ-ଛି ଯାହା ଅତି ଅ-ଦ୍ଭୁ-ତ ପ୍ରକାରର ଘ-ଟ-ଣା ଅଟେ । ଏହି ଘ-ଟ-ଣା ସାମନାକୁ ଆସିବା ପରେ ହସପିଟାଲରେ ପୂଜା ଅର୍ଚ୍ଚନା କରାଯାଇ ଥିଲା ।

ହସପିଟାଲର କର୍ମଚାରୀ ମାନଙ୍କର କହିବା ଅନୁସାରେ ଯେତେବେଳେ ସେମାନଙ୍କୁ ଭୁ-ତ ବା ପ୍ରେ-ତ-ର ଆଭାସ ହେବା ଭଳି କିଛି ଅନୁଭବ ହୋଇଥିଲା ସେହି ସମୟରେ ସେମାନେ ବଡ ଧରଣର ପୂଜା କରିଥିଲେ । କିନ୍ତୁ ପୂଜା କରିବା ସତ୍ବେ ଅମଧ୍ୟ ପୂର୍ଣ୍ଣବାର ସେଠାରେ ଏହିଭଳି କିଛି ଅଦୃଶ୍ୟ ଛାଇ ଦେଖା ଯାଉଛି ।

ସୂଚନା ଅନୁସାରେ ଏହି ଘ-ଟ-ଣା ପରବର୍ତ୍ତୀ ସମୟରେ ଗୁଜବ ବୋଲି କୁହା ଯାଇଛି । ହସପିଟାଲର କର୍ତ୍ତୁପକ୍ଷ ନିଜ ମତରେ କହିଛନ୍ତି ଯେ ସିସିଟିଭିରେ କିଛି ଅସୁବିଧା ହୋଇଥିବାରୁ ଏପରି ଦୃଶ୍ୟ ଦେଖା ଯାଉଛି । ନ ହେଲେ ଭୁ-ତ ବା ପ୍ରେ-ତ ଭଳି ସେମିତି କିଛି ନାହି । ଶେଷରେ ଏତିକି କୁହାଯାଇ ପାରେ ଯେ ଏହି ଘଟଣାର କେତେ ସତ୍ୟତା ରହିଛି ତାହା ଅ-ନୁ-ସ-ନ୍ଧା-ନ ପରେ ଜଣା ପଡିବ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।