Vastu Shastra- ସକାଳୁ ଉଠି କରିଦି ଅନ୍ତୁ ଏହି ( ଗୋଟେ କାମ ) ତାପରେ ଦେଖନ୍ତୁ ଚମତ୍କାର

ଆଜି ଆପଣଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ବସ୍ତୁ ରହିଛି । ଆପଣଙ୍କୁ ଧନବାନ୍ କରିବା ବିଷୟରେ । ଆପଣଙ୍କ ଘରେ ଧନ ପ୍ରବୃତି ବିଷୟରେ । ଆପଣଙ୍କ ଜୀବନର ସବୁ ପ୍ରକାର ସମସ୍ୟା ଦୂର କରିବା ଏବଂ ଆପଣଙ୍କ ଘରେ ସୁଖ ଶାନ୍ତି ଆଣିବା ବିଷୟରେ । ପ୍ରତ୍ୟେକ ଦିନ ଘରର ମୁଖ୍ୟ କବାଟ ଉପରେ କରନ୍ତୁ ଏହି ଉପାୟ ଏବଂ ଦେଖନ୍ତୁ ଚମତ୍କାର । ଧର୍ମ ଗ୍ରନ୍ଥରେ ସମସ୍ୟାର ସମ୍ମୁଖୀନ କିପରି କରାଯିବ ସେଥିରେ ଅନେକ ଉପାୟ କୁହାଯାଇଛି । ଯାହା ସାଧାରଣ ହୋଇଥିଲେ ମଧ୍ୟ ହୋଇଥାଏ କାମର କଥା ।

ଆଜି ଆପଣଙ୍କୁ ସେହି ଉପାୟ ବିଷୟରେ କହିବୁ ଯାହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଥମେ ଏକ ତମ୍ବା ପାତ୍ର ଦ୍ଵାରା ଘରର ମୁଖ୍ୟ ଦ୍ଵାରକୁ ପାଣିର ଛିଟା ମାରିଲେ ଘରର ଆଖପାଖ ବାତାବରଣ ପବିତ୍ର ହୋଇଥାଏ, ନକାରାତ୍ମକ ଉର୍ଜା ସବୁ ନଷ୍ଟ ହୋଇ ଯାଇଥାଏ ।

ପବିତ୍ର ବାତାବରଣ ଘରର ସୁଖ ସମୃଦ୍ଧି ବାସ ହୋଇଥାଏ । ଏପରି ଘରର ଲୋକଙ୍କର ରହୁଥିବା ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏମାନଙ୍କ ଜୀବନରେ କେବେ ସ୍ବାସ୍ଥ୍ୟ ସହ ଜଡ଼ିତ ସମସ୍ୟା ହୋଇ ନଥାଏ । ଆମମାନଙ୍କ ଘରରେ ଯେଉଁ ମହିଳାମାନେ ସକାଳୁ ଶିଘ୍ର ଉଠି ଏହି କାମ କରନ୍ତି ତାପରେ ପୂର୍ଣ୍ଣ ଭାବରେ ଏହାର ଲାଭ ଦେଖିବାକୁ ମିଳିଥାଏ । ଏବେ ଆସନ୍ତୁ ଜାଣିବା ସେହି ଉପାୟ ଟି କଣ ? ସେହି ଉପାୟ ପାଇଁ ଘରେ ମହିଳାମାନଙ୍କୁ ଶିଘ୍ର ଉଠିବାକୁ ପଡ଼ିବ ।

ଘରର ମୁଖ୍ୟ ଦ୍ଵାର ଏବଂ ଆଖପାଖକୁ ପ୍ରତିଦିନ ତମ୍ବାର ପାତ୍ରରେ ପାଣିର ଛିଟା ମାରିବାକୁ ପଡ଼ିବ । ଏହା ଛୋଟ ଉପାୟ ହେଲେ ମଧ୍ୟ ବହୁତ ପ୍ରଭାବଶାଳୀ ହୋଇଥାଏ । ଯେଉଁ ଘରେ ଏହି ଉପାୟ କରାଯାଏ ସେମାନଙ୍କୁ ମହାଦେବଙ୍କ କୃପା ଲାଭ ହୋଇଥାଏ ଯାହା ଫଳରେ ଜୀବନର ସମସ୍ତ ପ୍ରକାର ଦୁଃଖ କଷ୍ଟ ଦୂର ହୋଇଥାଏ । ସମସ୍ତ ପ୍ରକାର ପୂଜାର୍ଚ୍ଚନାରେ ତମ୍ବାର ପାତ୍ରକୁ ବ୍ୟବହାର କରାଯାଇଥାଏ । ଏହାକୁ ବହୁତ ପବିତ୍ର ବୋଲି ମାନନ୍ତି ।

ଏହି ପାଣିକୁ ଛିଟା ମାରିବା ଦ୍ବାରା ଆଖପାଖର ଜୀବାଣୁ ନଷ୍ଟ ହୋଇଥାନ୍ତି । ଏହି ପାଣି ପିଇବା ଦ୍ଵାରା ଚର୍ମରେ ହେଉଥିବା ସମସ୍ୟା ଦୂର ହୋଇଥାଏ ଏବଂ ଅନ୍ୟାନ୍ୟ ରୋଗ ମଧ୍ୟ ଭଲ ହୋଇ ଥାଏ । ତେବେ ଆପଣ ଏହି ଛୋଟିଆ ଉପାୟଟିକୁ କରନ୍ତୁ ଯାହାଫଳରେ ସମସ୍ତ ସମସ୍ୟା ଦୂର ହୋଇଯିବ । ତାହା ଆପଣଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ ହେଉ କି ବାସ୍ତୁ ଜଡ଼ିତ ସମସ୍ୟା ଏବଂ ଆର୍ଥିକ ସମସ୍ୟା ପାଇଁ ଏହି ଉପାୟ ଟି ଖୁବ୍ ଭଲ କାମ କରେ ।

ଏହି ଉପାୟ କୁ ପ୍ରତ୍ୟେକ ଦିନ ସକାଳୁ ଉଠି ଘରେ ଏହି କାମ କଲେ ସକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ ଯାହା ଦ୍ଵାରା ଘରର ମଙ୍ଗଳ ହେବା ସହ ସମସ୍ତ କାର୍ଯ୍ୟରେ ସଫଳ ଏବଂ ଧନବାନ୍ ହୋଇଥାନ୍ତି । ବାସ୍ତୁଶାସ୍ତ୍ରରେ ଏହି ଉପାୟ ଆପଣଙ୍କୁ କେମିତି ଲାଗିଲା କମେଣ୍ଟରେ ଲେଖି ଜଣାନ୍ତୁ ଏବଂ ଶେୟାର ମଧ୍ୟ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।