ନିଜ ଶରୀରର ଏହି ଅଙ୍ଗର ଫଟୋ ବିକି ମାସକୁ 8 ଲକ୍ଷରୁ ଅଧିକ ଇନକମ କରନ୍ତି ଏହି ଝିଅ, ଜାଣନ୍ତୁ କାହିଁକି ଲୋକ ପସନ୍ଦ କରନ୍ତି

ଏକ ସମୟରେ ଆମେରିକାରେ ରହୁଥିବା ୨୨ବର୍ଷିୟ ଡ଼ିଜାୟର ଗେଟୋ ପ୍ରପୋର୍ଟି ବିଜନେସ କରି ନିଜ ଜୀବିକା ଅର୍ଜନ କରୁଥିଲେ । କିନ୍ତୁ ପରେ ସେ ମଡେଲିଙ୍ଗ ରେ ରୁଚି ନେଇଥିଲେ ଆଉ ତା ପରେ ତାଙ୍କୁ ଆଶ୍ଚର୍ଯ୍ୟ କଲା ପରି ପରିଣାମ ମିଳିଥିଲା । ଲୋକେ ତାଙ୍କର ପାଦ ଓ ଗୋଡ଼ର ଖୁବ ପ୍ରଶଂସା କରନ୍ତି ଓ କେବଳ ପାଦର ଫୋଟୋ ପାଇଁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଇନଷ୍ଟାଗ୍ରାମ୍ ରେ ଏବେ ଡ଼ିଜାୟରଙ୍କ ୧ ମିଲିୟନରୁ ମଧ୍ୟ ଅଧିକ ଫୋଲୋରସ୍ ଅଛନ୍ତି ।

ଏହା ସହ ସେ ଓନଲିଫ୍ୟାନ୍ସ ରେ ମଧ୍ୟ ଆକାଉଣ୍ଟ ବନାଇଛନ୍ତି ଯେଉଁଠୁ ସେ ୮ଲକ୍ଷ ଟଙ୍କା ରୋଜଗାର କରି ନେଉଛନ୍ତି । ଏହି ବିଷୟରେ ଡ଼ିଜାୟରଙ୍କୁ ପଚରା ଗଲାରୁ ସେ କହିଥିଲେ ଦିନେ ତାଙ୍କୁ ଜଣେ ବ୍ୟକ୍ତିଙ୍କ ମେସେଜ ଆସିଥିଲା ଯାହାକୁ ପଢି ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମେସେଜ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ତାଙ୍କ ଗୋଡ଼ର ୧୦ଟି ଫଟୋ ମାଗିଥିଲେ ଯାହା ପାଇଁ ସେ ତାଙ୍କୁ ୩୦୦ ଡଲାର ଦେବାକୁ ପ୍ରସ୍ତୁତ ଥିଲେ ଓ ଏହାଛଡା ତାଙ୍କର କୌଣସି ଅନ୍ୟ ଡିମାଣ୍ଡ ମଧ୍ୟ ନ ଥିଲା ।

ଡ଼ିଜାୟରଙ୍କୁ ମଧ୍ୟ ଏହି କଥା ଖୁବ୍ ଅଜବ ଲାଗିଥିଲା । ଆହୁରି ମଧ୍ୟ ସେ କହିଛନ୍ତି କି କିଛି ଲୋକଙ୍କୁ ତାଙ୍କ ପେଡିକ୍ୟୁୟର ଦେଖିବାକୁ ପସନ୍ଦ କରନ୍ତି ତ ଆଉ କେହି ତାଙ୍କ ପାଦ ଦେଖିବାକୁ ପସନ୍ଦ କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାଂଶ ଲୋକଙ୍କୁ ତାଙ୍କନଗ୍ନତାକୁ ନେଇ କୌଣସି ଅସୁବିଧା ନାହିଁ ସେମାନେ ପ୍ରକୃତରେ ଫୁଟ ଫେଟିସ ଅଟନ୍ତି । ନିଜ ପାଦର ଏକ ଫୋଟୋକୁ ସେ ୨୫ ଡଲାରରେ ବିକ୍ରି କରୁଥିବାର କହିଛନ୍ତି ।

