IAS ଇଣ୍ଟରଭ୍ୟୁରେ ପଚରାହେଲା- ଯଦି ମୁ ତମ ଭଉଣୀକୁ ନେଇ ଫେରାର ହେଇଯାଏ ତାହାଲେ…? ଯୁବକ ଜଣକ ବହୁତ ଭଲ ଉତ୍ତର ଦେଲେ

ପିଲାବେଳରୁ ବଡ ହେବା ପର୍ଯ୍ୟନ୍ତ ଆପଣ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ପରୀକ୍ଷା ବିଷୟରେ କହିବୁ ଯାହାର ନାମ ଆଇଏଏସ ପରୀକ୍ଷା ଅଟେ । ଏହି ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା । ଏହି ପରୀକ୍ଷାରେ ପାସ କରିବା ବହୁତ କଠିନ ହୋଇଥାଏ । ଏହି ପରୀକ୍ଷାରେ କେବଳ ଆପଣଙ୍କ ଜ୍ଞାନର ପରୀକ୍ଷା ହୋଇ ନଥାଏ, ଜ୍ଞାନ ସହିତ ଆପଣଙ୍କ ବ୍ୟକ୍ତିତ୍ବର ପରୀକ୍ଷା ମଧ୍ୟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଆଇଏଏସ ପରୀକ୍ଷାର କିଛି କଷ୍ଟକର ପ୍ରଶ୍ନ ଓ ଏହି ପ୍ରଶ୍ନ ପାଇଁ ଦିଆଯାଇଥିବା ଉତ୍ତର ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧. ଯଦି ମୁ ଆପଣଙ୍କ ଭଉଣୀ ସହ ଫେରାର ହେଇଯାଏ, ତା ହେଲେ ଆପଣ କଣ କରିବେ ?

ଉତ୍ତର- ସାର, ମୋ ଭଉଣୀ ପାଇଁ ଆପଣଙ୍କ ଠାରୁ ଭଲ ଜୀବନ ସାଥି ଅନ୍ୟ କେଉଁଠି ମିଳିବେ ନାହିଁ ।

୨. ଆପଣ ସକାଳେ ଉଠିବେ, ଉଠିବା ମାତ୍ରେ ଆପଣଙ୍କୁ ଜଣା ପଡିବ ଆପଣ ପ୍ରେଗନେଣ୍ଟ ଅଛନ୍ତି ତାହାଲେ ଆପଣ କଣ କରିବେ ?

ଉତ୍ତର- ମୁ ବହୁତ ଖୁସି ହେବି ଓ ଏହି ଖୁସି ଖବର ପ୍ରଥମେ ନିଜ ସ୍ଵାମୀକୁ ଜଣାଇବି ।

୩. ଗୋଟେ ବିଲେଇ ଅଛି, ତାର ତିନୋଟି ଛୁଆ ଅଛି ସେହି ଛୁଆ ମାନଙ୍କ ନାମ ହେଉଛି ଜାନୁୟାରୀ, ଫେବୃୟାରି ଓ ମାର୍ଚ ତାହେଲେ ମାର ନାମ କଣ ଅଟେ ?

ଉତ୍ତର- ଏହି ପ୍ରଶ୍ନର ଉତ୍ତର ପ୍ରଶ୍ନ ରେ ହିଁ ରହିଛି, ଧ୍ୟାନରେ ଦେଖନ୍ତୁ ମାର ନାମ ହେଉଛି ‘କଣ’ ।

୪. ଜଣେ ମଣିଷ ବିନା ନିଦରେ ୮ ଦିନ ପର୍ଯ୍ୟନ୍ତ କେମିତି ରହିପାରିବ ?

ଉତ୍ତର- କାରଣ ମଣିଷ ରାତିରେ ଶୋଇଥାଏ, ଦିନରେ ଶୋଇବା ତାର କଣ ଆବଶ୍ୟକ ।

୫. ଯଦି ଗୋଟେ କାନ୍ଥକୁ ବନେଇବା ପାଇଁ ୮ ଟି ଲୋକଙ୍କୁ ୧୦ ଦିନ ଲାଗିଥାଏ, ତାହେଲେ ୪ ଟି ଲୋକଙ୍କୁ କେତେ ଦିନ ଲାଗିବ ?

ଉତ୍ତର- ଶୂନ୍ୟ ଲୋକର ଆବଶ୍ୟକତା ରହିବ, କାରଣ କାନ୍ଥ ପୁର୍ବରୁ ନିର୍ମାଣ ହୋଇସାରିଛି ।

୬. ମୟୂର ଏକ ଏମିତି ପକ୍ଷୀ ଅଟେ ଯାହା ଅଣ୍ଡା ଦିଏ ନାହିଁ, ତେବେ ମୟୂର ଛୁଆ କେମିତି ହୋଇଥାଏ ?

ଉତ୍ତର-କାରଣ ମୟୂରୀ ଅଣ୍ଡା ଦେଇଥାଏ ।

୭. କଣ ଆପଣ ବୁଧବାର, ଶୁକ୍ରବାର ଓ ଶନିବାରକୁ ନ କହି ଦିନର ଅନ୍ୟ ନାମ କହିପାରିବେ ?

ଉତ୍ତର- କାଲି, ଆଜି ଓ କାଲି ।

୮. ଅଧା ସେଓ ପରି କଣ ଦେଖାଯାଇଥାଏ

ଉତ୍ତର- ଅନ୍ୟ ଅଧା ସେଓ ।

୯. ଆପଣ ଏକ କଞ୍ଚା ଅଣ୍ଡାକୁ ଏକ ଚଟାଣରେ କେମିତି ରଖିବେ, ଯେମିତି ସେ ଭାଙ୍ଗିବ ନାହିଁ ?

ଉତ୍ତର- ଆପଣ ଯେକୌଣସି ଚଟାଣରେ ରଖିଲେ ତାହା ଭାଙ୍ଗିବ ନାହିଁ ।

୧୦. ଗୋଟେ ହତ୍ୟାରାକୁ ମୃତ୍ୟୁ ଦଣ୍ଡ ଦିଆଗଲା ତାକୁ ତିନୋଟି ଘର ଦେଖା ଯାଇଥିଲା, ପ୍ରଥମ ଘରେ ନିଆଁ ଲାଗିଥିଲା, ଦ୍ଵିତୀୟ ଘରେ ବନ୍ଧୁକ ଧରି ହତ୍ୟାରା ଥିଲେ ଓ ତୃତୀୟ ଘରେ ସିଂହ ଥିଲେ ଯେଉଁମାନେ ୩ ବର୍ଷ ହେବ କିଛି ଖାଇନଥିଲେ, ତାକୁ କେଉଁ ଘର ବାଛିବା ଉଚିତ ?

ଉତ୍ତର- ତୃତୀୟ ଘର, କାରଣ 3 ବର୍ଷରୁ ଭୋକିଲା ସିଂହ ବର୍ତ୍ତମାନ ପର୍ଯ୍ୟନ୍ତ ମରିଯାଇଥିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।