କାହିଁକି ଜଣେ ଭିକାରିଙ୍କ ଅନ୍ତିମ ସଂସ୍କାରରେ ଭିଡ ଜମାଇଲେ ହଜାର ହଜାର ଲୋକ, ଏହି ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ଭାବୁକ ହୋଇଯିବେ, ଦେଖନ୍ତୁ video

କର୍ଣ୍ଣାଟକରେ ଜଣେ ଭିକାରିଙ୍କ ଅ-ନ୍ତି-ମ ସଂ-ସ୍କା-ର-ରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଛି । କର୍ଣ୍ଣାଟକର ବେଲାରୀ ଜିଲ୍ଲାରେ ଜଣେ ଭିକାରିଙ୍କ ସଡକ ଦୁ-ର୍ଘ-ଟ-ଣା-ରେ ମୃ-ତ୍ୟୁ ପରେ ତାଙ୍କ ଅ-ନ୍ତି-ମ ସଂ-ସ୍କା-ର-ରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ୪୫ ବର୍ଷୀୟ ଏହି ଭିକାରି ଜଣକ ଏକ ସଡକ ଦୁ-ର୍ଘ-ଟ-ଣା-ରେ ପ୍ରା-ଣ ହ-ରା-ଇ-ଥି-ଲେ ।

ଘଟଣାଟି ହେଉଛି କର୍ଣ୍ଣାଟକର ବିଜୟନଗର ଜିଲ୍ଲାର ହଡଗଲି ଇଲାକାର । ଯେଉଁଠାରେ ଭିକ୍ଷୁକଙ୍କ ମୃ-ତ୍ୟୁ-ରେ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଆଉ ତାଙ୍କର ମୃ-ତ୍ୟୁ ହେବା ପରେ ସ୍ଥାନୀୟ ଲୋକେ ତାଙ୍କର ଅ-ନ୍ତି-ମ ସଂ-ସ୍କା-ର କରିଛନ୍ତି । ଆଉ ଏଥିପାଇଁ ଏକ ବିଶାଳ ଶୋଭାଯାତ୍ରା ମଧ୍ୟ ବାହାରିଥିଲା ଏବଂ ରାସ୍ତା ସାରା ଉକ୍ତ ଭିକ୍ଷୁକ ଙ୍କର ବ୍ୟାନର ମଧ୍ୟ ଲଗା ଯାଇଥିଲା । ଏକ ବିଶାଳ ଶୋଭାଯାତ୍ରାରେ ଭିକ୍ଷୁକଙ୍କ ମ-ର ଶ-ରୀ-ର-କୁ ଶ୍ମଶାନ ଯାତ୍ରାରେ ନିଆ ଯାଇଥିଲା ।

ଉକ୍ତ ଭିକ୍ଷୁକଙ୍କ ନାମ ହେଉଛି ବସବା ଓରଫ ବସ୍ୟା । ଗତ କିଛି ଦିନ ଧରି ଉକ୍ତ ଭିକ୍ଷୁକ ବସ୍ୟା ଙ୍କର ସ୍ଥାନୀୟ ଲୋକଙ୍କ ସହ ଏକ ସ୍ଵତନ୍ତ୍ର ସମ୍ପର୍କ ଗଢି ଉଠିଥିଲା । ତାଙ୍କୁ ଦାନ ଦେଲେ ଲୋକଙ୍କର ଶୁଭ ହୁଏ ବୋଲି ଲୋକେ ବିଶ୍ବାସ କରି ଆସୁଥିଲେ । ସେଥିପାଇଁ ସ୍ଥାନୀୟ ଲୋକମାନେ ତାଙ୍କର ଖୁବ୍ ସମ୍ମାନ ମଧ୍ୟ କରନ୍ତି । କିନ୍ତୁ ଭିକ୍ଷୁକ ଜଣକ କେବଳ ୧ ଟଙ୍କା ହିଁ ଦାନ ଆକାରରେ ନେଇଥାନ୍ତି ।

ଏହାଠାରୁ ଅଧିକ ତାଙ୍କୁ ଦାନ ଦେଲେ ସେ କେବେ ହେଲେ ମଧ୍ୟ ଗ୍ରହଣ କରୁ ନଥିଲେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ସେ ରାସ୍ତା ପାରି ହେଉଥିବା ବେଳେ ଗୋଟିଏ ବସ୍ ଆସି ତାଙ୍କୁ ଧ-କ୍କା ଦେଇଥିଲା । ଯାହାଫଳରେ ବସ୍ୟା ଘ-ଟ-ଣା-ସ୍ଥ-ଳ-ରେ ହିଁ ପ୍ରା-ଣ ହ-ରା-ଇ-ଥି-ଲେ । ସ୍ଥାନୀୟ ଲୋକମାନେ ସମସ୍ତ କିଛି ଆୟୋଜନ କରି ତାଙ୍କର ଅ-ନ୍ତି-ମ ସଂ-ସ୍କା-ର କରିଥିଲେ ଓ ବସ୍ୟାଙ୍କର ଅନ୍ତିମ ବିଦାୟରେ ହଜାର ହଜାର ଲୋକ ଯୋଗଦାନ ଦେଇଥିଲେ ।

ଯାହା ଦେଖିଲେ ଲାଗୁଛି ଆଜି ବି ଦୁନିଆରେ ମଣିଷପଣିଆ ରହିଛି ଓ ପରସ୍ପର ପ୍ରତି ପ୍ରେମଭାବ ମଧ୍ୟ ରହିଛି । ଏହି ଘ-ଟ-ଣା-ର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରସାରିତ ହେବା ପରେ ଖୁବ୍ ଚର୍ଚ୍ଚାର ବିଷୟ ସାଜିଛି । ଆପଣଙ୍କୁ ସ୍ଥାନୀୟ ଲୋକଙ୍କ ଏହିଭଳି କାର୍ଯ୍ୟ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।