ପିଲା ବେଳେ ଲୁଗା ପିନ୍ଧେ ବଡ ହେଲେ ଲଙ୍ଗଳା, ତାହା କ’ଣ ? ଏହା ସହିତ ଆହୁରି ୨୦ଟି Gk Questions & Answers

ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧- ଅଣୁବୀକ୍ଷଣ ଯନ୍ତ୍ର କିଏ ନିର୍ମାଣ କରିଥିଲେ ?

ଉ: ଜେଡ୍ ତାନସେନ୍

୨- ଥର୍ମୋମିଟର କିଏ ନିର୍ମାଣ କରିଥିଲେ ?

ଉ: ଗାଲିଲିଓ ଗାଲିଲି (୧୫୯୩)

୩- ଦୂରବୀକ୍ଷଣ ଯନ୍ତ୍ର କିଏ ନିର୍ମାଣ କରିଥିଲେ ?

ଉ: ହାନ୍ସ ଲିପରେସ (୧୬୦୮)

୪- ଆଡିଙ୍ଗ ମେସିନ କିଏ ନିର୍ମାଣ କରିଥିଲେ ?

ଉ: ପାସ୍କାଲ (୧୬୪୨)

୫- ବାରୋମିଟର କିଏ ନିର୍ମାଣ କରିଥିଲେ ?

ଉ: ଇ. ଟୋରିସେଲି (୧୬୪୩)

୬- ବାଇଫୋକଲ ଲେନ୍ସ କିଏ ନିର୍ମାଣ କରିଥିଲେ ?

ଉ: ବେଞ୍ଜାମିନ ଫ୍ରାଙ୍କଲିନ (୧୭୮୦)

୭- ଷ୍ଟିମ ଇଞ୍ଜିନ କିଏ ନିର୍ମାଣ କରିଥିଲେ ?

ଉ: ଜେମସ ୱାଟ (୧୭୮୨)

୮- ଟେଲିଗ୍ରାଫ କିଏ ନିର୍ମାଣ କରିଥିଲେ ?

ଉ: ଅମଲାମଣ୍ଡ (୧୭୮୭)

୯- ଇଲେକ୍ଟ୍ରିକ ବ୍ଯାଟେରୀ କିଏ ନିର୍ମାଣ କରିଥିଲେ ?

ଉ: ଏଭୋଲଟା (୧୮୦୦)

୧୦- ଆଟମିକ ଥିଓରି କିଏ ନିର୍ମାଣ କରିଥିଲେ ?

ଉ: ଡାଲଟନ (୧୮୦୩)

୧୧- ଝାଡଖଣ୍ଡ, ଓଡିଶା ଏବଂ ପଶ୍ଚିମବଙ୍ଗ ଉପରେ ପ୍ରବାହିତ ନଦୀର ନାମ କଣ ?

ଉ: ସୁବର୍ଣ୍ଣରେଖା

୧୨- କେଉଁ ରାଜ୍ୟରେ ସୁବର୍ଣ୍ଣରେଖା ନଦୀର ଲମ୍ବ ସର୍ବାଧିକ ?

ଉ: ଝାଡଖଣ୍ଡ

୧୩- ବଡ ଘାଗେରା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: କେନ୍ଦୁଝର

୧୪- ଚମ୍ପା ହ୍ରଦ ଓଡିଶାର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ଗଞ୍ଜାମ

୧୫- କେଉଁ ଦେଶରେ ରାତିରେ ଇନ୍ଦ୍ରଧନୁ ଦେଖାଯାଏ ?

ଉ: ଆଇସଲ୍ୟାଣ୍ଡ ହାୱାଇ ଦ୍ଵୀପ

୧୬- ଉଡାଜାହାଜର ଉଦ୍ଭାବକ କିଏ ?

ଉ: ରାଇଟ ବ୍ରଦର୍ସ

୧୭- କିଏ ରେଡିୟମର ଆବିଷ୍କାର କରିଥିଲେ ?

ଉ: ମେରୀ କ୍ୟୁରୀ

୧୮- ବେଲୁନର ନିର୍ମାତା କିଏ ?

ଉ: ପାସ୍ ପିଡିନ

୧୯- ସାବୁନର ଉଦ୍ଭାବକ କିଏ ?

ଉ: ବାରସର

୨୦- ପିଲା ବେଳେ ଲୁଗା ପିନ୍ଧେ ବଡ ହେଲେ ଲ-ଙ୍ଗ-ଳା, ତାହା କ’ଣ ?

ଉ: ବାଉଁଶ ଗଛ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।