ଆଜିର ରାଶିଫଳ, 27 ମାର୍ଚ୍ଚ 2023, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସଙ୍କଟରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଜଲ୍ଦି ଧନ କମାଇବା ପାଇଁ କୌଣସି ଭୁଲ ଯୋଜନାରେ ନିବେଶ କରନ୍ତୁ ନାହି । ପଢା ରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ । ଏହି ରାଶିର ଲୋକ ଯେଉଁ ମାନେ ମେଡିକାଲ ଷ୍ଟୋର ବ୍ୟାପାରରେ ଜଡିତ ଅଛନ୍ତି ସେମାନଙ୍କୁ ଅଚାନକ ଆର୍ଥିକ ଲାଭ ହୋଇପାରେ । ଆଜି ଛୋଟ ଛୋଟ କଥାକୁ ଅଣଦେଖା କରନ୍ତୁ । ମହିଳା ଙ୍କୁ କାମରୁ ଟିକେ ରିହାତି ମିଳିବ । ଆଜି ଆପଣଙ୍କୁ କୌଣସି ନିରାଶ ଜନକ ସମାଚାର ଶୁଣିବାକୁ ମିଳିବ ।

ବୃଷ ରାଶି : କୌଣସି ସମ୍ମାନୀୟ ବ୍ୟକ୍ତି ଙ୍କ ମାର୍ଗ ଦର୍ଶନ ମିଳିବ । ଧନ ଲାଭର ନୂଆ ରାସ୍ତା ନଜର ଆସୁଛି । ଛୋଟ ମୋଟ ପ୍ରଲୋଭନ ରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ଏମିତି ଲୋକଙ୍କ ଠାରୁ ସାହାଜ୍ଯ ମିଳିବ ଆପଣ କେବେ ଭାବି ନ ଥିବେ । ଆଜି ଆପଣ ସେମାନଙ୍କ ଥାଉ ସତର୍କ ରୁହନ୍ତୁ ଯେଉଁ ମାନେ ଭୁଲ କାମ କରୁଛନ୍ତି । କାମ କାର୍ଯ୍ୟ ରେ ଆଜି ନୂଆ ଉପାୟ ଆପଣେଇବାକୁ ଚେଷ୍ଟା କରନ୍ତୁ । ତେବେ ଆପଣଙ୍କୁ ଜରୁର ଫାଇଦା ମିଳିବ ।

ମିଥୁନ ରାଶି : ସନ୍ତାନ ଙ୍କ ଉନ୍ନତିରେ ଖୁସି ହେବେ । କୌଣସି ଅସହାୟ ଲୋକଙ୍କୁ ସାହାଜ୍ଯ କରିବାକୁ ସଙ୍କୋଚ କରନ୍ତୁ ନାହି । ସେମାନଙ୍କର ଆଶୀର୍ବାଦ ଆପଣଙ୍କୁ ଭଲ ପରିଣାମ ଦେବ । ମନରେ କିଛି ନୂଆ କରିବାର ଜୋସ ଦେଖାଯିବ । ଖାଇବା ଦୋକାନ କରିଥିବା ବ୍ୟାପାରୀ ଙ୍କୁ ଭଲ ପରିଣାମ ମିଳିବ । ରଚନାତ୍ମକ ପ୍ରୟାସ ଫଳପ୍ରଦ ହେବ । ଜୀବନ ସାଥିଙ୍କ ସହ ମତଭେଦ ହୋଇପାରେ । ଅଫିସରେ କିଛି ମାମଲାରେ ଆପଣ ସଫଳ ହେବେ ।

କର୍କଟ ରାଶି : ଆଜି ଆଲୋଚନାରେ କୁଶଳତା ଆପଣଙ୍କ ମଜବୁତ ପକ୍ଷ ସବ୍ୟତା ହେବ । ପରିବାର ତରଫରୁ ଆପଣଙ୍କୁ ପୁରା ସମର୍ଥନ ମିଳିବ । ବନ୍ଧୁ ମାନଙ୍କ ସହଯୋଗ ପାଇବା ଦ୍ଵାରା ଆପଣଙ୍କୁ ବ ସମସ୍ୟାର ସମାଧାନ କରିବେ । କୌଣସି ପୁରୁଣା ରୋଗକୁ ନଜର ଅନ୍ଦାଜ କରନ୍ତୁ ନାହି । ଘରୋଇ ସମ୍ପତି ରୁ ଲାଭ କମଉଛନ୍ତି ତ କାଗଜପତ୍ର ସମ୍ଭାଳିକି ରଖନ୍ତୁ । ବ୍ୟାପାର ଠିକ ଠାକ ରହିବ ।

