ପୁରାରାତି ପାଣିରେ ଭିଜେଇ ଖାଆନ୍ତୁ ଏହି 5 ଜିନିଷ, ଜୀବନସାରା ଔଷଧଠୁ ଦୂରେଇ ରହିଥିବେ, କେବେବି ଆସିବନି ବୁଢାପା

ଜୀବନସାରା ମେଡିସିନ ଠାରୁ ଦୁରେଇ ରହିବେ । ଯଦି ରାତିସାରା ପାଣିରେ ଭିଯାଇକୀ ଖାଇବେ ଏହି ୫ଟି ଜିନିଷ । ଆପଣଙ୍କୁ କେବେ ମଧ୍ୟ ବୁଢ଼ାପା ଆସିବ ନାହିଁ । ଶକ୍ତିର ଭଣ୍ଡାର ହୋଇଥାଏ ଏହି ଜିନିଷ । ଆଜି ଆମେ ଆପଣଙ୍କୁ ସେହି ଜିନିଷ ବିଷୟରେ କହିବୁ ଯାହା ଖାଇବା ଦ୍ଵାରା ଆପଣଙ୍କ ସମସ୍ତ ରୋଗ ଭଲ ହୋଇଯିବ । ଆପଣଙ୍କୁ ପୁରା ଜୀବନ କୌଣସି ଔଷଧର ସେବନ କରିବାକୁ ପଡ଼ିବନାହିଁ । ତେବେ ଚାଲନ୍ତୁ ଜାଣିବା ।

ଯଦି ଆପଣଙ୍କୁ ଡାଇବେଟିସ ଅଛି ତେବେ ଏହି ପାଞ୍ଚଟି ଜିନିଷ ଆପଣଙ୍କ ସୁଗର ଲେବଲ କୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିବ । ଯଦି ଆପଣଙ୍କ ବ୍ଲଡ଼ପ୍ରେସର ହାଇ ରହୁଛି ତେବେ ମଧ୍ୟ ଏହି ଜିନିଷ ଆପଣଙ୍କ ସବୁ ରୋଗକୁ ଦୂର କରିବ । ଯଦି ଆପଣଙ୍କ ବ୍ୟାଡ କଲେଷ୍ଟ୍ରୋଲ ହାଇ ରହୁଛି ଏବଂ ଆପଣଙ୍କୁ ଡର ରହୁଛି କି କଲେଷ୍ଟ୍ରୋଲ ବଢିବା କାରଣରୁ ଆପଣଙ୍କୁ ହାର୍ଟ ବ୍ଲକେଜ ହୋଇପାରେ ତେବେ ଏହା ଆପଣଙ୍କ କଲେଷ୍ଟ୍ରୋଲ ସମସ୍ୟାର ମଧ୍ୟ ସମାଧାନ କରିବ ।

 

ଯଦି ଆପଣ ମୋଟାପଣ ପାଇଁ ଚିନ୍ତାରେ ରହୁଛନ୍ତି ତେବେ ଆଊ ଚିନ୍ତା କରନ୍ତୁ ନାହିଁ । ଯଦି ଆପଣଙ୍କୁ ଆଣ୍ଠୁ ଗଣ୍ଠି ର ସମସ୍ୟା ରହୁଛି ତେବେ ଏହି ଜିନିଷ ଖାଇବା ଦ୍ଵାରା ଆପଣଙ୍କ ସବୁ ସମସ୍ୟା ଦୂର ହେବ । ତେବେ ଏହି ୫ଟି ଜିନିଷ କଣ ଚାଲନ୍ତୁ ଜାଣିବା:-

