Special Report- ଯେବେ ଖୋଳାହେଲା 2000 ବର୍ଷ ତଳର କ-ବ-ର, ଭିତର ଦୃଶ୍ୟ ଦେଖିଲେ ଆପଣଙ୍କୁ ହେବ ନାହିଁ ବିଶ୍ଵାସ 

ଆମ ଦେଶରେ ଏମିତି କିଛି ରହସ୍ୟ ମୟ ସ୍ଥାନ ରହିଛି ଯାହା ହୁଏ ତ ଆଜି ଯାଏଁ କେହି ବି ଜାଣି ନାହାନ୍ତି ବା ଦେଖି ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ରହସ୍ୟ ମୟ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହା ୨୦୦୦ ବର୍ଷ ହେବ ଗୁପ୍ତ ଭାବେ ଲୁଚି ରହିଥିଲା ଯାହା ବିଷୟରେ ଏବେ ଜଣା ପଡିଛି ।

୨୦୦୦ ବର୍ଷର ଏକ କ-ବ-ର କୁ ଲୁଚାଇ ରଖିବା ପାଇଁ ଅନେକ ଚେଷ୍ଟା କରା ଯାଇଥିଲେ ମଧ୍ୟ ବର୍ତ୍ତମାନ ତାହା ଖୋଲା ଯାଇଛି । ବିଶ୍ଵର ଆଲେକ୍ଜ୍ୟାଣ୍ଡର ସହରରେ ଥିବା ୯ ଫୁଟ ଗଭୀର ରହସ୍ୟମୟ ପଥରର କ-ବ-ରକୁ ଖୋଲା ଯାଇଛି । ଏହାର ଭିତରର ଦୃଶ୍ୟ ଦେଖିଲେ ବିଶ୍ଵାସ କରିହେବ ନାହି । ଏହି କ-ବ-ରକୁ ନେଇ ଆଗରୁ ଅନେକ ପ୍ରକାରର ଚେତାବନୀ ଦିଆ ଯାଇଥିଲା ଯେ ଏହା ଏକ ଅଭିଶପ୍ତ କ-ବ-ର ଅଟେ ।

ଯାହାକୁ ଖୋଲି ଅନେକ ସମସ୍ଯା ସୃଷ୍ଟି ହୋଇପାରେ ବୋଲି ଚେତାବନୀ ଦିଆ ଯାଇଥିଲା । ଏହା ସତ୍ବେ ମଧ୍ୟ ଏହି କ-ବ-ରକୁ ଖୋଲା ଯାଇଛି । ଗବେଷକ ମାନଙ୍କୁ ଏହି ୨୦୦୦ ବର୍ଷର ସଢୀ ଯାଇଥିବା କବରରେ ୩ଟି ମମି ମିଳିଥିଲା । ଏହି ୩ଟି ମମି କଳା ଗ୍ରାନାଇଟ ତିଆରି କବର ମଧ୍ୟରେ ବହୁତ ଦୁର୍ଗନ୍ଧ ପାଣିରେ ଭାସୁଥିବା ଦେଖା ଯାଇଥିଲା ।

ଏହାକୁ ଆଲେକଜ୍ୟାଣ୍ଡର ସହର ସବୁଠାରୁ ବଡ ଆବିଷ୍କାର ବୋଲି କୁହା ଯାଉଛି । ସୂଚନା ମୁତାବକ ଏହି କ-ବ-ର-ର ଆବିଷ୍କାର ଜୁଲାଇ ମାସରେ କରା ଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ଦୁନିଆ ଆଗରେ ଅଣା ଯାଇଛି । ଏହି କ-ବ-ରକୁ ନେଇ ଲୋକଙ୍କ ମନରେ ଅନେକ ଭୟ ରହିଥିଲା ଯେ ଏହା ଏକ ଅଭିଶପ୍ତ କ-ବ-ର ଯାହା ବାହାରକୁ ଆସିଲେ ସମସ୍ଯା ହୋଇପାରେ । ୧୯୨୨ ମସିହାରେ ରାଜା ତୁତନ ଖାମୁଙ୍କର କ-ବ-ର ଖୋଳା ଯାଇଥିଲା । ଏହା ପରେ ତାଙ୍କ ସହ ଜଡିତ ଅନେକ ଲୋକଙ୍କର ମୃ-ତ୍ୟୁ ଘଟିଥିଲା ।

ସେହି ଦିନ ଠାରୁ ଏହି କ-ବ-ରକୁ ଅଭିଶପ୍ତ କବ୍ରା ବୋଲି କୁହା ଯାଉଥିଲା । ବିଶ୍ଵର ସୁପ୍ରିମ କାଉନ୍ସିଲ ଅଫ ମହାସଚିବ କହିଛନ୍ତି ଯେ ଏହି ଆବିଷ୍କାର ସହ ଅଭିଶାପର କୌଣସି ସମ୍ପର୍କ ନାହି । କାରଣ ଯେଉଁମାନେ ଏହି କ-ବ-ର-କୁ ଖୋଲିଛନ୍ତି ସେମାନଙ୍କର କିଛି ବି କ୍ଷତି ହୋଇନହି । କ-ବ-ର-ରୁ ମିଳିଥିବା ଏହି ୩ଟି ମମି ରୋମାନ ସାଇ ସଦସ୍ୟଙ୍କର ନୁହେଁ ବୋଲି ଜଣା ପଡିଛି ।

ଏହା ସହ କ-ବ-ର-ରୁ କୌଣସି ସୁନା ବା ଚଣ୍ଡୀର ଧାତୁ କିମ୍ବା ସିଲକେହ ବା ତାବିଜ ମଧ୍ୟ ମିଳିନହି । ଏନ୍ଟି କୁଇଟିସ ମନ୍ତ୍ରାଳୟ ମମି ବିଶେଷଜ୍ଞଙ୍କ ମତରେ ଏହି ୩ଟି ମମି ଯବାନଙ୍କର ମଧ୍ୟ ହୋଇପାରେ । ଏହି ୩ଟି ମମି ମଧ୍ୟରୁ ଗୋଟିଏର ଖପୁରିରେ ତିରର ଆଘାତ ଦେଖା ଯାଇଛି । ଏହିଭଳି ଭାବେ ଖୋଳା ଯାଇଥିବା ୨୦୦୦ ବର୍ଷ କ-ବ-ର-ରୁ ତଥ୍ୟ ମିଳି ପାରିଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।