ନିଜକୁ କଣ ଭାବିଛନ୍ତି କି ପନ୍ତ ? କାହିଁକି Rishabh Pant ଙ୍କ ଉପରେ କାହିଁକି ଏମିତି ବର୍ଷିଲେ ଇଂଲଣ୍ଡର ପୂର୍ବତନ କ୍ୟାଟେନ ?

ଅନେକ ଲୋକ ମାନେ ମ୍ଯାଚ ଦେଖି ଥାନ୍ତି ନିଜର ମନୋରଞ୍ଜନ କରିଥାନ୍ତି ।  ତେବେ ମ୍ଯାଚ ଅନେକ ଲୋକଙ୍କ ର ପ୍ରିୟ ଖେଳ ହୋଇଥାଏ । ତେବେ ମ୍ଯାଚ ରେ ହାର ଜିତ ଲାଗି ରହିଥାଏ ।  କିନ୍ତୁ ଏଥର ଆପିଏଲ ମ୍ଯାଚ ରେ କିଛି ଅଲଗା ବିବାଦ ସୃଷ୍ଟି ହୋଇଛି । ଆପିଏଲ ରେ ଚାଲିଥିବା ମ୍ଯାଚ ରେ ଦେଖାଯାଇଥିଲା ବିବାଦ । ରାଜସ୍ଥାନ ଓ ଦିଲ୍ଲୀ ମଧ୍ୟ ରେ ମ୍ଯାଚ ରେ ହୋଇଥିବା ଶେଷ ରେ ନୋ ବଲ କୁ ନେଇ ଦେଖାଯାଇଛି ବିବାଦ । ଏହି ବିବାଦ କୁ ନେଇ ଆରମ୍ଭ ହୋଇଛି ଚର୍ଚା ।

ଅନେକ ପୁରାତନ କ୍ରିକେଟର ଦିଲ୍ଲୀ ର ଅଧିନାୟକ ରିସଫ ପନ୍ଥ ଙ୍କ ଅଭିମୁଖେ ନା ପସନ୍ଦ କରୁଥିବା ବେଳେ ସୋସିଆଲ ମିଡିଆରେ ରିସଫ ପନ୍ଥଙ୍କ ସମର୍ଥନରେ ଅଛନ୍ତି ୟୁଜର୍ସ । ଖେଳର ମଝିରେ ଖେଳାଳିଙ୍କୁ ଅଧାରୁ ଫେରି ଆସିବାକୁ ପନ୍ଥ କହିବା ସହଜରେ ଗ୍ରହଣ କରିନାହାନ୍ତି ଅନେକ କ୍ରିକେଟର। ଏହି ବିବାଦ କୁ ନେଇ ଇଂଲଣ୍ଡ ର ପୂର୍ବତନ କ୍ରିକେଟର ଦେବୀନ ବିତ୍ରସ୍ର ଉତକ୍ଷିପ୍ତ ହେବା ସହ ରିସଭ ଙ୍କ ଉପରେ ବରଷିଛନ୍ତି ।

ଡେଭିନ ଆମ୍ପୟାରଙ୍କ ନିସ୍ପତି ଠାରୁ ଦିଲ୍ଲୀ କ୍ୟାପଟେନସି ର ନିସ୍ପତି ଅନେକ ସମୟରେ ଆଶ୍ଚର୍ଯ୍ୟ ଚକିତ କରିଥାଏ । ସେହି ସମୟରେ ରିକୀ ଯଦି ସେହି ସମୟରେ ଉପସ୍ଥିତ ରହିଥାନ୍ତେ ତେବେ ଏହି ଭଳି ପରିସ୍ଥିତି ଉପୁଜି ନଥାନ୍ତା । ଏହା ଛଡା ଯଶ ବଟ୍ଳର ଏଥିରେ ଦଖଲ ଦେବା କିଛି ଉଚିତ ନ ଥିଲା ।

ମ୍ଯାଚ ମଝିରେ ଏପରି କାହିଁକି ହେଉଛି ଏହାର ପଚାରିବାର ଅଧିକାର ବଟ୍ଳର ଙ୍କ ରହିଥିଲା । ମ୍ଯାଚ ମଝିରେ ଗୋଟିଏ କୋଚ ଫିଲ୍ଡ ମଝିକୁ ଯିବା ଉଚିତ ନ ଥିଲା । କେବଳ ଏତିକି ନୁହେ ଡେଭିନ କହିଛନ୍ତି 20 ବର୍ଷ ର ନିଜର କ୍ରିକେଟ କ୍ଯାରିୟର ଭିତରେ ମୁଁ କେବେବି ଏହି ଭଳି ଘଟନା ଦେଖି ନଥିଲେ ।

ତେବେ କ୍ରିକେଟ ରେ ଏହି ଭଳି ଘଟନା ଘଟିବା ଉଚିତ ନ ଥିଲା । ତେବେ ଏହି ଘଟନା ଅନେକ କ୍ରିକେଟର ଙ୍କ ମନ ରେ ବହୁତ ଦୁଖ ଆଣିଥାଏ । ସେହିଭଳି ଏହି ଘଟନା ରେ ନିଜର ମତ ଦେଇଛନ୍ତି ଦିଲ୍ଲୀ କ୍ୟାପଟେନ୍ସି ସହଯୋଗ କୋଚ ଷ୍ଟେନ କହିଛନ୍ତି ଯେ ମ୍ଯାଚ ଶେଷ ରେ ଏପରି ହେବା ଉଚିତ ନ ଥିଲା ।