ଏହା ସହ ତାଙ୍କ ଭିଡିଓ ଗୁଡିକ ମଧ୍ୟ ଖୁବ ଚର୍ଚ୍ଚାରେ ରୁହେ । ସେ ମସାଜ୍ ଓ ପେଡିକ୍ୟୁୟର କରିବା ସମୟର ଭିଡିଓ ବନାଇ ଅଫଲୋଡ଼ କରନ୍ତି ଓ ଶୋ ଆଣ୍ଡ ସେଲ କରନ୍ତି । ଏହା ସହ ସେ ହିଲସ୍ ପିନ୍ଧିବା ଓ କାଢ଼ିବା ସମୟର ଭିଡିଓ ମଧ୍ୟ ଅଫଲୋଡ଼ କରନ୍ତି । ଏହା ମଧ୍ୟ ଖୁବ ଲୋକପ୍ରିୟ ଅଟେ ।

ଜଣେ ସଫଳ ଫୁଟ୍ କୁଇନ୍ ହେବା ପାଇଁ ଡ଼ିଜାୟର କିଛି ଟିପ୍ସ ଦେଇ କହିଥିଲେ କି କେହି ମଧ୍ୟ ଏହି ମାମଲାରେ ଫେମସ୍ ହେବାକୁ ହେଲେ ସବୁବେଳେ ଗ୍ରାହକଙ୍କ ସମ୍ପର୍କରେ ରୁହନ୍ତୁ ଓ ଏହା ଜାଣିବାକୁ ଚେଷ୍ଟା କରନ୍ତୁ କି ତାଙ୍କ ପ୍ରଶଂସକ ଙ୍କୁ କିପରି ଫୋଟୋ ପସନ୍ଦ ଓ ସବୁବେଳେ ନୂଆ ନୂଆ ଏକ୍ସପରିମେଣ୍ଟ କରନ୍ତୁ । ପାଦକୁ ଟ୍ରେଣ୍ଡି ଓ ଆକର୍ଷକ ବନାଇବାକୁ ସେ ଫୁଟ୍ ଜୁଏଲାରୀ, ମୌଜା ଓ ଅନ୍ୟ ସଜାଇବା ଜିନିଷର ସାହାଯ୍ୟ ନେବାକୁ ମଧ୍ୟ ଟିପ୍ସ ଦେଇଥିଲେ । ଏହା ସହ କ୍ୟାମେରା ଓ ଲାଇଟ୍ ଉପରେ ମଧ୍ୟ ଧ୍ୟାନ ଦେବାକୁ କହିଥିଲେ ।

ଏହା ସହ ଡ଼ିଜାୟର କହିଛନ୍ତି କି ଲୋକଙ୍କୁ ତାଙ୍କ ପାଦ ଏତେ ପସନ୍ଦ ଆସିବାର କାରଣ ଏ ଏବେ ପର୍ଯ୍ୟନ୍ତ ମଧ୍ୟ ବୁଝି ପାରି ନାହାନ୍ତି । ସେ ଯେତେବେଳେ ବି ଏହି ବିଷୟରେ ତାଙ୍କ ପ୍ରଶଂସକଙ୍କୁ ପଚାରନ୍ତି ସେମାନେ କୁହନ୍ତି କି ତାଙ୍କ ପାଦର ଆକୃତି ସେମାନଙ୍କୁ ଖୁବ ଭଲ ଲାଗେ ବୋଲି । ତାଙ୍କ ୪୨ବର୍ଷିୟ ସ୍ୱାମୀ ମଧ୍ୟ ପ୍ରାୟତଃ ତାଙ୍କ ପାଦର ଫୋଟୋ ଉଠାଇଥାନ୍ତି । ତାଙ୍କ ସ୍ୱାମୀ କୁହନ୍ତି କି ଏହାକୁ ନେଇ ତାଙ୍କୁ କୌଣସି ଅସୁବିଧା ନାହିଁ । କାରଣ ଏହା କିଛି ଭୁଲ୍ ନୁହେଁ ଓ ସେହି ଟଙ୍କାରେ ସେ ସେମାନେ ବିଳାସପୂର୍ଣ୍ଣ ଜୀବନ କାଟୁଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।