ଚମତ୍କାର ! ନିମ୍ବ ଗଛରୁ ଝରୁଛି କ୍ଷୀର, ଚାଖିଲେ ମିଠା ଲାଗୁଛି, ତାଜୁବ ହେଇଯିବେ, ଥରେ ଦେଖନ୍ତୁ ଏହି Video,

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଖବର ନେଇ ଆସିଛୁ ଯାହା ଆପଣ ମାନେ କେବେ ଶୁଣି ନ ଥିବେ । ସୂଚନା ଅନୁସାରେ କନ୍ଧମାଳ ଜିଲାର ଚାକାପଦା ବ୍ଲକ ଅନ୍ତର୍ଗତ ବାଡିସାହି ଗାଁରେ ରାସ୍ତା କଡରେ ଥିବା ବିଶାଳ ନିମ ଗଛରୁ କ୍ଷୀର ଝରିବାରେ ଲାଗିଛି ।

ଏହା ଏକ ବଡ ଆଶ୍ଚର୍ଯ୍ୟ କର କଥା ଅଟେ । କାରଣ ଆଗରୁ ହୁଏ ତ ଏପରି କିଛି ହୋଇ ନ ଥିଲା ଯେ ନିମ ଗଛରୁ କ୍ଷୀର ବାହାରିବ । ସେଠିକାର ସ୍ଥାନୀୟ ବାସିନ୍ଦା ମାନେ ଏହାକୁ ଐଶ୍ବରୀକ ଶକ୍ତି ବୋଲି କହୁଛନ୍ତି । ଏହା ଭଗବାନଙ୍କର କିଛି ଲୀଳା ବା ଆଶୀର୍ବାଦ ବୋଲି ସେଠିକାର ଲୋକ ମାନେ ନିଜ ମତାମତ ରଖିଛନ୍ତି । ଏହା ବ୍ଯତୀତ ଅନ୍ୟ ଗା ମାନଙ୍କରୁ ମଧ୍ୟ ଲୋକ ମାନେ ଆସି ସେଠାରେ ଭିଡ ଜମା କରୁଛନ୍ତି ।

କ୍ଷୀରକୁ ନିଜ ହାତରେ ଲଗାଇ ତାହା ମିଠା ଲାଗୁଛି ବୋଲି ଲୋକ ମାନେ ସୁଚାଇଛନ୍ତି । କ୍ଷୀର ଟିକେ ପାଇବା ପାଇଁ ଲୋକ ମାନଙ୍କ ମଧ୍ୟରେ ଗହଳି ଦେଖା ଯାଉଛି । ସେଠିକାର ଜଣେ ବାସିନ୍ଦାଙ୍କ କହିବା ମୁତବକ ଏହି ବିଶାଳା ନିମ ଗଛରୁ କିଛି ମାତ୍ରାରେ କ୍ଷୀର ଝରୁଥିଲା । କିନ୍ତୁ ଏହାକୁ କେହି ବି ଧ୍ୟାନ ଦେଇ ନ ଥିଲେ । ପରେ ସାବିତ୍ରୀ ଅମାବାସ୍ୟା ଦିନ ନାଗ ସାପ ଆସି ନିମ ଗଚରୁ କ୍ଷୀର ପିଉଥିବାର ଦେଖିବା ପରେ ଏହି କଥାଟି ସତ୍ୟ ବୋଲି ଜଣା ପଡିଥିଲା ।

ଏହା ପରେ ଭକ୍ତ ମାନଙ୍କର ସୁଅ ଛୁଟିବାରେ ଲାଗିଛି । ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ପିଢୀ ଓ ବୃଦ୍ଧ ବ୍ୟକ୍ତି ମାନେ ଏହି ବିଶାଳ ନିମ ଗଛରରୁ ଝରୁଥିବା କ୍ଷୀର ଟିକେ ପାଦୁକ ଭାବେ ପାଇବା ପାଇଁ ଭିଡ ଲଗାଇଛନ୍ତି । ଏହା ସହ ନିମ ଗଛ ମୂଳେ ଲୋକ ମାନେ ପଇସା ମଧ୍ୟ ପକାଉଛନ୍ତି ।

କ୍ଷୀରକୁ ପାଦୁକ ଭାବେ ପାଇ ଏହାକୁ କିଛି ଲୋକ ମାନେ ପବିତ୍ର ମନେ କରୁଛନ୍ତି । କିଛି ଶ୍ରଦ୍ଧାଳୁ ମାନେ ନିମ ଗଛରେ ଦୀପ ଧୂପ ଲାଗାଇ ଏହାକୁ ଭକ୍ତିର ସହ ପୂଜା ଆରାଧନା କରିବାରେ ଲାଗିଛନ୍ତି । ଏହି ଗଛରେ ଭଗବାନଙ୍କୁ କିଛି ଚମତ୍କାର ରହିଛି ବୋଲି ଲୋକ ମାନେ ମତାମର ଦେଉଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣାକୁ ଆପଣ ମାନେ ବିଜ୍ଞାନର ଚମତ୍କାର କହି ପାରିବେ ବା ପରିବେଶଗତ ପରିବର୍ତ୍ତନ ହୋଇପାରେ ।

କିନ୍ତୁ ଏଠାରେ ଯେଉଁ ଶ୍ରଦ୍ଧାଳୁ ମାନେ ଭିଡ ଲାଗିଛନ୍ତି ତାହା ସେମାନଙ୍କ ପାଇଁ ପାଦୁକା ଅଟେ । ବର୍ଷ ବର୍ଷ ଧାରୀଉ ଏହି ନିମ ଗଛକୁ ଅଣଦେଖା କରୁଥିବା ଲୋକ ମାନେ ଆଜି ଭଗବାନଙ୍କର ଅବତର ବୋଲି ମାନେ କରି ପୂଜା କରିବାରେ ଲାଗିଛନ୍ତି । ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ନିମ ଗଚରୁ ପ୍ରଥମ ଥର ପାଇଁ କ୍ଷୀର ଝରୁଛି କାରଣ ନିମ ଗଛ ପିତା ହୋଇଥିବାରୁ ଏଥିରେ କ୍ଷୀର ଝରିବା ଏକ ଆଶ୍ଚର୍ଯ୍ୟ କର ଘଟଣା ଅଟେ । ଏହା ସତ୍ତ୍ୱେ ମଧ୍ୟ ଏହି ଘଟଣାଟି ସତ୍ୟ ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