England ବିରୁଦ୍ଧରେ ହେବାକୁ ଥିବା Test ସିରିଜରେ ଭାରତୀୟ Team ରେ ହେବ ଏହି 3 ବଡ ପରିବର୍ତ୍ତନ

ନମସ୍କାର ବନ୍ଧୁଗଣ । ୱାର୍ଲ୍ଡଟେଷ୍ଟ ମ୍ଯାଚରେ ନିରାଶ ହେବ ପରେ ଭାରତୀୟ ଟେଷ୍ଟ ଟିମରେ କିଛି ନୂଆ ପରିବର୍ତ୍ତନ ଦେଖା ଯାଇଛି ଯାହା ଆଗାମୀ ଟେଷ୍ଟ ସିରିଜରେ ପ୍ରଦର୍ଶିତ ହେବାକୁ ଯାଉଛି । ଆଗାମୀ ଦିନରେ ୫ଟି ଟେଷ୍ଟ ସିରିଜ ଖେଳାଯିବ । ଖବର ମୁତାବକ ଭାରତୀୟ ଟେଷ୍ଟ ଟିମରେ ଆଗାମୀ  ସିରିଜରେ ୩ଟି ମୁଖ୍ୟ ପରିବର୍ତ୍ତନ ଦେଖାଯିବ ।

ଭାରତୀୟ ଟିମ ଅଗଷ୍ଟ ୪ରୁ ଇଂଲଣ୍ଡରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି । ଏଥିପାଇଁ ଖେଳାଳି ମାନଙ୍କୁ ୪୦ ଦିନର ଛୁଟି ମିଳିବାକୁ ଯାଉଛି । ଟାପ ଅର୍ଡର ଠାରୁ ଆରମ୍ଭ କରି ମଧ୍ୟଗାମ ଠାରୁ ଆରମ୍ଭ କରି ଗେମବାଜି ଯାଏଁ କିଛି ନୂଆ ପରିବର୍ତ୍ତନ କରିବାକୁ ମ୍ୟାନେଜମେଣ୍ଟ ନିସ୍ପତି ନେଇଛନ୍ତି । ଇଂଲଣ୍ଡ ଟିମ ବିରୁଦ୍ଧରେ ଭାରତୀୟ ଟିମରେ ମୁଖ୍ୟତ ୩ ପ୍ରକାରର ଦେଖାଯିବ ଯାହା ଅତି ଆଶ୍ଚର୍ଯ୍ୟକର ହୋଇପାରେ । ପ୍ରଥମ ପରିବର୍ତ୍ତନ ହେଉଛି ଓପନିଂ ଯୋଡି । ମ୍ଯାଚର ଆରମ୍ଭରେ ରୋହିତ ସର୍ମାଙ୍କ ସହ ମୟଙ୍କ ଅଗ୍ରୱାଲ ନଜର ଆସିବେ ।

କାରଣ ମୟଙ୍କ ଅଗ୍ରୱାଲ ଡବ୍ଲୁ ଟି ସିରିଜରେ ସାନଦାର ପ୍ରଦର୍ଶନ । ଦିତୀୟ ପରିବର୍ତ୍ତନ ହେଉଛି ନମ୍ବର ୩ ବଲେବାଜ । ଟିମ ମ୍ୟାନେଜମେଣ୍ଟ ଭାରତ ଟିମର କପ୍ତାନ ବିରାଟ କୋହଲିଙ୍କୁ ନମ୍ବର ୩ରେ ବଲେବାଜି ପାଇଁ ପ୍ରୋମଟ କରି ପାରନ୍ତି । ଏହା ସହ ବିଶେଷଜ୍ଞ  ଖେଳୁଥିବା ଚେତେଶ ଓ ପୂଜାରା ଙ୍କୁ ପ୍ଲେ-୧୧ରେ ଖେଳି ପାରିବେ ନାହି । ଏହାରା କାରଣ ହେଉଛି ଟିମର ମ୍ୟାନେଜମେଣ୍ଟ କେ ଏଲ ରାହୁଲ ଓ ହନୁମା ବିହାରୀ ଭଳି ଖେଳାଳିଙ୍କୁ ପ୍ଲେଇଙ୍ଗ-11 ରେ ଖେଳିବାକୁ ସୁଯୋଗ ଦିଆଯିବ ।

ଯାହା ଦ୍ଵାରା ଟିମ ଇଣ୍ଡିଆକୁ ଫାଇଦା ହୋଇପାରେ । ପୂଜାରା ଇଣ୍ଡିଆ ଟିମରେ ନା ଭଲ ଖେଳୁଛନ୍ତି ନା ଭଲ ୱିକେଟ ନେଉଛନ୍ତି ।  ଏହି କାରଣରୁ ତାଙ୍କୁ ମ୍ଯାଚରୁ ବାହାର କରାଯାଇ ପାରେ । ତ୍ରିତୀୟା ପରିବର୍ତ୍ତନ ହେଉଛି ଗେନ୍ଦବାଜି ବିଭାଗରେ ରୋଟେସନ ପଲିଶି ଦେଖା ଯାଇପାରେ । ଏହା ବ୍ଯତୀତ ଅଲରାଉଣ୍ଡର ଭାବେ ସାରଦୁର ଠାକୁରଙ୍କୁ ପ୍ଲେଇଙ୍ଗ-୧୧ରେ  ସାମିଲ କରାଯାଇ ପାରେ । କାରଣ ସେ ଖେଳିବା ସହ ବଲେବାଜି କରିବା ପାଇଁ ମଧ୍ୟ ସକ୍ଷମ ଅଟନ୍ତି ।

ଏହା ଛଡା ଆଶିଶି ଟେସ୍ଟରେ ନମ୍ବର ୱାନ ଅଲରାଉଣ୍ଡର ଭାବେ କୁର୍ସି ହାସଲ କରିଥିବା ରବୀନ୍ଦ୍ର ଜାଡେଜାଙ୍କୁ ମ୍ଯାଚରୁ ବାହାର କରାଯାଇ ପାରେ । କାରଣ ଆର ରସମୀନ ସ୍ପିନର ଭାବେ ଖେଳି ପାରନ୍ତି । ଜସପ୍ରିତ ବୁଂହରାଙ୍କ ପରଫୋମାଂସକୁ  କିଛି ମ୍ଯାଚରେ ଦେଖା ଯିବ ନାହି ବୋଲି ସୂଚନା ମିଳିଛି । ଭାରତୀୟ ଟିମ ପାଇଁ ଇଂଲଣ୍ଡ ବିରୁଦ୍ଧରେ ହେବାକୁ ଯାଉଥିବା ଏହି ମ୍ଯାଚ ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।