ଜବାନୀର ଏହି ୫ ଟି ଭୁଲ ଆପଣଙ୍କ ଜୀବନକୁ ବର୍ବାଦ କରିଦେବ, ଭୁଲରେ ବି କରନ୍ତୁନି ଏହି ଭୁଲ

ଆଜିକାଲି ଯୁଗରେ ସବୁ ଯୁବକ ଯୁବତୀ ମନର ଉନ୍ମାଦନା ପାଇଁ ଜୀବନକୁ ବରବାଦ କରିବାରେ ଲାଗିଛନ୍ତି । ଜବାନିରେ ଜୋସ ବହୁତ ଥାଏ କିନ୍ତୁ ହୋସ ବହୁତ କମ ଥାଏ । ଜୋସ ସହ ହୋସ ରହିବା ନିହାତି ଆବସ୍ୟକ । ଏହି ଯୁବକ ଅବସ୍ଥା ମନୁଷ୍ୟର ସବୁଠୁ ମୂଲ୍ୟବାନ ଅବସ୍ଥା ଥାଏ । ବିଗିଡିଯିବାର କିମ୍ବା କିଛି କରିକି ଦେଖାଇବାର ସମୟ ଅଟେ ।  ଯଦି ଯବାନ ଅବସ୍ଥାରେ କିଛି ଯଦି ଖରାପ ଆଭ୍ୟାସ ହୋଇଯାଏ ।

ତେବେ ତାକୁ ଛାଡିବା ପାଇଁ ବହୁତ କଷ୍ଟ କର ହୋଇପଡେ । ଯବାନ ଅବସ୍ଥାରେ ଖରାପ ଜିନିଷ ବହୁତ ଭଲ ଲାଗିଥାଏ । ମନକୁ ବହୁତ ଆକର୍ଷିତ କରିଥାଏ । ବୟସଟା ହିଁ ଏଭଳି ଯାହାକି ଭୁଲ କେଉଁ ଟା ଓ ଠିକ କେଉଁଟା ସେମାନେ ଜାଣିପାରନ୍ତି ନାହିଁ । ଆଜି ଆପଣଙ୍କୁ କହିବୁ ଏଭଳି ପଞ୍ଚୋଟି ଜିନିଷ ଯାହାକି ଯବାନ ପିଲାମାନଙ୍କର ଜୀବନଟାକୁ ବରବାଦ କରିଦେଉଛି । ସେଥିପାଇଁ ଆପଣ ପଞ୍ଚୋଟି ଜିନିଷରୁ ଦୂରେଇକି ରୁହନ୍ତୁ ।

୧ – ଆପଣ ନିଶଶା ଠାରୁ ନିଜକୁ ଦୂରେଇକି ରଖନ୍ତୁ । ନିଶଶା ଛୋଟୋ ହେଉ କି ବଡ ଯଦି ଆପଣଙ୍କର ଅଭ୍ୟସ ହୋଇଗଲା ସେ ଆପଣଙ୍କର ଜୀବନକୁ ବରବାଦ କରିଦେବ । ଯୁବ ଅବସ୍ଥାରେ ଆପଣ ଏହି ନିଶଶା ପ୍ରତି ଆକୃଷ୍ଟ ହୋଇଯାଆନ୍ତି ତେବେ ଏଥିରୁ ମୁକୁଳିବା ବହୁତ କଷ୍ଟ ହୋଇଥାଏ । କୌଣସି ଜିନିଷକୁ ଅଭ୍ୟାସ କରିବା ସହଜ ହୋଇଥାଏ କିନ୍ତୁ ଏହାକୁ ଛାଡିବା କଷ୍ଟ ହୋଇଯାଏ । ଆପଣ ଏମିତି ବ୍ୟକ୍ତି ଠାରୁ ଦୂରେଇ ରୁହନ୍ତୁ ଯେଉଁ ମାନେକି ନିଶଶା କରନ୍ତି । କିଛି ଲୋକ କହନ୍ତି ନିଶଶା କରୁନାହଁ ତ ଯୁବକ ନୁହଁ । କିନ୍ତୁ ଏହାକୁ ଭୁଲିଯାଇ ନିଜକୁ ସଂଯମ କରି ପ୍ରଗତି ପଥରେ ଆଗେଇଯାଇ ନିଜ ପରିବାରର ନାଁ ଉଚ୍ଚା କରିବା ଉଚିତ । ଏଥିପାଇଁ କୌଣସି ନିଶଶା କରନ୍ତୁ ନାହିଁ ।

