Sabya Archita ଓ Aparajita ଙ୍କ ସହ ଶୁଭାଶିସ ଙ୍କ ଝିଅ Vionaଙ୍କ ମସ୍ତିର Video, ଦେଖନ୍ତୁ କେମିତି ମସ୍ତି କରୁଛନ୍ତି Viona

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନଙ୍କୁ ବେସ ଭଲ ଭାବେ ଜାଣିଥିବେ । ଆଜିର ସମୟରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ଦୁନିଆ ବ୍ଯତୀତ ବ୍ୟକ୍ତିଗତ ଲାଇଫ କୁ ନେଇ ଚର୍ଚ୍ଚା ରେ ରହୁଛନ୍ତି । ଆଉ ଏମିତି କିଛି କଥା ସେୟାର କରୁଛନ୍ତି ସୋସିଆଲ ମିଡିଆରେ ଯାହାକୁ ଦେଖିଲେ ଦର୍ଶକ ମାନେ ହସି ହସି ଗାଡି ଯାଉଛନ୍ତି ତ ଆଉ କିଛି କ୍ଷେତ୍ର ରେ ଆଖି ରୁ ଲୁହ ଝଋ ଆସୁଛି ।

ତେବେ ଆଜି ଆମେ ଆପଣଙ୍କୁ ଅଭିନେତା ଶୁଭାଶିସ ଙ୍କ ଘରକୁ ଯାଇ ତାଙ୍କ ଝିଅ ଭିୟୋନା ଙ୍କ ସହ କେଉଁ ମାନେ ମସ୍ତି କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଥିବି ଜଗତରେ ଅଭିନୟ କରୁଥିବା ଅଭିନେତା ଶୁଭାଶିସ ଓ ଅଭିନେତ୍ରୀ ଆନିଶା ଙ୍କର ଏକ କନ୍ୟା ସନ୍ତାନ ହୋଇଛି ଯାହାକୁ ନେଇ ସେମାନେ ବେଶ ଖୁସିରେ ଅଛନ୍ତି ।

ତେବେ ଭିୟୋନା ଙ୍କୁ ଦେଖା କରିବା ପରେ ଓଡିଆ କଳାକାର ମାନେ ପ୍ରାୟତ ଶୁଭାଶିସ ଙ୍କ ଘରକୁ ଯାଉଛନ୍ତି । ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଭିଡିଓ ରେ ଶୁଭାଶିସ ଙ୍କ ଘରକୁ ବରିଷ୍ଠ ଅଭିନେତିର ଅପରାଜିତା ମହାନ୍ତି, ଅର୍ଚ୍ଚିତା ସାହୁ ଓ ଅଭିନେତା ସବ୍ୟସାଚୀ ଯାଇଛନ୍ତି ବୁଲିବାକୁ । ଆଉ ସେଠାରେ ଏହି ୩ କଳାକାର ଭିୟୋନା ସହ ମିଶି ବେଶ ମଜା ମସ୍ତି କରୁଛନ୍ତି ଆଉ ତା ସହ ଖେଳୁଛନ୍ତି ମଧ୍ୟ ।

ଭିୟୋନା ମଧ୍ୟ ସମସ୍ତଙ୍କ ସହ ବେଶ ଖୁସି ହେଉଛି ଆଉ ମନୋରଞ୍ଜନ କରୁଛି । ଏହି ଭିଡିଓ ରେ ଭିୟୋନା ଅପରାଜିତା ପିନ୍ଧିଥିବା ଏକ ଚେନ କୁ ଟାଣି ଧରିବାର ନଜର ଆସୁଛି ଯାହାକୁ ଦେଖି ଅପରାଜିତା ବେଶ ଖୁସି ହେଉଛନ୍ତି । ଏମିତିକି ଅପରାଜିତା ଆଉ ଅର୍ଚ୍ଚିତା ଭିୟୋନା ଙ୍କୁ କୋଳରେ ଧରି ତାକୁ ଗେଲ କରୁଛନ୍ତି ଆଉ ତା ସହ ଖେଳୁଛନ୍ତି ମଧ୍ୟ । ସବ୍ୟ ମଧ୍ୟ ଭିୟୋନା ସହ ଖେଳିବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

ଏହି ୩ କଳାକାର ଙ୍କୁ ଦେଖି ଆନିଶା ଓ ଶୁଭାଶିସ ବେଶ ଖୁସି ପ୍ରକାଶ କରିଛନ୍ତି । ବରିଷ୍ଠ ଭାବେ ଅପରାଜିତା ଭିୟୋନା ଙ୍କୁ ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ତେବେ ଶୁଭାଶିସ ଙ୍କ ଘରେ ଏତେ ଅତିଥି ମାନେ ଗହଳି ଜମାଇଛନ୍ତି ଆଉ ବହୁତ ସାରା ମଜା ମସ୍ତି ମଧ୍ୟ କରୁଛନ୍ତି । ଭିୟୋନା ଏତେ କମ ସମୟରେ ସମସ୍ତଙ୍କ ସହ ମିଶି ଯାଇଛି ତାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।