ନୂଆ ବର୍ଷରେ ଘରକୁ ଆଣିଲେ ଏହି ଜିନିଷ ଘରେ ହେବ ଧନବର୍ଷା, ନିଜେ ମା ଲକ୍ଷ୍ମୀ କହିଛନ୍ତି ଏହି କଥା

ଆପଣ ସମସ୍ତଙ୍କୁ ନବ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ । ଏହି ନୂଆ ବର୍ଷ ଆପଣଙ୍କ ବହୁତ ସାରା ଖୁସି ଏବଂ ବହୁତ ସାରା ଉପଲବ୍ଧି ନେଇକି ଆସୁ । ଜଦି ଆପଣଙ୍କ ଭାଗ୍ୟ ସାଥ୍ ଦେଉନାହିଁ, ଏହି ନୂଆ ବର୍ଷ ଅବସରରେ ଆପଣଙ୍କ ବିଗିଡି ଥିବା ଭାଗ୍ୟକୁ ବନେଇବା ପାଇଁ କିଛି ଖାସ୍ ବସ୍ତୁ ଅଛି ଯାହା ଆପଣ ଘରକୁ ଆଣିଲେ ଆପଣଙ୍କ ଭାଗ୍ୟ ବଦଳାଇ ଦେଇ ଥାଏ । ଗୋମତୀ ଚକ୍ର ଯାହା କହିବାକୁ ଗଲେ ଏହା ଏକ ସାଧାରଣ ପଥର କିନ୍ତୁ ବହୁତ ଚମତ୍କାର ଅଟେ ।

ଗୋମତୀ ଚକ୍ର ଏଥିପାଇଁ କୁହାଯାଏ କାରଣ ଏହା ଗୋମତୀ ନଦୀରେ ଏହି ପଥର ମିଳିଥାଏ । ମାନନ୍ତି ଯେ ଏହା ପାଖରେ ରଖିଲେ ଶତ୍ରୁ ମଧ୍ୟ କ୍ଷତି କରିପାରେ ନାହିଁ । ଏହାକୁ ଆଣି ସିନ୍ଦୂରର ଡବା ଭିତରେ ରଖି ଭରିକରି ଦିଅନ୍ତୁ, ଅତି କମରେ ୧୧ ଟି ଗୋମତୀ ଚକ୍ର ଯାହା ଆପଣ ପୂରା ବର୍ଷ ଯାଏ ଶତ୍ରୁ ବି ହଇରାଣ କରିପାରିବେ ନାହିଁ ।

ଶୁଆ ବାସ୍ତୁଶାସ୍ତ୍ରରେ କୁହାଯାଇଛି ଛୋଟ ପିଲାଙ୍କ ରୁମରେ ନହେଲେ ଯେଉଁଠି ସେମାନେ ପଢ଼ୁଛନ୍ତି ସେଠି ଶୁଆର ପୋଷ୍ଟର ଆଣି ଲଗାଇ ଦିଅନ୍ତୁ । ତେବେ ଆପଣଙ୍କ ଛୁଆ ପାଠ ପଢିବେ ଏବଂ ଲମ୍ବା ସମୟ ପାଇଁ ମନେରଖିବେ ମଧ୍ୟ ।

କଇଁଛ କୁହାଯାଏ ଯେ ଧାତୁର କଇଁଛ ନହେଲେ ମାଟି କିମ୍ବା କାଠରେ ତିଆରି କଇଁଛକୁ ଆପଣ ଆଣି ପାରିବେ । କୋୖଣସି ଜିନିଷର କଇଁଛକୁ ଆଣି ଉତ୍ତର ଦିଗରେ ରଖିଦେଲେ ଧନର ବୃଦ୍ଧି ହୋଇଥାଏ ଏବଂ ପୂରା ବର୍ଷ ଆପଣଙ୍କୁ ଧନର ଅଭାବ ରୁହେ ନାହିଁ ।