 

୨ – ଆପଣ କୌଣସି ଖରାପ କଥା କହିବା ବା ଦେଖିବା ଠାରୁ ଦୂରେଇ ରୁହନ୍ତୁ । କାହିଁକିନା ଏହାର ଥରେ ଅଭ୍ୟାସ ହୋଇଗଲେ ସେଥିରେ ଆପଣ ଆଗକୁ ଆଗକୁ ବଢିଯିବେ କିନ୍ତୁ ସେଥିରୁ ବାହାରି ପାରିବେ ନାହିଁ ଓ ଜୀବନ ବର୍ବାଦ ହୋଇଯିବ।

୩ – ଏହି ବୟସରେ ଅଧିକାଂଶ ଯୁବକ ନିଜ କ୍ୟାରିୟର କଥା ଚିନ୍ତା ନକରି ବା ପାଠ ପଢ଼ାକୁ ଛାଡି ଦିଅନ୍ତି ସେମାନେ ପ୍ରେମରେ ପାଗଳ ହୋଇ ବୁଲିଥାଆନ୍ତି । ଏହାଦ୍ୱାରା ନିଜର କ୍ୟାରିୟର ବର୍ବାଦ କରିଦେଉଛନ୍ତି । ଯାହାକି ଆଗକୁ ଯାଇ ଏହି ଯୁବକ ମାନେ ବହୁତ ସମସ୍ୟାରେ ପଡ଼ିଥାନ୍ତି । ସେଥିପାଇଁ ଏଥିରୁ ନିବୃତ ରୁହନ୍ତୁ ।

୪ – ଆପଣ କୌଣସି ପ୍ରକାରର ବେତ ବା ଜୁଆ ଭଳି ନିଶା ଠାରୁ ଦୂରରେ ରୁହନ୍ତି । ଏହି ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଜରିବାର ସ୍ୱପ୍ନ ଠାରୁ ଦୂରେଇ ରୁହନ୍ତୁ ନଚେତ ଶେଷରେ ଆପଣଙ୍କୁ କିଛି ବି ମିଳିବ ନାହିଁକି ଆପଣଙ୍କ ପାଖରେ ଥିବା ଧନ ବି ସରିଯାଇଥିବ । ଏହା ଦ୍ବାରା ଆପଣଙ୍କ ଜୀବନ ପୁରା ବର୍ବାଦ ହୋଇଯିବ କିନ୍ତୁ ଆପଣ କୌଣସି ଧନ ରୋଜଗାର କରି ପାରିବେ ନାହିଁ । ସେଥିପାଇଁ ଏହାଠାରୁ ଦୁରେଇ ରୁହନ୍ତୁ । ନିଜ ପରିଶ୍ରମ ଦ୍ୱାରା ଧନ ରୋଜଗାର କରିବା ପାଇଁ ଚେଷ୍ଟା କରନ୍ତୁ ।

୫ – ଆଜିକାଲି ଯୁବ ଅବସ୍ଥାରେ ଯୁବକ ବା ଯୁବତୀ ଏମାନଙ୍କର କୌଣସି ଥିରେ କୌଣସି ସମୟ ଜ୍ଞାନ ନଥାଏ । ଖାଇବାରେ ପିଇବାରେ ନା ସୋଇବାରେ ନା ଉଠିବାରେ , ନା ବୁଲିବାରେ , ନା ପାଠ ପଢିବାରେ । ଆପଣ ଜବାନିର ଜୋଶରେ କୌଣସି ଖରାପ କାର୍ଯ୍ୟ କରନ୍ତୁ ନାହିଁ । କାହିଁକିନା ଥରେ ଏହି ଯୁବ ଅବସ୍ଥା ଏପରି ଅଯଥା ନଷ୍ଟ ହୋଇଗଲେ ପୁଣି ଥରେ ଫେରି ଆସିବ ନାହିଁ । ଏଥିପାଇଁ ସୁଧୁରି ଯାଇ ସମୟର ସଠିକ ଉପଯୋଗ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।