ଓଡିଶାର ଏହି ଜାଗରୁ ଧାରାହେଲା ସେ-କ୍ସ ରାକେଟ… ତଳେ ବାଇକ ବିକ୍ରି ଓ ଉପରେ ଚାଲିଥିଲା ଦେ-ହ ବିକ୍ରି!

ନମସ୍କାର ବନ୍ଧୁଗଣ, ଆଜିର ସମୟରେ ସେକ୍ସ ରିୟାକେଟ କୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ପ୍ରାୟତ ଅନେକ ସମୟରେ ଏଭଳି ଘଟଣା ସାମନାକୁ ଆସୁଛି । ବର୍ତ୍ତମାନ ସମୟରେ କିଛି ଏଭଳି ଘଟଣା ଘଟିଛି ଯାହାକୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ରାତି ହେଲେ ବଢୁଥିଲା ଗ୍ରାହକ ମାନଙ୍କର ଭିଡ । ତଳେ ଥିଲା ବାଇକ ସୋ ରୁମ ଆଉ ଉପରେ ଦେହ ବିକ୍ରି ଚାଲିଥିଲା ।

ସୁନ୍ଦରୀ ରୂପଜୀବୀ ଙ୍କ ଗହଣରେ ନିଜକୁ ହଜାଇ ଦେଉଥିଲେ ଗ୍ରାହକ ମାନେ । ଅଚାନକ ପୋଲିସ ର ରେଡ ପରେ ଉଧାର ହେଲେ ୪ ରାଣୀ ମହୁମାଛି । ତେବେ ପୁରା ଘଟଣା ଟି ହେଉଛି ଉପର ମହଲାରେ ଥିଲା ଗେଷ୍ଟ ହାଉସ କିନ୍ତୁ ଭିତରେ ଚାଲିଥିଲା ଅନ୍ୟ କିଛି । ତଳ ମହଲାରେ ଚାଲିଥିବା ବାଇକ ବେପାର ଆଉ ଉପର ମହଲାରେ ଚାଲିଥିଲା ଦେହ ବେପାର । ରାତି ବଢିଲେ ଗେଷ୍ଟ ହାଉସ ରେ ଯମୁଥିଲା ରଙ୍ଗୀନ ଅସର ।

ସୁନ୍ଦରୀ ରୂପଜୀବୀ ଆଉ ରଙ୍ଗୀନ ଆଲୋକ ରେ ନିଜକୁ ହଜାଇ ଦେଉଥିଲେ ସେଠାକୁ ଆସୁଥିବା ଗ୍ରାହକ ମାନେ । ଗତ ସୋମବାର ରାତି ରେ ଗ୍ରାହକ ସାଜି ପହଞ୍ଚି ଥିଲେ ବ୍ରହ୍ମପୁର ଏସପି । ଖୁଲମଖୁଲା ଚାଲିଥିବା ଏହି ଦେହ ବେପାର କୁ ଦେଖି ପୋଲିସ ଟିମ କୁ ଦେଇଥିଲେ ଖବର । ପୋଇସ ଟିମ ଗେଷ୍ଟ ହାଉସ ରେ ପହଞ୍ଚି ସେଠାରୁ ୧୦ ଜଣ ଗ୍ରାହ ଙ୍କୁ ଆରେଷ୍ଟ କରିବା ସହ ୪ ଜଣ ରାଣୀ ମହୁମାଛି ଙ୍କୁ ଉଧାର କରିଥିଲା ।

ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ର ଟାଟା ବେଣ୍ଟ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସ ରେ ଚାଲିଥିଲା ଏହି ସେକ୍ସ ରିୟାକେଟ । ଏବେ ଏହି ସମ୍ପର୍କ ରେ ବ୍ରହ୍ମପୁର ଏସପି କୌଣସି ମତେ ଖବର ପାଇଥିଲେ । ଅଚାନକ ସୋମବାର ରାତି ପ୍ରାୟ ୧୧ ଟା ସମୟରେ ଏସିପି ଗ୍ରାହକ ଭାବେ ଗେଷ୍ଟ ହାଉସ କୁ ଯାଇଥିଲେ । ସେଠାରେ ଦେହ ବେପାର ଚାଲିଥିବା ଦେଖି ନୂଆ ଗାଁ ଓ ବୈଦ୍ୟନାଥ ଥାନା କୁ ଖବର ଦେଇଥିଲେ ।

ପୋଲିସ ଟିମ ଗେଷ୍ଟ ହାଉସ ରେ ଚଢାଉ କରି ୧୦ ଜଣ ଗରହା ସହ ୪ ଜଣ ଯୁବତୀ ଙ୍କୁ ଉଧାର କରିଥିଲା ।  ଯୁବତୀ ମାନଙ୍କୁ ପୋଲିସ ଅଟକ ରଖି ଥାନାରେ ପଚରା ଉଚରା କରୁଛି । ତେବେ ଯୁବତୀ ମାନଙ୍କୁ ପୋଲିସ ଉଧାର କରିବା ସହ ସେମାନଙ୍କର ଜୀବନ ରକ୍ଷା କରି ପାରିଛି କହିଲେ କିଛି ଭୁଲ ହେବ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।