୧:- ମେଥି ଦାନା:- ମେଥି ଶରୀର ପାଇଁ ବହୁତ ହିତକାରିକ ହୋଇଥାଏ । ଏହା ଶରୀରରେ ସୁଗର ଲେବେଲ କୁ କମ କରିବା ସହିତ କଲେଷ୍ଟ୍ରୋଲ କୁ ମଧ୍ୟ କମ କରିଥାଏ । ଯଦି ଆପଣ ସବୁଦିନ ଗୋଟେ ଚାମଚ ମେଥି ଦାନା ସେବନ କରୁଛନ୍ତି ତେବେ ଆପଣ ନିରୋଗ ରହିବେ । ଗୋଟେ ଚାମଚ ମେଥି ଦାନା ରାତି ସାରା ପାଣିରେ ଭିଜେଇ ରଖନ୍ତୁ ଏବଂ ସକାଳୁ ଖାଲି ପେଟରେ ଏହାକୁ ଖାଆନ୍ତୁ ଏବଂ ମେଥି ଦାନାର ପାଣିକୁ ମଧ୍ୟ ପିଅନ୍ତୁ ।

୨:- କିସମିସ:- ୧୦ ଟିରୁ ୧୨ ଟି କିସମିସ କୁ ପାଣିରେ ଭିଜେଇ ରାତି ସାରା ରଖନ୍ତୁ । ସକାଳୁ ଉଠି ବାସି ମୁହଁରେ ତାକୁ ଖାଆନ୍ତୁ । ଏହି ଭିଜା କିସମିସ ରେ ଆଇରନ ପୋଟାସିୟମ ଭରପୁର ରହିଥାଏ । ଯାହା ଆପଣଙ୍କ ସାହୁ ରୋଗକୁ ଦୂର କରିଥାଏ ।

୩:- ପିସ୍ତା ବାଦାମ:- ଯଦି ଆପଣଙ୍କୁ ବହୁତ ଦୁର୍ବଳ ଲାଗୁଥାଏ, ବା ମୁଣ୍ଡ ବିନ୍ଧା ହେଉଥାଏ, ବା ବ୍ଲଡ ର ଅଭାବ ହୋଇଥାଏ ତେବେ ଏହି ପିସ୍ତା ବାଦାମ ଆପଣଙ୍କ ସମସ୍ୟା କୁ ଦୁର କରିବ । ରାତିରେ ୬ ରୁ ୭ ଟି ପିସ୍ତା ବାଦାମ କୁ ଭିଜେଇ ସକାଳୁ ଖାଆନ୍ତୁ ଏହା ଦ୍ଵାରା ଆପଣଙ୍କ ସମସ୍ୟା ର ମୂଳରୁ ଅନ୍ତ ହୋଇଯିବ ।

୪:- କଳା ଚଣା:- ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ କଳା ଚଣା । ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ । ଯାହା ଆପଣଙ୍କ ଶରୀରକୁ ନିରୋଗି କରିଥାଏ । ରାତିରେ ଗୋଟେ ଗିନାରେ କଳା ଚଣା ଭିଜାନ୍ତୁ ଏବଂ ସକାଳୁ ତାକୁ ସେବନ କରନ୍ତୁ । ଏହା ଶରୀର ପାଇଁ ବହୁତ ଭଲ ହୋଇଥାଏ ।

୫:- କଳା ରାଶି:- ଆପଣ ଯଦି ଡାଇବେଟିସ, ରକ୍ତଚାପ, ମୋଟାପଣ, କଲେଷ୍ଟ୍ରୋଲ ପରି ରୋଗର ସମ୍ମୁଖିନ ହେଉଛନ୍ତି ତେବେ ଏହି କଳା ରାଶି ସେବନ କରିବା ଦ୍ୱାରା ଆପଣଙ୍କ ସମସ୍ତ ରୋଗ ଭଲ ହୋଇଯିବ । କଳା ରାଶିରେ ଆଇରନ, ସୋଡ଼ିଅମ, ପୋଟାସିୟମ ସବୁ ରହିଥାଏ । ରାତିରେ ଗୋଟେ ଚାମଚ କେଳା ରାଶିକୁ ଭିଜେଇ ସକାଳୁ ଖାଆନ୍ତୁ । ଏହା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।