ନିଜ ପ୍ରେମୀ ବା ପ୍ରେମିକାଙ୍କ ସହିତ ଏହି ୨ ଟି ଭୁଲ କେବେ ବି କରିବେ ନାହିଁ, ସମ୍ପର୍କ ରେ ଆସିଥାଏ ଫାଟ- Krishna Vani

ଆପଣଙ୍କ ମନରେ ସବୁବେଳେ ଚିନ୍ତା କରୁଥିବେ କି ମୋର କେଉଁ ଭୁଲ ଯୋଗୁ ସେ ମତେ ଛାଡି ପଳାଇଲା । ଏମିତି କହିବାକୁ ଗଲେ ହୃଦୟ ଭାଙ୍ଗିବା ବହୁତ ଗୁଡିଏ କାରଣ ଅଛି କିନ୍ତୁ ୨ ଟି ସବୁଠୁ ବଡ ଭୁଲ ହେଇଯାଏ ଯାହା ଦ୍ଵାରା ସମ୍ପର୍କ ଭାଙ୍ଗିଥାଏ । ଯଦି ଆପଣଙ୍କୁ ସମ୍ପର୍କ ଭାଙ୍ଗିବାକୁ ଚାହୁଁନଥାନ୍ତି ତେବେ ଆପଣଙ୍କୁ ଏହି ୨ଟି କଥା ସବୁବେଳେ ମନେ ରଖିବା ଉଚିତ ।କିଛି ଏମିତି ସମ୍ପର୍କ ହୋଇଥାଏ ଦୁଇ ଜଣ ନିଜ ଭିତରେ ପ୍ରେମ କରୁଥିବେ କିନ୍ତୁ ଭାଙ୍ଗିଯାଏ ।

ତେବେ ଆସନ୍ତୁ ଜାଣିବା କେଉଁ ବଡ ଭୁଲ ଆମ ଦ୍ଵାରା ଭାଙ୍ଗିଯାଏ ଯାହା ଦ୍ଵାରା ସେମାନେ ଆମର ସମ୍ପର୍କକୁ ଭାଙ୍ଗି ଦିଅନ୍ତି । ପ୍ରଥମ ଭୁଲ ଆପଣଙ୍କର ନିଜ ସମନ୍ନାରେ ଯିଏ ଅଛି ମହତ୍ଵ ନଦେବା ଓ ତାଙ୍କୁ ସେତିକି ନଭାବିବା ଯାହା ଦ୍ଵାରା ସେ ବହୁତ ମନ ଖରାପ କରିଥାଏ ।

ଯେତେବେଳେ ଆପଣ କୌଣସି ସମ୍ପର୍କରେ ଯୋଡି ହେଉଛନ୍ତି ସେତେବେଳେ ଆପଣଙ୍କୁ ଲାଗୁଛି କି ସେହି ମନୁଷ୍ୟ ଆପଣଙ୍କୁ ଛାଡି କେବେହେଲେ ଯିବନାହିଁ । ଏହା କିନ୍ତୁ ସମ୍ପୂଣ୍ଣ ଭୂଲ ଅଟେ । ଯଦି ଆପଣ ସେତିକି ମହତ୍ୟ ନଦେଲେ ମଧ୍ୟ ସେ ଆପଣଙ୍କୁ ଛାଡି ଫଳନ୍ତି ଓ ଅନ୍ୟ ବ୍ୟକ୍ତି ତାପାଇଁ କାନ୍ଦିଥାଏ ।

ସେ ଭାବିଥାଏ କି ଆପଣ ତାକୁ ମହତ୍ଵ କାହିଁକି ଦେଉ ନାହାନ୍ତି ଓ ଏହାପରେ ଆପଣଙ୍କୁ ତାକୁ ଛାଡି ରହିବା ଆଦତ ପଡିଥାଏ । ଆପଣ ଇଛା କରନ୍ତୁ ବା ନକରନ୍ତୁ ସେ କିନ୍ତୁ ଛାଡି ପଳାଏ । ଯଦି ଆପଣ ସତରେ ଯଦି ଭଲ ପାଉଛନ୍ତି ତେବେ ତାଙ୍କୁ ଫିଲ କରାନ୍ତୁ ସେ ଆପଣଙ୍କ ପାଇଁ କେତେ ମହତ୍ୟ ଅଟନ୍ତି । ତାଙ୍କ ଛଡା ଆଉ କେହି ନାହାନ୍ତି ଓ ତାଙ୍କୁ ଛାଡି ଦେଲେ ତାଙ୍କ ଜୀବନରେ ଆଉ କିଛି ନାହିଁ ।