ନୂଆ ବର୍ଷରେ ଆପଣ ଲାଫିଙ୍ଗ୍ ବୁଦ୍ଧା ମଧ୍ୟ ଆଣି ରଖିପାରିବେ । ଆପଣ ସମସ୍ତେ ହସ ଖୁସିରେ ରହିବେ କାରଣ ଲାଫିଙ୍ଗ୍ ବୁଦ୍ଧା ହସର ପ୍ରତୀକ ଅଟନ୍ତି । ଆପଣ ଏହାକୁ ନୂଆ ବର୍ଷରେ ଆଣି ଲଗାନ୍ତୁ ଆପଣଙ୍କ ଜୀବନରେ ଏହି ଲାଫିଙ୍ଗ୍ ବୁଦ୍ଧା ଖୁସି ଆଣିବ ।

ମାନସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇଁ ଆପଣ ମା ଲକ୍ଷ୍ମୀଙ୍କର ପାଦ ଚିହ୍ନ ଆଣିକି ଘରେ ପୂଜା ସ୍ଥାନରେ ରଖାଯାଇ ନିୟମିତ ପୂଜା କରାଯାଏ ଆପଣଙ୍କର ଧନ ବୃଦ୍ଧି ହୁଏ ମାନସମ୍ମାନ ବଢେ ।

ପଞ୍ଚମୁଖୀ ହନୁମାନଙ୍କର ଫଟୋ ମଧ୍ୟ ଲଗାଇ ପାରିବେ ଘରେ । ମାନନ୍ତି ଯେ ଉନ୍ନତି ମାର୍ଗରେ ବାଧାବିଘ୍ନ ଆସିଲେ ଦୂର କରନ୍ତି ପଞ୍ଚମୁଖୀ ହନୁମାନ । ଦୁର୍ଘଟଣାରୁ ମଧ୍ୟ ରକ୍ଷା କରନ୍ତି ସେଥିପାଇଁ ଆପଣ ନୂଆ ବର୍ଷରେ ଏହି ଫଟୋକୁ ଆଣିପାରିବେ ।

ମୟୂର ପର ଜଦି ଆପଣ ଏହାକୁ ଆଣି ଗଣେଶଙ୍କ ମୁଣ୍ଡରେ ସଜାଇ ଦେବେ ତାହେଲେ ପୂରା ବର୍ଷ ଆପଣଙ୍କୁ ଧନର ବର୍ଷା ହେବ । ମା ଲକ୍ଷ୍ମୀ ଏବଂ ଗଣେଶଙ୍କର ଜଦି ଅଛି ତାହେଲେ ଠିକ୍ ଅଛି ଆଉ ଜଦି ନାହିଁ ଆପଣ ଏହାକୁ ନୂଆ ବର୍ଷରେ ଆଣି ପାରନ୍ତି । ଆପଣ ଏହାର ରୂପାର ମୂର୍ତ୍ତି କିମ୍ବା ଏହାର ଫଟୋକୁ ଆଣି ଆପଣ ଲଗାଇ ପାରିବେ । ଏହାକୁ ଆଣି ଆପଣ ନିୟମିତ ରୂପରେ ପୂଜା କରନ୍ତୁ ।

ବସିଥିବା ଲକ୍ଷ୍ମୀଙ୍କୁ ନେବେ ପୂରା ବର୍ଷ ଆପଣଙ୍କୁ ଧନ ପ୍ରାପ୍ତି ହେବ । ଘରେ ସକାରାତ୍ମକ ଉର୍ଜା ବନେଇ ରହିବା ପାଇଁ ଏବଂ ନେଗେଟିଭ ଏନର୍ଜିରୁ ବଞ୍ଚିବା ପାଇଁ ଘରକୁ wind ଚାଇମ୍ ଆପଣ ଆଣି ପାରିବେ ଏବଂ ଜ୍ୟୋତିଷ ଶାସ୍ତ୍ର କୁହେ wind ଚାଇମ୍ ଘରର ଉତ୍ତର ପୂର୍ବ କୋଣରେ ଲଗାନ୍ତୁ । ଜଦି ପବନ ବହେ ତେବେ ଏହାର ଶବ୍ଦ ମଧ୍ୟ ଆସିବ । ଏହା ଆପଣଙ୍କ ସୁଖ ଏବଂ ସ୍ୟୈଭାଗ୍ୟ ଦୁଇଟାକୁ ବଢ଼ାଇ ଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।