ଦେଖନ୍ତୁ Video: ଯେତେବେଳେ ଝିଅଟି ମ-ଦ୍ୟ-ପା-ନ କରି ନି-ଶା-ରେ କରି ବସିଲା ଏମିତି ଅଜବ କା-ଣ୍ଡ, ଭିଡିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘ-ଟ-ଣା ଦୁ-ର୍ଘ-ଟ-ଣା ଘଟିବାରେ ଲାଗିଛି । କିଛି ଘ-ଟ-ଣା ଲୋକ ମାନଙ୍କ ଜାଣତରେ ହେଉ ବା ଅଜାଣତରେ ଘ-ଟୁ-ଛି । ଯାହା ଦ୍ଵାରା ପୋ-ଲି-ସ ମାନଙ୍କୁ କିଛି ମାତ୍ରାରେ ସଫର କରିବାକୁ ପଡୁଛି ତ ଆଉ କିଛି କ୍ଷେତ୍ରରେ ଲୋକ ମାନଙ୍କୁ ସଫର କରିବାକୁ ପଡୁଛି ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଅଦଭୂତ ଘଟଣା ନେଇ ଆସିଛୁ ଯାହା ହୁଏ ତ ଆଗରୁ କେବେ ଆପଣ ମାନେ ଜଣାଇ ନ ଥିବେ । ତେବେ ଆସନ୍ତୁ ଜାଣିବା ଘ-ଟ-ଣା-ର ପୁରା ସତ୍ୟତା କଣ ରହିଛି । ମ-ଦ-ୟ-ପା-ନ ଏମିତି ଏକ ଖ-ରା-ପ ନି-ଶା ଯାହାକୁ ଠାରେ ସେବନ କରିଲେ ଜୀବନ ସାରା ତାର ଅଭ୍ଯାସ ହୋଇଯାଏ । ବ୍ୟକ୍ତି ମ-ଦ-ୟ-ପା-ନ କରିବା ପରେ ନିଜ ହୋ-ସ-ରେ ରହେ ନାହି ।

ଯାହା ଫଳରେ ସେ କଣ କରେ ତାହା ସେ ଜାଣି ପାରେ ନାହି । ମ-ଦ-ୟ-ପା-ନ ଏମିତି ଏକ ଜିନିଷ ଯାହାର ସେବନ ଦ୍ଵାରା ବ୍ୟକ୍ତି ଜୀବନ ବରବାତ ହେବା ସହ ସେ ତାର ଅନେକ କିଛି ମୂଲ୍ୟବାନ ଜିନିଷ ମଧ୍ୟ ହରାଇ ଥାଏ ।

ଆଜିର ଆମ ଏହି ଲେଖାରେ ଏହି ଭଳି କିଛି ଘ-ଟ-ଣା ରହିଛି ଯେଉଁ ଠାରେ ଜଣେ ମହିଳା ମ-ଦ-ୟ-ପା-ନ କରି ଗାଡିରେ ଶୋଇବା ପରେ ତାଙ୍କ ସହ ଯାହା ଘ-ଟି-ଲା ତାହା ବିଶ୍ଵାସ କରି ହେବ ନାହି । ଏହି ଘ-ଟ-ଣା ଟି ଇଣ୍ଟର ଷ୍ଟେଟ ୮୦୫ ହାଇୱେରେ ଘଟିଛି । ଏଠାରେ ଜଣେ ମହିଳା ମ-ଦ-ୟ-ପା-ନ କରି ନିଜର ଭାରସାମ୍ୟ ହ-ରା-ଇ ଗା-ଡି ଚ-ଲା-ଉ ଥିବା ସମୟରେ ଅଧା ରାସ୍ତାରେ ଗାଡି ରଖି ଶୋ-ଇ ପଡିଥିଲେ । ଏହା ପରେ ତାଙ୍କ ହାତ ବାଜି ଅଚାନକ ତାଙ୍କ ଗାଡି ଷ୍ଟାର୍ଟ ହୋଇ ଧୀରେ ଧୀରେ ଆଗକୁ ବଢିବାରେ ଲାଗିଲା ।

ସେହି ସମୟରେ ଡିୟୁଟି ଥିବା ଜଣେ ପୋ-ଲି-ସ ଅଫିସର ସେଠାରେ ଠିକ ସମୟରେ ପହଞ୍ଚି ମହିଳା ଜଣଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମହିଳା ଉଠି ନ ଥିଲେ । କାରଣ ମହିଳା ଜଣକ ଅତ୍ୟଧିକ ମ-ଦ-ୟ-ପା-ନ କରି ଥିବାରୁ ସେ ହୋ-ସ-ରେ ନ ଥିଲେ ।

ଏହା ପରେ ସେହି ପୋ-ଲି-ସ ଅଫିସର ଗାଡିର କାଚ ଭା-ଙ୍ଗି ଗାଡିକୁ ସେଠାରେ ଅଟକାଇ ଥିଲେ । ନିଜର ବୁଦ୍ଧି ପ୍ରୟୋଗ କରି ପୋ-ଲି-ସ ଅ-ଫି-ସ-ର ଜଣକ ଯେଉଁ ମହାନ କାମ କରିଛନ୍ତି ତାହା ପ୍ରଶଂସାର ବିଷୟ ଅଟେ ।

ମହିଳା ଜଣକ ଏତେ ମାତ୍ରାରେ ଡ୍ରିଂ-କ୍ସ କରିଥିଲେ ଯେ ହୁଏ ତାଙ୍କ ପଛରେ କେହି ଗାଡି ଆସି ତାଙ୍କୁ ଧ-କ୍କା ଦେଇପାରେ ସେ ଜାଣି ପାରିଲେ ନାହି । ଏହା ପରେ ପୋ-ଲି-ସ ସେହି ମହିଳା ଜଣଙ୍କୁ ତୁରନ୍ତ ଆ-ରେ-ଷ୍ଟ କରିଥିଲେ । ଏହି ଘ-ଟ-ଣା ରୁ ସ୍ପଷ୍ଟ ହେଉଛି ଯେ ମଣିଷ ମ-ଦ-ୟ-ପା-ନ କରିବା ସମୟରେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ପରେ । ତେଣୁ ମ-ଦ-ୟ-ପା-ନ କରି ଗାଡି ଚଲାଇବା ଆ-ଇ-ନ-ଗ-ତ ଅ-ପ-ରା-ଧ ଅଟେ ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କର କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।