ସିଂହ ରାଶି : ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣଙ୍କ ଜରୁରୀ କାମ କାର୍ଯ୍ୟ ପୁରା ହେବ । ଆଜି ଦିନ ସାରା କନ୍ଫିଡେନ୍ସ ଓ ଉଶ୍ଚାହ ବଜାୟ ରହିବ । ଆଜି ନିଜର ବାଣୀ ଉପରେ ସଂଯମ ରଖନ୍ତୁ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ସନ୍ତାନ ଙ୍କ ଉତ୍ତମ ଭବିଷ୍ୟତ ପାଇଁ ବିଚାର କରିବେ । ଶ୍ଵଶୁର ଘର ପକ୍ଷରୁ ଆଜି ଆପଣଙ୍କୁ ମାନ ସମାନ ମିଳିବ । ଆଜି ବିରୋଧୀ ବି ଆପଣଙ୍କ ଆଗରେ ହାର ମାନିବେ । କାମ ପାଇଁ ଏପଟ ସେପଟ ହୋଇ ପାରନ୍ତି ।

କନ୍ୟା ରାଶି : ଘର ପରିବାରରେ ନିଜ ପାଇଁ କିଛି ଭଲ ବିଚରା କରିବେ ତେବେ କିଛି ବେହତର କରିବାର ପ୍ରେରଣା ଜାଗୃତ ହେବ । ଧନ ମାମଲାରେ ଆଜି ଆପଣ ଲୋଭ ସ୍ଥିତି ରୁ ବଞ୍ଚିତ ରହିବାକୁ ଚେଷ୍ଟା କରନ୍ତୁ । ଆଜି ଅନଲାଇନ କାମ ଆରମ୍ଭ କରିବା ପ୍ଳାନ କରିବେ । କାରୋବାରରେ ବୃଦ୍ଧି ପାଇଁ ଆପଣ କିଛି ଯୋଜନା ବନାଇବେ । ଆପଣଙ୍କୁ କ୍ରୋଧ ଉପରେ ସଂଯମ ରଖିବାକୁ ହେବ । ଶାନ୍ତି ର ମାର୍ଗ ଧାରଣ କରିବାର ଜରୁରତ ଅଛି ।

ତୁଳା ରାଶି : କାହା ଉପରେ ଅଧିକ ଭରସା କରନ୍ତୁ ନାହି । ଅନାବଶ୍ୟକ ରୂପରେ ସାର୍ବଜନିକ ସ୍ଥାନ ରୁ ଯିବାକୁ ବଞ୍ଚିତ ହୁଅନ୍ତୁ । ଫସିଥିବା କାର୍ଯ୍ୟ ହୋଇଗଲେ ମନ ସାନ୍ତ ହେବ । ଯେଉଁ କଥା ଏବେ ଯାଏଁ ହୋଇପାରୁ ନ ଥିଲା ତାହା ଏବେ କରିବାକୁ ଚେଷ୍ଟା କରନ୍ତୁ । ପ୍ରେମ ବିବାହକୁ ପରିବାର ର ଅନୁମୋଦନ ମିଳିପାରେ । ଭାଇ ଭଉଣୀ ଙ୍କ ସମ୍ପର୍କରେ ସୁଧାର ଆସିବ । ଆଜି ଆପଣଙ୍କର ଭେଟ ଅନେକ ଆକର୍ଷକ ବ୍ୟକ୍ତି ଙ୍କ ସହ ହୋଇପାରେ ।

ବିଛା ରାଶି : ଯାହାଙ୍କ ସହ ସ୍ମୃତି ଭରା ସମୟ ବିତାଇବ । ଆଜି ବ୍ୟାପାରୀ ଙ୍କୁ ଖାସ ଲାଭ ହେବାର ଆଶା ଅଛି । ପଇସା ଲେନଦେନ ସମୟରେ ସତର୍କ ରୁହନ୍ତୁ । ଆଜି ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ଯଦି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହାଉନ ଛନ୍ତି ତେବେ ଆପଣଙ୍କର ଲାଭ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ବେହତର ରହିବ । ସମ୍ପତି କ୍ରୟ କରିବାକୁ ଚିନ୍ତା କରୁଥିଲେ ଏବେ କିଛି ଦିନ ରହି ଯାଆନ୍ତୁ । ଆଜି କୌଣସି କର୍ମଚାରୀ ଙ୍କ ସହ ବିବାଦ ହୋଇପାରେ ।

