ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଯେମିତିକି ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ଲକଡାଉନ ଚାଲିଛି ଓ ପିଲା ମାନଙ୍କର ପଢା ପଢୀ ବନ୍ଦ ଅଛି । ଆପଣ ମାନେ ମଧ୍ୟ ଘରେ ବସି ବୋର ନିଶ୍ଚିନ୍ତ ହେଉଥିବେ । ତେଣେ ସେଥି ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏଭଳି ମଜାଦାର ପ୍ରଶ୍ନ ନେଇ ଆସିଛୁ ଯାହା ଆପଣଙ୍କ ବୋରିଙ୍ଗ ସମୟକୁ ମଜାଦାର କରିଦେବ । ଏହା ସହ ଆପଣ ନିଜ ପିଲାମାନଙ୍କୁ କିଛି ଶିକ୍ଷା ମଧ୍ୟ ଦେଇ ପାରିବେ ।
ପ୍ରଶ୍ନ;- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ସେ ବଞ୍ଚି ଥାଏ, ପ । ଣି ପିଇବାକୁ ଦେଲେ ସେ ମରି ଯାଇଥାଏ
ଉତ୍ତର;- ନିଆଁ
ପ୍ରଶ୍ନ;- ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଗୋଟିଏ ନାମ ।
ଉତ୍ତର;- ନଡିଆ ଓ ପଇଡ
ପ୍ରଶ୍ନ;- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜଧରି ତାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନୀ କୁହ ସେ କିଏ ?
ଉତ୍ତର;- ବେଲୁନ
ପ୍ରଶ୍ନ;-ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁ କିଏ କୁହ ?
ଉତ୍ତର;- କମଳା
ପ୍ରଶ୍ନ;- ବର୍ଷା ଦିନେ କାନ୍ଦେ, ଶିତ ଦିନେ ଶୁଏ, ଖରା ହେଲେ ଛାଇ ସଭିଙ୍କୁ ମୁ ଦିଏ, ରଙ୍ଗ ବିରଙ୍ଗର କପଡା ମୁ ପିନ୍ଧେ ବୁଦ୍ଧି ଅଛି ଯଦି କୁହ ମୁ କିଏ ?
ଉତ୍ତର;- ଛତା
ପ୍ରଶ୍ନ;- ପଥର ହେଲେବି ମୁ ପାଣି ?
ଉତ୍ତର;- ବରଫ ବା କୁଆ ପଥର
ପ୍ରଶ୍ନ;- ବାବାଜୀ ନୁହେଁ ତାର ବଢିଛି ଦାଢି, ପ । ଦ ତଳ ଯାଏ ଆସିଛି ମାଡି, ପିଲାଏ ଖେଳନ୍ତି ଦ । ଢୀରେ ଦୋଳି, ପକ୍ଷୀ ଏ ଖାଅ । ନ୍ତି ତ ନାଲି କୋଳି ?
ଉତ୍ତର;- ବାର ଗଛ
ପ୍ରଶ୍ନ;- ଧରିଲେ ଧରା ଦିଏ ନ । ହିଁ, ଦେଖିଲେ ଦେଖା ଦିଏ, ଯୁଆଡେ ଗଲେ ଯାଏ ସିଏ କହ କ’ଣ ସିଏ ?
ଉତ୍ତର;- ନିଜର ଛାଇ
ପ୍ରଶ୍ନ;- ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ କେହି ପସନ୍ଦ କରୁ ନାହାନ୍ତି ?
ଉତ୍ତର;- ପୋଲିଓ
ପ୍ରଶ୍ନ;- ଏମିତି ବାଘ ସେ ଛ । ଡେନି ଘର, ଖାଏନି ମଣିଷ ପିଏ ସେ କ୍ଷୀର, ମା ଦେଖିଲେ ମାଉସୀ ଦେଖଲୋ କୁକୁରକୁ ତାର ପ୍ରବଳ ଡର ?
ଉତ୍ତର;- ବିଲେଇ
ଆଶା କରୁଛୁ ଅପନାମାନଙ୍କୁ ଆମର ଏହି ଢଗଢମାଳି ପସନ୍ଦ ଆସିଥିବ, ପସନ୍ଦ ଆସିଥିଲେ ନିଜ ସାଙ୍ଗ ମାନକ ସହ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ମଜାଦାର ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।