ପୁଅ ଝିଅଟିକୁ ପଚାରିଲା କ୍ଷୀର କାହିଁକି ମିଠା ଲାଗିଥାଏ ମିଳିଲା ଏମିତି ଉତ୍ତର, GK ପ୍ରଶ୍ନ ଓ ଉତ୍ତର

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସୁଛି କିଛି ଚତୁର ପ୍ରଶ୍ନ ଉତ୍ତର । ଯାହା ଆପଣଙ୍କୁ ନିଜ ଜ୍ଞାନ ବଢ଼ାଇବାରେ ସାହାଯ୍ୟ କରିବ । ଆପଣ ଏହି ପ୍ରଶ୍ନ ର ଉତ୍ତର ଦିଅନ୍ତୁ ଏବଂ ନିଜ ସାଙ୍ଗ ସାଥୀ, ପରିବାର ଲୋକଙ୍କ ସହ ଆଲୋଚନା କରି ଜ୍ଞାନ ବାଣ୍ଟନ୍ତୁ । ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରିବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

୧- ବିଶ୍ୱର ସବୁଠୁ ବଡ କର୍ଯ୍ୟାଳୟ ଅଫିସ କେଉଁ ସ୍ଥାନରେ ଅଛି ?

ଉତ୍ତର- ପେଣ୍ଟାଗନ

୨- ଭାରତ ଓ ଚୀନ ମଧ୍ୟରେ ଥିବା ଆନ୍ତରାଷ୍ଟ୍ରୀୟ ସୀମା ରେଖାର ନାମ କଣ ?

ଉତ୍ତର- ମ୍ୟାକମୋହନ ରେଖା

୩- ଭାରତର ୨୫ ତମ ଉଚ୍ଚ ନ୍ୟାୟଳୟ କେଉଁ ରାଜ୍ୟରେ ଅଛି ?

ଉତ୍ତର- ଆନ୍ଧ୍ର ପ୍ରଦେଶ

୪- କେଉଁ ଦେଶରେ ସାପ ଦେଖାଯାଆନ୍ତି ନାହିଁ ?

ଉତ୍ତର- ଆୟରଲ୍ୟାଣ୍ଡ

୫- ମିସ ୟୁନିଭର୍ସ ହୋଇଥିବା ପ୍ରଥମ ଭାରତୀୟ ମହିଳାଙ୍କ ନାମ କଣ ?

ଉତ୍ତର- ସୁଷ୍ମିତା ସେନ

୬- ବିଶ୍ୱର ସବୁଠୁ ବଡ ବନ୍ଦର କେଉଁଠାରେ ଅବସ୍ଥିତ ?

ଉତ୍ତର- ନିୟୁୟର୍କ

୭- ୱାଲ ମାର୍ଟର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ ?

ଉତ୍ତର- ଆମେରିକା

୮- ବିଜୁଳିର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଜର୍ମାନୀ

୯- କେଉଁ କୀଟର ପର ରଙ୍ଗିଲା ହୋଇଥାଏ ?

ଉତ୍ତର- ପ୍ରଜାପତିର

୧୦- ଦିବାନେ ଖାସର ନିର୍ମାଣ କିଏ କରିଥିଲେ ?

ଉତ୍ତର- ଶାହାଜାହାନ

୧୧- ଭାରତର ପ୍ରଥମ ଭାଇସରାଏ କିଏ ଥିଲେ ?

ଉତ୍ତର- ଲର୍ଡ଼ କେନିଂ

୧୨- ବିଶ୍ୱର ସବୁଠୁ ଲମ୍ୱା ଗଛର ନାମ କଣ ?

ଉତ୍ତର- ସିକୋୟା ଗଛ

୧୩- ଗ୍ରହର ଆବିଷ୍କାର କିଏ କରିଥିଲେ ?

ଇତ୍ତର- କେପ୍ଲର

୧୪- ଭବିଷ୍ୟତର ଇନ୍ଧନ କାହାକୁ କୁହାଯାଏ ?

ଉତ୍ତର- ହାଇଡ୍ରୋଜେନକୁ

୧୫- ଆନ୍ତରାଷ୍ଟ୍ରୀୟ ନ୍ୟାୟାଳୟର ମୁଖ୍ୟାଳୟ କେଉଁଠାରେ ଅବସ୍ଥିତ ?

ଉତ୍ତର- ହେଗରେ

୧୬- କେଉଁ ଦେଶରେ କୁରେକୁରେ ଉପରେ ବ୍ୟାନ ଲାଗିଛି ?

ଉତ୍ତର- ଇଟାଲୀ

୧୭- ସ୍ଵର୍ଣ ନଗର କାହାକୁ କୁହା ଯାଏ ?

ଉତ୍ତର- ଜୋହାନ୍ସବର୍ଗ

୧୮- ବିଶ୍ୱର ସବୁଠୁ ଛୋଟ ନଦୀର ନାମ କଣ ?

ଉତ୍ତର- ଡ଼ି ନଦୀ

୧୯- କ୍ଷୀର କାହିଁକି ମିଠା ଲାଗିଥାଏ ?

ଉତ୍ତର- ଲାକଟୋଜ ପାଇଁ

୨୦- ରାଣୀର ବାଡ଼ି ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର- ରାଜସ୍ଥାନ

୨୧- ଇଣ୍ଟେଲର ମୁଖ୍ୟାଳୟ କେଉଁ ଠାରେ ଅବସ୍ଥିତ ?

ଉତ୍ତର- ଆମେରିକା

୨୨- ପ୍ରଥମ ଭାରତୀୟ ଫିଲ୍ମ ର ନାମ କଣ ?

ଉତ୍ତର- ରାଜା ହରିଶ୍ଚନ୍ଦ୍ର

୨୩- ଫଳକୁ ପାଚିବା ପାଇଁ କେଉଁ ଗ୍ୟାସର ପ୍ରୟୋଗ କରା ଯାଏ ?

ଉତ୍ତର- ଏଥିଲିନ

୨୪- ଅଷ୍ଟ୍ରେଲିୟାର ରାଷ୍ଟ୍ରୀୟ ଚିହ୍ନ କଣ ଅଟେ ?

ଉତ୍ତର- ବେଟଲ

୨୫- ବିଶ୍ୱ ଖଦ୍ୟ ଦିବସ କେବେ ପାଳନ କରଯାଏ ?

ଉତ୍ତର- ୧୬ ଅକ୍ଟୋବର୍

୨୬- ସବୁଠୁ ପ୍ରାଚୀନ ବେଦ କାହାକୁ କୁହାଯାଏ ?

ଉତ୍ତର- ରୁଗବେଦ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।