ନିଜ ସ୍ତ୍ରୀକୁ କେବେବି କହିବେ ନାହିଁ ଏହି 4 କଥା, ନହେଲେ ଜୀବନ ହେଇଯିବ ନର୍କ -Chanakya Neeti

ଜଣେ ସ୍ବାମୀ ତାର ସ୍ତ୍ରୀକୁ କେବେବି ଏହି ୪ଟି କଥା ଭୁଲରେ ମଧ୍ୟ କୁହନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ବହୁତ ଭୋଗିବାକୁ ପଡ଼ିବ ଏହାର ପରିଣାମ । ତାହା କେଉଁ ୪ଟି କଥା ଆସନ୍ତୁ ଜାଣିବା । ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଗ୍ରନ୍ଥ ନୀତି ଶାସ୍ତ୍ରରେ ଜୀବନର ସମସ୍ତ ସମସ୍ୟା ବିଷୟରେ ଉଲ୍ଲେଖ କରିଛନ୍ତି ।

ଚାଣକ୍ୟ ନୀତି ଶାସ୍ତ୍ରରେ ଧନ, ଉନ୍ନତି, ବିବାହ, ମିତ୍ରତା, ଶତ୍ରୁତା ଏବଂ ବ୍ୟାପାର ଆଦି ସମସ୍ୟା ବିଷୟରେ ଉପାୟ ବିଷୟରେ କହିଛନ୍ତି । ଚାଣକ୍ୟଙ୍କ ଅନୁସାରେ କିଛି କଥା ଏମିତି ଥାଏ ଯାହାକୁ ସ୍ତ୍ରୀକୁ କେବେବି କହିବା କଥା ନୁହେଁ । ତେବେ ଜାଣି ନିଅନ୍ତୁ ପୁରଷକୁ ନିଜ ସ୍ତ୍ରୀକୁ କେଉଁ କଥା କହିବା ଉଚିତ୍ ନୁହେଁ । ତେବେ ଜାଣନ୍ତୁ ପୁରୁଷକୁ ତାର ସ୍ତ୍ରୀକୁ କେଉଁ କଥା କହିବା ଉଚିତ୍ ନୁହେଁ ।

୧- କମଜୋରୀ : ଚାଣକ୍ୟ କୁହନ୍ତି ସ୍ବାମୀକୁ କେବେ ତାର ସ୍ତ୍ରୀ ପାଖରେ କମଜୋରୀ କହିବା କଥା ନୁହେଁ । ଚାଣକ୍ୟ କୁହନ୍ତି ଯଦି ସ୍ବାମୀ ତାର ସ୍ତ୍ରୀକୁ ତାର କମଜୋରୀ କୁହେ ତେବେ କଥା କଥାରେ ସ୍ତ୍ରୀ ତାହାର ଉଦାହରଣ ଦିଏ, ଆଉ ଏହି କଥାରେ ମନେଇ ଦିଏ । ସେଥିପାଇଁ ପୁରୁଷ ମାନଙ୍କ କମଜୋରୀ ସବୁବେଳେ ସ୍ତ୍ରୀଙ୍କ ପାଖରେ କହିବା କଥା ନୁହେଁ ।

୨- ଅପମାନ : ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କୁହନ୍ତି କି ପୁରୁଷଙ୍କୁ ନିଜ ଦ୍ଵାରା ହୋଇଥିବା ଅପମାନ କଥା କେବେ ସ୍ତ୍ରୀ ପାଖରେ କହିବା କଥା ନୁହେଁ । ମହିଳାଙ୍କ ବିଷୟରେ ଏହା କୁହାଯାଏ କି ସେ ବାରମ୍ବାର ଏହି ଅପମାନ କଥାର ତାନା ଦେଇଥାଏ ।

୩- ଦାନ : ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଦାନ ଦେବା ପରେ ଏହାର ଉଲ୍ଲେଖ ବା ବର୍ଣ୍ଣନା ସ୍ତ୍ରୀ ପାଖରେ କହିବା କଥା ନୁହେଁ । ମହିଳାଙ୍କ ବିଷୟରେ ଏହା କୁହାଯାଏ । ମହିଳାଙ୍କ ବିଷୟରେ ଏମିତି ମାନାଯାଏ କି ଖରାପ ସମୟ ଆସିଲେ ସ୍ତ୍ରୀ ତାର ସ୍ୱାମୀକୁ ଦାନ କଥା ମନେ ପକାଇ ଭଲ ମନ୍ଦ କହି ଥାଏ ।

୪- କମାଇ : ଅନ୍ତରେ ଚାଣକ୍ୟ କୁହନ୍ତି ଜଣେ ସ୍ବାମୀକୁ ତାର ସ୍ତ୍ରୀ ପାଖରେ କମେଇ ବିଷୟରେ କେବେ କହିବା କଥା ନୁହେଁ । ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯଦି ସ୍ତ୍ରୀକୁ ଆପଣଙ୍କ କମେଇ ବିଷୟରେ ଖବର ରୁହେ ତେବେ ସେ ଆପଣଙ୍କ ଖର୍ଚ୍ଚ ଉପରେ ରୋକ୍ ଲଗେଇବ । ଅନେକ ଥର ଜରୁରୀ ଖର୍ଚ୍ଚ ଉପରେ ମଧ୍ୟ ରୋକ୍ ଲଗାଇ ଦିଏ ।

ଏହାଦ୍ବାରା ସ୍ବାମୀ କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଏହା ଥିଲା ସେହି ୪ଟି ମହତ୍ତ୍ଵପୂର୍ଣ୍ଣ କଥା, ଯାହା ସମସ୍ତ ସ୍ବାମୀ ନିଜ ସ୍ତ୍ରୀକୁ ଏହି କଥା ଲୁଚାଇ ରଖିବା ଦରକାର । ଚାଣକ୍ୟ ନୀତି ଚାଣକ୍ୟ ଦ୍ବାରା ଗୋଟିଏ ନୀତି ଗ୍ରନ୍ଥ ଯାହା ଜୀବନକୁ ସୁଖମୟ ଏବଂ ସଫଳ ହେବା ପାଇଁ ଉପଯୋଗୀ ଉପାୟ କହିଛନ୍ତି ।