ଧନୁ ରାଶି : ପଇସା ମାମଲାରେ ଆଜି ଆପଣଙ୍କ ହାତକୁ ନିରାଶ ଲାଗିବ । ଆପଣଙ୍କର ଅଧିକ ପ୍ରୟାସ ସଫଳ ହୋଇପାରେ । ପାରିବାରିକ ଜୀବନରେ ସ୍ଥିତି ଠିକ ରହିବ । ସାନ୍ତ ରୁହନ୍ତୁ । ଆପଣ ଯେଉଁ ବି କାମ କରୁଛନ୍ତି ତାହା ସହ ଜଡିତ ନିୟମ କାନୁନ ଉପରେ ଧ୍ୟାନ ଦିଅନ୍ତୁ । ଘର ବାହାରେ ପ୍ରସନ୍ନତା ଦାୟକ ମାହୋଲ ରହିବ । ନିଜର ବିଶ୍ଵାସ ଓ ଧର୍ଯ୍ୟ କୁ ବଢାଇ ପରିସ୍ଥିତି କୁ ସାମ୍ନା କରିବାକୁ ଚେଷ୍ଟା କାରନ୍ତ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ କମଜୋର ହୋଇପାରେ ।

ମକର ରାଶି : କାହା କଥାରେ ପଡନ୍ତୁ ନାହି । ନିଜକୁ ସ୍ଥିର ରଖିକି ନିସ୍ପତି ନେବାର ଜରୁରତ ଅଛି । ଘର ଲୋକଙ୍କ ସହ ମନାନ୍ତର କରନ୍ତୁ ନାହି । ନଚେତ ଶାନ୍ତି ଭଙ୍ଗ ହୋଇପାରେ । ସନ୍ଧ୍ୟାରେ ସୁଖଦ ଖବର ମିଳିପାରେ । ଆପଣଙ୍କର ଭାବିଥିବା କାମ ସମୟ ଅନୁଯାୟୀ ପୁରା ହେବ । କାରୋବାରକୁ ବଢାଇବା ପାଇଁ ନିବେଶ ରେ ପ୍ଲାନିଙ୍ଗ କରିବା ଉଚିତ । ପରିବାରର ସଦସ୍ୟ ଙ୍କ ମଧ୍ୟରେ ପ୍ରେମ ଓ ସହଯୋଗ ବଜାୟ ରହିବ ।

କୁମ୍ଭ ରାଶି : କାର୍ଯ୍ୟ ବ୍ୟାପାରରେ ଆଶା ଠାରୁ ଅଧିକ ଫାଇଦା ହେବ । ଦାଂପତ୍ଯ ଜିନ ଅନୁକୂଳ ହେବାର ସମ୍ଭାବନା ଅଛି । ପଡୋଶୀ ଓ ଭାଇ ଭଉଣୀ ଙ୍କ ସହ ସମ୍ପର୍କ ଭଲ ରହିବ । ରିଟେଲ ବ୍ୟାପାରୀ ଙ୍କୁ ଲାଭ କମାଇବା ପାଇଁ ଅପେକ୍ଷାକୃତ ଅଧିକ ମେହନତ କରିବାକୁ ହେବ । କିନ୍ତୁ ଚିନ୍ତା କରନ୍ତୁ ନାହି । ନଚେତ ଆପଣଙ୍କ ଧ୍ୟାନ ଭଙ୍ଗ ହୋଇପାରେ । ଆଖି ବନ୍ଦ କରି କାହା ଉପରେ ଭରସା କରନ୍ତୁ ନାହି ।

ମୀନ ରାଶି : ଆଜି ଆପଣ କୌଣସି ସାମାଜିକ ବା ରାଜନୈତିକ ସଂଘଠନ ସହ ଯୋଡି ହୋଇ ପାରନ୍ତି । ମାତା ଙ୍କ ସହ ସମ୍ପର୍କରେ ସୁଧାର ହେବ । ବ୍ୟକ୍ତିଗତ ଜୀବନରେ ସୁଖରେ ବୃଦ୍ଧି ହେବ । କ୍ଯାରିୟର ବ୍ୟାପାର ରେ ଶୁଭ ସମାଚାର ପ୍ରାପ୍ତ ହେବ । ଆଜି ମେହନତ ଅଧିକ ହେବ । ଏଥିରୁ ଆପଣଙ୍କୁ ବଡ ଫାଇଦା ହେବ । କିଛି ନୂଆ ଜିନିଷ ଶିଖିବାକୁ ମିଳିବ । ଆପଣଙ୍କର ଅଟକିଥିବା ଧନ ଆପଣଙ୍କୁ ମିଳିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Rashifal 26 March: आज सूर्यदेव की कृपा से 8 राशियों के सभी मनोरथ होंगे सिद्ध, प्रतिष्ठा बढ़ेगी