Nisha Moharana ଆସୁଛି ଟୋଟାଲ୍ ଖୋଲିକି ସବୁ ଦେଖେଇ ଦଉଛି… ସେ Rani Panda ର ଗୋଟିଏ ହେୟାରକୁ ବି ସରି ନୁହେଁ…

ଅଭିନେତ୍ରୀ ନିଶା ମହାରଣା ନିଜ ଭେଶଭୂଷା ଓ ମନ୍ତବ୍ୟକୁ ନେଇ ସବୁବେଳେ ବିବାଦରେ ରହିଥିବା ବେଳେ ଏବେ ପୁଣି ଥରେ ବିବାଦ ପରିସରକୁ ଆସିଛନ୍ତି । ଯାତ୍ରା ମଞ୍ଚ ଉପରେ ସେ ଦେଇଥିବା କିଛି ମନ୍ତବ୍ୟ ଯୋଗୁଁ ଏବେ ଯାତ୍ରା ଦୁନିଆର କଳାକାର ମାନେ ପ୍ରତିବାଦ ଆରମ୍ଭ କରି ଦେଇଛନ୍ତି । ଏନେଇ ରାଜଧାନୀ ଅପେରାର ଜଣେ ବରିଷ୍ଠ କଳାକାର କଟୁ ମନ୍ତବ୍ୟ ଦେବା ସହ ନିଶା ମହାରଣାଙ୍କୁ ନେଇ ନିଜ ପ୍ରତିବାଦ ଜଣାଇଛନ୍ତି ।

ଯାତ୍ରା କଳାକାର ଜଣକ ଦାବି କରି କହିଛନ୍ତି କି, ଯାତ୍ରା ମଞ୍ଚରେ ନଗ୍ନ ନୃତ୍ୟ, ଅଙ୍ଗ ପ୍ରଦର୍ଶନ, ଅଶ୍ଳୀଳ ଏବଂ ଦ୍ଵିଅର୍ଥବୋଧକ କଥା ସବୁ ବ୍ୟାନ କରାଯାଉ । କିନ୍ତୁ ନିଶା ମହାରଣା ଆସୁଛି ଆଉ ଦର୍ଶକଙ୍କ ସାମ୍ନାରେ ସବୁ ଖୋଲି ଦେଉଛି । ଯେଉଁମାନେ ଦେଖିଥିବେ ସେମାନେ ଜାଣିଛନ୍ତି ନିଶା ମହାରଣା କେଉଁ କ୍ୟାଟାଗୋରୀର ପିଲା । ସେ ଏମିତି କୀର୍ତ୍ତି କଲା ଯେ ତା’ ଯୋଗୁଁ ବାପାମା’ ବି ଘରେ ରହି ପାରିଲେନି । ଗାଁ ଲୋକଙ୍କ ଟାହିଟାପରା ସହି ନପାରି ସେମାନେ ଶେଷରେ ଝିଅ ଯୋଗୁଁ ଗାଁ ଛାଡିବାକୁ ବାଧ୍ୟ ହେଲେ ।

ଏମିତି ଯୋଗ୍ୟମନ୍ତ ଝିଅ ଜନ୍ମ କରି ବାପାମା’ ଯଦି ଆତ୍ମଗୋପନ କରନ୍ତି ତେବେ ସେ ଝିଅକୁ କଣ କୁହାଯିବ ? ନିଶା ଯାତ୍ରା ଇଣ୍ଡଷ୍ଟ୍ରି ବିଷୟରେ କିଛି ଜାଣିନି । ସେ ହଠାତ ମୁମ୍ବାଇ ଚାଲି ଯାଇଥିଲା ଆଉ ସେଠାରେ ଲଙ୍ଗଳା ମୁକୁଳା ହେଇ ବେଶ୍ୟାବୃତ୍ତି କରୁଥିଲା । ସେଠାରୁ ଚାଲି ଆସିକି ଯାତ୍ରାରେ ପଶିଲା ଆଉ ଏବେ ନିଜକୁ ବଡ ଆଇଟମ ଗାର୍ଲ ଭାବୁଛି । ସେ ଯେଉଁ ପ୍ରକାର ହେଉଛି ଦେଖିଲେ ଆପଣଙ୍କୁ ଲଜ୍ଜା ଲାଗିବ ବୋଲି କହିଛନ୍ତି ଯାତ୍ରା କଳାକାର ଜଣକ ।

ସେ ଆହୁରି ମଧ୍ୟ କହିଛନ୍ତି କି, ଯାତ୍ରାରେ ଆଇଟମ ଗାର୍ଲ ଦେଖିଛି ରାଣୀ ପଣ୍ଡା ଆଉ ରାଣୀ ପ୍ରିୟଦର୍ଶିନୀ ଆସିଛନ୍ତି । ସେମାନଙ୍କୁ ମଧ୍ୟ ଅନେକ ଲୋକ ନଗ୍ନତାକୁ ନେଇ ସମାଲୋଚନା କରିଛନ୍ତି ହେଲେ ନିଶା ଯେମିତି ହେଉଛି ସେମିତି ନୁହେଁ । ରାଣୀ ପଣ୍ଡା ଅବଶ୍ୟ ଆରମ୍ଭରେ କିଛିଟା ଖରାପ କରି ଦେଇଥିଲା କିନ୍ତୁ ତା’ ପରେ ବହୁତ ଭଲ କାମ ମଧ୍ୟ କରିଛି । ସେ ବହୁତ ଲୋକଙ୍କୁ ଜୀବନ ଦେଇଛି ଖାଦ୍ୟପେୟ ଦେଇଛି ଓ ବହୁତ ଲୋକଙ୍କୁ ସାହାଯ୍ୟ କରିଛି ।

ଯିଏ କଳାକାରଙ୍କ ଉନ୍ନତି କରୁଛି ସାହାଯ୍ୟ କରୁଛି ଓ ଏରିଆର ଉନ୍ନତି କରୁଛି ସେ ଲୋକକୁ ସମ୍ମାନ ଦେବା କଥା । ରାଣୀ ପଣ୍ଡାର ଗୋଟିଏ ଚୁଟିକୁ ବି ନିଶା ମହାରଣା ସରି ନୁହେଁ । ତେଣୁ ତାକୁ ଯଦି ଯାତ୍ରାରେ ବ୍ୟାନ ନ କରାଯାଏ ତେବେ ଆମେ ଯାତ୍ରା କଳାକାରମାନେ ମଞ୍ଚ ଉପରକୁ ଚଢିବୁ ନାହିଁ ବୋଲି ସେ ସ୍ପଷ୍ଟ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।