ନୂଆ ବର୍ଷ 2021 ରେ ( ଘରକୁ ନେଇ ଆସନ୍ତୁ ) ଏହି ଗୋଟେ ଜିନିଷ, ହେବ ଧନର ବର୍ଷା

ନୂଆ ବର୍ଷ ୨୦୨୧ ଆରମ୍ଭ ହେବା ପାଇଁ ଆଉ ଅଳ୍ପ ଦିନ ବାକି ଅଛି । ଏମିତିରେ ସମସ୍ତେ ଆଶା ରଖନ୍ତି କି ନୂତନ ବର୍ଷ ସେମାନଙ୍କର ଭଲରେ କଟୁ । ଏମିତିରେ ଆଜି ଆମେ ଆପଣଙ୍କୁ ୨୦୨୧ ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ଘରକୁ କେଉଁ ସବୁ ଜିନିଷ ଆଣିବା ଦ୍ଵାରା ଶୁଭ ହୋଇଥାଏ ଓ ବର୍ଷ ସାରା ଟଙ୍କା ଅଭାବ ରହି ନ ଥାଏ ସେହି ବିଷୟରେ କହିବୁ । ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ଏହି ୫ ଟି ଜିନିଷ ମଧ୍ୟରୁ କୌଣସି ଗୋଟିଏ ଜିନିଷ ହେଲେ ବି ଆପଣ ନିଜ ଘରକୁ ନେଇ ଆସୁଛନ୍ତି ତେବେ ଆପଣଙ୍କର ଭାଗ୍ୟ ସୁନା ଭଲି ଚମକିବାକୁ ଲାଗିବ । ମାତା ଲକ୍ଷ୍ମୀଙ୍କ କୃପାରେ ଆପଣଙ୍କର ପୁରା ବର୍ଷ ହସ ଖୁସିରେ ବିତିବ । ତେବେ ଆସନ୍ତୁ ଜାଣିବା ସେହି ୫ଟି ଜିନିଷ ବିଷୟରେ ।

ଗଣେଶଙ୍କ ମୂର୍ତ୍ତି

ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା ବୋଲି କୁହାଯାଏ । ଯିଏ ସବୁ ଦୁଖ କଷ୍ଟକୁ ଦୂର କରି ଦିଅନ୍ତି । ଏମିତିରେ ଯଦି ଆପଣ କୌଣସି ସମସ୍ୟାରେ ଫସି ଯାଇଛନ୍ତି ତେବେ ନୂଆ ବର୍ଷ ଦିନ ହିଁ ଭଗବାନ ଗଣେଶଙ୍କ ମୂର୍ତ୍ତି ନିଶ୍ଚିତ ରୂପରେ ଘରେ ଆଣନ୍ତୁ । ଏହା ଦ୍ଵାରା ଭଗବାନ ଗଣେଶ ଆପଣଙ୍କର ସବୁ ଦୁଖ କଷ୍ଟକୁ ଦୂର କରି ଦେବେ ।

ନଡିଆ

ଯଦି ଆପଣ ନୂଆ ବର୍ଷକୁ ନଡିଆ ଭାଙ୍ଗି ଆରମ୍ଭ କରୁଛନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କୁ ସମସ୍ତ ପ୍ରକାରର ସଫଳତାର ରାସ୍ତା ମିଳିବ । ଘରର ସମସ୍ତ ନକାରତ୍ମକ ଊର୍ଜା ବାହାରକୁ ଚାଲିଯାଏ ଓ ସକରାତ୍ମକ ଉର୍ଜା ପ୍ରବେଶ କରିଥାଏ । ଆପଣ ଘରେ ହେଉ କିମ୍ବା ମନ୍ଦିରରେ କୌଣସି ବି ସ୍ଥାନରେ ନଡିଆ ଭାଙ୍ଗି ପାରିବେ ।

ମୟୂର ପର

ଯଦି ଆପଣ ବି ସବୁବେଳେ ଟଙ୍କାକୁ ନେଇ ଚିନ୍ତିତ ରହୁଛନ୍ତି ତେବେ ଏହି ନୂଆ ବର୍ଷ ଦିନ ଘରକୁ ମୟୂର ପର ନିଶ୍ଚିତ ନେଇ ଆସନ୍ତୁ । ଏହି ସମୟରେ ଧ୍ୟାନ ରଖିବେ ମୟୂର ପର କିଣିବା ସମୟରେ ଶ୍ରୀକୃଷ୍ଣଙ୍କ ନାମ ନିଶ୍ଚିତ ନେବେ । ଏହିଭଳି କରିବା ଦ୍ଵାରା ଆପଣଙ୍କର ସବୁ କାର୍ଯ୍ୟର ଆରମ୍ଭ ଶୁଭ ହୋଇଥାଏ ।

ମନି ପ୍ଳାଣ୍ଟ ଗଛ

ନୂଆ ବର୍ଷର ଆରମ୍ଭରେ ଆପଣ ମନି ପ୍ଳାଣ୍ଟ ଗଛ ଘରକୁ ନେଇ ଆସନ୍ତୁ ଓ ଏହାକୁ ଘରେ ଲଗାନ୍ତୁ । ବାସ୍ତୁ ଅନୁସାରେ ଆପଣ ଯେ କୌଣସି ବି ଗଛ ଘରକୁ ଆଣି ପାରିବେ । ଏହି ସବୁ ଗଛ ଘରେ ସୁଖ ସମୃଦ୍ଧି ଆଣିଥାଏ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ଓ ଶାନ୍ତି ଆସିବ ।

ହେଙ୍ଗସୁଇ ଜିନିଷ

ସମସ୍ତଙ୍କୁ ଟଙ୍କା ଦରକାର । ଏମିତିରେ ଏହି ନୂଆ ବର୍ଷରେ ଯଦି ଆପଣଙ୍କୁ କେହି ଲାଫିଙ୍ଗ ବୁଦ୍ଧର ଉପହାର ଦେଉଛନ୍ତି ତେବେ ବୁଝି ଯାଆନ୍ତୁ କି ଆପଣଙ୍କର ଭାଗ୍ୟ ବଦଳିଗଲା । ଯେଉଁ ଘରେ ଲାଫିଙ୍ଗ ବୁଦ୍ଧ ଥାଏ ସେଠି କେବେ ବି ଧନର ଅଭାବ ହୋଇ ନ ଥାଏ । ଏହି ୫ ଟି ଜିନିଷ ମଧ୍ୟରୁ ଯେ କୌଣସି ଗୋଟିଏ ଜିନିଷ ଘରକୁ ନେଇ ଆସନ୍ତୁ ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।