ସବୁଦିନ ତାଙ୍କୁ ଫିଲ କରାନ୍ତୁ ଓ ତାଙ୍କୁ ଯେହେତୁ ପ୍ରେମ କରୁଛନ୍ତି ଏହି ସବୁ କରିବା କିଛି ବଡ କଥା ନୁହେଁ । କିନ୍ତୁ ଏହା ଦୁଇ ପକ୍ଷରୁ ହେବା ଦରକାର ଏହା ଏକ ଏପରି ଜାଦୁ ଅଟେ ଯାହା ଥରେ କାହାକୁ ହୋଇଥାଏ ସହଜରେ ମନରୁ ଯାଏ ନାହିଁ । ଦୁତୀୟ ଭୁଲ ଆପଣ ତାଙ୍କୁ ବାନ୍ଧିବାକୁ ଯେତେବେଳେ ଚେଷ୍ଟା କରନ୍ତି ।  ଆପଣ ଯାହାକୁ ବହୁତ ପ୍ରେମ କରୁଛନ୍ତି ତେବେ ତାଙ୍କୁ କେବେ ହେଲେ ବାନ୍ଧନ୍ତୁ ନାହିଁ । ଯେଉଁ ସମୟରେ ଆପଣ ତାଙ୍କୁ ବାନ୍ଧିବାକୁ ଚେଷ୍ଟା କରନ୍ତି ସେହି ସମୟରେ ସେହି ସମ୍ପର୍କ ଭାଙ୍ଗି ଯାଇଥାଏ ।

କିନ୍ତୁ ଆପଣ କହିବେ ମୁଁ ଯଦି ତାଙ୍କୁ ବାନ୍ଧିବିନି ତେବେ ସେ ମତେ ଛାଡି ପଳାଇବ । ଯଦି ଆପଣଙ୍କୁ ଏତେ ଡର ଲାଗୁଛି ସେ ଆପଣଙ୍କୁ ଛାଡି ପଳାଇବେ ଏହାହିଁ ହେବ କାରଣ ସେ ସେହି ସମୟ ଠାରୁ ଛାଡି ଚାଲିଯିବେ । ଆପଣ ତାଙ୍କୁ ଯେତେ ବାନ୍ଧିବାକୁ ଚେଷ୍ଟା କରିବେ ।  ସେ ସେତିକି ଦୂରକୁ ଯିବା ପାଇଁ ଚାହିଁବେ । ଆପଣଙ୍କ ଠାରୁ ସେ ପିଛା ଛଡାଇବା ପାଇଁ ଚେଷ୍ଟା କରିବେ । ସେଥିପାଇଁ ସମ୍ପର୍କରେ କେବେ ହେଲେ ବାନ୍ଧିବାକୁ ଚେଷ୍ଟା କରନ୍ତୁ ନାହିଁ । ଏମିତି କରନି ସେମିତି କରନି ମତେ ଅଧିକା ସମୟ ଦିଅ ।

ମୋ ପାଇଁ ସବୁ କାମ କର ମତେ ଏଇଟା ପସନ୍ଦ ଲାଗେ ନାହିଁ ମତେ ସେଇଟା ପସନ୍ଦ ଲାଗେ ନାହିଁ ।  ଏହି ସବୁ କାର୍ଯ୍ୟ ଯଦି ଆପଣ କରନ୍ତି ତେବେ ବହୁତ ଭଲ ସମ୍ପର୍କ ମଧ୍ୟ ଭାଙ୍ଗିଯିବ । ସବୁବେଳେ ଆପଣ ଭାବନ୍ତି କି ତାଙ୍କ ଆଡୁ କିଛି ଭୁଲ ହୋଇଛି ଓ ତାରି ପାଇଁ ସମ୍ପର୍କ ଭାଙ୍ଗି ଗଲା । କିନ୍ତୁ ନା କିଛି ଭୁଲ ଆପଣଙ୍କର ଥିବା ହେତୁ ମଧ୍ୟ ସମ୍ପର୍କ ଭାଙ୍ଗିଥାଏ । ଆମେ ସବୁବେଳେ କହିଥାଉ ସେ ସମ୍ପର୍କ ଭାଙ୍ଗିଦେଲା ଜରୁରୀ ହୋଇନଥାଏ କି ସେ ହିଁ କିଛି ଭୁଲ କରିଥିବ ନିଜ ଆଡୁ ମଧ୍ୟ କିଛି ଭୁଲ ହୋଇଥିବା ଯାହା ଦ୍ଵାରା ସମ୍ପର୍କ ଭାଙ୍ଗିଯାଏ । ଯଦି ଚାହୁଁଛନ୍ତି ସମ୍ପର୍କ ଭାଙ୍ଗି ନଯାଉ ତେବେ କେବେହେଲେ ଏହି ପରି କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।