ନିଜର ପ୍ରଥମ ମ୍ଯାଚ ରୁ ହିଁ ଫେମସ ହୋଇ ଯାଇଥିଲେ ଏହି ୪ ଜଣ କ୍ରିକେଟର, କିନ୍ତୁ ଆଜି ବିତାଉଛନ୍ତି ଗୁମନାମ ର ଜୀବନ

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଶୀର୍ଷ ଉପରେ ରହିବା ଠାରୁ ଅଧିକ ହେଉଛି ଶୀର୍ଷ ଉପରେ ବନିରହିବା । ଏ କଥା ସମସ୍ତେ ତାଙ୍କ ଗୁରୁଜନଙ୍କ ଠାରୁ ନିଶ୍ଚିତ ଶୁଣିଥିବେ । ସବୁ ବ୍ୟକ୍ତି ସଫଳତା ପରେ କିଛି ବିଫଳତା ମଧ୍ୟ ପାଇଥାନ୍ତି । କିନ୍ତୁ ସବୁବେଳେ ସେ ସେହି ସଫଳତା ପାଇନଥାନ୍ତି । ତେବେ ଆଜି ସେହି କ୍ରିକେଟର ଙ୍କ ବିଷୟରେ ଜାଣିବା ଯିଏ ବହୁତ ଭଲ ଖେଳିକି ମଧ୍ୟ ଗୋଟିଏ ଅଣ୍ଡର ହିଟ ହୋଇ ରହିଯାଇଛନ୍ତି ।

୧. ତେବେ ଏହି ଲିଷ୍ଟ ର ସବୁଠାରୁ ପ୍ରଥମେ ନାମ ଅଛି ରିଚାର୍ଡ ଲେଭି ଇଂଲଣ୍ଡ ରେ ହେଉଥିବା ଖେଳ ରେ ଶହେ ବାଡେଇ ରାତାରାତି ପ୍ରସିଦ୍ଧ ହୋଇଯାଇଥିଲେ । ନ୍ୟୁଜଲ୍ୟାଣ୍ଡ ବିରୋଧରେ ଲେଭି ଖେଳି ବହୁତ ରନ ହାସଲ କରିଥିଲେ । ୪୫ ଶତକ ରେ ସେ ତାଙ୍କର ଖେଳ କୁ ସମାପ୍ତ କରିଥିଲେ । ତେଣୁ ଲେଭି ଙ୍କୁ ସାଉଥ ଆଫ୍ରିକା ର ପର ସୁପରଷ୍ଟାର ବୋଲି ମାନାଗଲା । କିନ୍ତୁ ପର କିଛି ଖେଳ ରେ ତାଙ୍କର ଏହା କମଜୋରି ହୋଇଯାଇଥିଲା । ଲେଭି ବାମ ପଟରେ ଖେଳିଥାନ୍ତି ।

୨. ନରେନ୍ଦ୍ର ହିର୍ବାଣୀ ଉତ୍ତର ପ୍ରଦେଶ ର ଅନ୍ତଃରାଷ୍ଟ୍ରୀୟ ରେ ଖେଳିଥିଲେ । ନରେନ୍ଦ୍ର ହିର୍ବାଣୀ ୧୯୮୭ ଓ ୧୯୮୮ ମସିହାରେ ୱେଷ୍ଟ ଇଣ୍ଡିଜ ଖିଲାପରେ ଖେଳ ଖେଳି ନିଜର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ଖେଳିକି ଷୋହଳ ଟା ଉଇକେଟ ନିଜ ନାମ ରେ କରିଥିଲେ । ନରେନ୍ଦ୍ର ଖେଳ ରେ ବହୁତ ଅନୁଭବୀ ଖେଳାଳି ମାନଙ୍କୁ ଆଉଟ କରିଥିଲେ । ନରେନ୍ଦ୍ର ତାଙ୍କର ଏହି ଦମଦାର ଖେଳ ଦ୍ବାରା ଭାରତ ର ସବୁ ଜାଗାରେ ନିଜର ସ୍ଥାନ ବନାଇଦେଇଥିଲେ ।

ଭାରତରେ ସେ ନିଜର ଆହୁରି ତିନିଟା ଖେଳ ବହୁତ ଭଲରେ ଖେଳିଥିଲେ । କିନ୍ତୁ ଯେତେବେଳେ ସେ ବିଦେଶ କୁ ଖେଳିବାକୁ ଯାଇଥିଲେ ସେତେବେଳେ ସେ ଟିକେ କମଜୋର ହୋଇଯାଇଥିଲେ । ତାପରେ ଅନୀଲ ଙ୍କର ଆଗମନ ନରେନ୍ଦ୍ର କୁ ଦବାଇ ଦେଇଥିଲା । ନରେନ୍ଦ୍ର ପରେ ଭାରତ ଟିମ କୁ ଆସିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେ ସେଥିରେ ବିଫଳ ରହିଥିଲେ ।

୩. ପିଲଟର ଫୁଲଟର କୋଡିଏ ଟି ଖେଳ ରେ ସଫଳତା ଲାଭ କରିବା ପରେ ତାଙ୍କୁ ଗୋଟେ ଅଣ୍ଡର ହିଟ ବୋଲି କୁହାଯାଉଥିଲା । ଗୋଟେ ଖେଳ ଏମିତି ଥିଲା ଯେଉଁଥିରେ ପିଲଟର ବିପକ୍ଷରେ ଥିବା ଟିମ କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ୨୦୦୬ ରେ ଅନ୍ତଃରାଷ୍ଟ୍ର ରେ ପଦାର୍ପଣ କରିବା ଆଗରୁ ସେ ବିଦାୟ ନେଇଯାଇଥିଲେ । ତାଙ୍କର ଭଲ ଖେଳ ପାଇଁ ତାଙ୍କୁ ୨୦୧୩ ମସିହାରେ ଇଂଲଣ୍ଡ ରେ ତିନୋଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ବଛାଯାଇଥିଲା । ପିଲଟର ନିଜ ଖେଳ ରେ ବହୁତ ଶତକ ହାସଲ କରିଛନ୍ତି ।

ତାଙ୍କର କେତେକ ଖେଳ ପରେ ସେ ସେହି ଖେଳ ରୁ ବିଦାୟ ନେଇଥିଲେ । ତାଙ୍କର କିଛି ଭୁଲ ପାଇଁ ତାଙ୍କୁ ଟିମ ରୁ ବାହାର କରାଯାଇଥିଲା ଏବଂ ୨୦୧୭ ମସିହାରେ ସେ ଅନ୍ତଃରାଷ୍ଟ୍ରୀୟ ଖେଳ ରୁ ବିଦାୟ ନେଇଥିଲେ । ତାଙ୍କର ଦମଦାର ଖେଳ ଖେଳିବା ପରେ ମଧ୍ୟ ତାଙ୍କୁ ଖେଳ ରୁ ବାହାର କରାଯାଇଥିଲା ।

୪. କରୁଣ ନାୟର ମଧ୍ୟ ନିଜର ଦମଦାର ଖେଳ ପ୍ରଦର୍ଶନ କରିଥାନ୍ତି । ସେ ଇଂଲଣ୍ଡ ବିରୋଧ ରେ ଖେଳି ନିଜର ପ୍ରତିଷ୍ଠା ଗଠନ କରିଥିଲେ । ତେବେ ଏହି ଖେଳାଳି ସବୁ ନିଜର ଖେଳ ଦ୍ୱାରା ବହୁତ ପ୍ରସିଦ୍ଧି ଲାଭ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।